ନୂଆ ଲୁକ୍‌ରେ ଗୋଲ୍ଡେନ୍‌ ବୟ ନୀରଜ

ମୁମ୍ବାଇ: ନୂଆ ଲୁକ୍‌ରେ ଗୋଲ୍ଡେନ୍‌ ବୟ ନୀରଜ। କୁର୍‌ତା ଓ ସେରୱାନୀ ପିନ୍ଧି ଲୋକଙ୍କୁ କରିଛନ୍ତି ଇମ୍ପ୍ରେସ । ଚାରିଆଡେ ତାଙ୍କୁ ନେଇ ଚର୍ଚ୍ଚା। ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ପରେ ଏବେ ନୀରଜଙ୍କ ସାମ୍ନାକୁ ଆସୁଛି ନୂଆ ନୂଆ ପ୍ରତିଭା। ଖେଳ ଏବଂ ବିଜ୍ଞାପନ ପରେ ଫ୍ୟାଶନ ୱାର୍ଲ୍ଡରେ ମଧ୍ୟ କମାଲ ଦେଖାଇବାକୁ ପ୍ରସ୍ତୁତ ହୋଇଛନ୍ତି ସୁନା ପୁଅ ନୀରଜ। ଫେମସ ଡିଜାଇନର ରୋହିତ ବଲଙ୍କ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି ନୀରଜ ଚୋପ୍ରା। ନିକଟରେ ନୀରଜ […]

Neeraj Chopra

Neeraj Chopra

Madhupriya Mistry
  • Published: Wednesday, 06 October 2021
  • Updated: 06 October 2021, 01:03 PM IST

Sports

Latest News

ମୁମ୍ବାଇ: ନୂଆ ଲୁକ୍‌ରେ ଗୋଲ୍ଡେନ୍‌ ବୟ ନୀରଜ। କୁର୍‌ତା ଓ ସେରୱାନୀ ପିନ୍ଧି ଲୋକଙ୍କୁ କରିଛନ୍ତି ଇମ୍ପ୍ରେସ । ଚାରିଆଡେ ତାଙ୍କୁ ନେଇ ଚର୍ଚ୍ଚା। ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ପରେ ଏବେ ନୀରଜଙ୍କ ସାମ୍ନାକୁ ଆସୁଛି ନୂଆ ନୂଆ ପ୍ରତିଭା। ଖେଳ ଏବଂ ବିଜ୍ଞାପନ ପରେ ଫ୍ୟାଶନ ୱାର୍ଲ୍ଡରେ ମଧ୍ୟ କମାଲ ଦେଖାଇବାକୁ ପ୍ରସ୍ତୁତ ହୋଇଛନ୍ତି ସୁନା ପୁଅ ନୀରଜ। ଫେମସ ଡିଜାଇନର ରୋହିତ ବଲଙ୍କ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି ନୀରଜ ଚୋପ୍ରା।

ନିକଟରେ ନୀରଜ ଚୋପ୍ରା ଏକ ଫଟୋସୁଟ୍‌ କରିଛନ୍ତି। ଏହି ଫଟୋସୁଟ୍‌ ବେଳର କିଛି ଚିତ୍ରକୁ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏଥିରେ ତାଙ୍କର ଲୁକ୍‌ ଦେଖି ସମସ୍ତେ ଘାଇଲା ହୋଇଯାଇଛନ୍ତି। ସେ କୌଣସ ମଡେଲ ଠାରୁ କମ୍‌ ଦେଖାଯାଉ ନାହାନ୍ତି।

ଟ୍ରାଡିସନାଲ ଆଉଟଫିଟ୍‌ରେ ନୀରଜ ଫଟୋସୁଟ୍‌ କରିଛନ୍ତି। ଏଥନିକ୍‌ ଡ୍ରେସରେ ବେଶ ଷ୍ଟାଇଲିସ୍‌ ଲୁକ୍‌ରେ ନଜର ଆସିଛନ୍ତି ନୀରଜ। କୁର୍‌ତା ଏବଂ ସେରୱାନୀ ପିନ୍ଧି ଲୋକଙ୍କୁ କରିଛନ୍ତି ଇମ୍ପ୍ରେସ। ଏହି ଫଟୋଗୁଡିକୁ ଶେଆର କରି ନୀରଜ କ୍ୟାପସନରେ ଲେଖିଛନ୍ତି, 'ଗତ ମାସରେ ଡିଜାଇନର ରୋହିତ ବଲଙ୍କୁ ସାକ୍ଷାତ କରିବା ଏବଂ ତାଙ୍କ ଆଉଟ୍‌ଫିଟ୍‌ରେ ଫଟୋସୁଟ୍‌ କରିବା ପାଇଁ ମଉକା ମିଳିଲା। ତାଙ୍କ କ୍ଲାସିକ ଏଥନିକ ଡ୍ରେସ ଏବଂ ଡିଜାଇନ୍‌ ମୋତେ ବେଶ୍‌ ପସନ୍ଦ ଆସିଲା। ଖୁବଶୀଘ୍ର ଏହି ଡ୍ରେସଗୁଡିକି ମୁଁ ମୋ ୱାର୍ଡରୋବରେ ସାମିଲ କରିବାକୁ ଚାହୁଁଛି।'

ନୀରଜଙ୍କ ଏହି ଫଟୋସୁଟ୍‌ ପ୍ରସିଦ୍ଧ ଫଟୋଗ୍ରାଫର ତରୁଣ ଖିୱାଲ କରିଛନ୍ତି। ଏହି ଫଟୋସୁଟ୍‌ରେ ନୀରଜ କୌଣସି ପ୍ରଫେସନାଲ ମଡେଲ ଠାରୁ କମ୍‌ ଦେଖାଯାଉ ନାହାନ୍ତି। ଗୋଲ୍ଡେନ ବୟଙ୍କ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଅନକେ ୟୁଜର୍ସ କମେଣ୍ଟ କରି ତାଙ୍କୁ କିଏ ସୁପର ମଡେଲ ତ ଆଉ କିଏ ହିରୋ ବୋଲି କହିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ପରେ ନୀରଜ ସମସ୍ତଙ୍କ ଫେଭରେଟ୍‌ ପାଲଟି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story