ବଲ୍ ଟ୍ୟାମ୍ପରିଂ ମାମଲାରେ ପୁରନ୍ ୪ ମ୍ୟାଚରୁ ସସପେଣ୍ଡ୍

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚରେ ବଲ୍ ଟ୍ୟାମ୍ପରିଂ କରିବା କାରଣରୁ ୱେଷ୍ଟଇଣ୍ଡିଜର ୱିକେଟକିପର ବ୍ୟାଟ୍ସମ୍ୟାନ୍ ନିକୋଲାସ ପୁରନଙ୍କୁ ଚାରୋଟି ମ୍ୟାଚରୁ ସସପେଣ୍ଡ୍ କରାଯାଇଛି। ପୁରନ୍ ଏହି ଅପରାଧ ପାଇଁ ସାର୍ବଜନିକ ଭାବେ କ୍ଷମାପ୍ରାର୍ଥନା କରିଛନ୍ତି। ସସପେଣ୍ଡ ହେବା ଦ୍ୱାରା ପୁରନ୍ ଏବେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ଖେଳିପାରିବେ ନାହିଁ। ତାଙ୍କ ରେକର୍ଡ ଖାତାରେ ୫ ଡିମେରିଟ୍ ପଏଣ୍ଟ ଯୋଡ଼ା ଯାଇଛି। ତୃତୀୟ ଦିନିକିଆ ମ୍ୟାଚ୍ ସୋମବାର ଲକ୍ଷେ୍ନøରେ ଖେଳାଯାଇଥିଲା। ଆଇସିସି ପକ୍ଷରୁ କୁହାଯାଇଛି […]

pooran

pooran

Ranjit Kumar Jena
  • Published: Wednesday, 13 November 2019
  • Updated: 13 November 2019, 06:12 PM IST

Sports

Latest News

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚରେ ବଲ୍ ଟ୍ୟାମ୍ପରିଂ କରିବା କାରଣରୁ ୱେଷ୍ଟଇଣ୍ଡିଜର ୱିକେଟକିପର ବ୍ୟାଟ୍ସମ୍ୟାନ୍ ନିକୋଲାସ ପୁରନଙ୍କୁ ଚାରୋଟି ମ୍ୟାଚରୁ ସସପେଣ୍ଡ୍ କରାଯାଇଛି। ପୁରନ୍ ଏହି ଅପରାଧ ପାଇଁ ସାର୍ବଜନିକ ଭାବେ କ୍ଷମାପ୍ରାର୍ଥନା କରିଛନ୍ତି। ସସପେଣ୍ଡ ହେବା ଦ୍ୱାରା ପୁରନ୍ ଏବେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ଖେଳିପାରିବେ ନାହିଁ। ତାଙ୍କ ରେକର୍ଡ ଖାତାରେ ୫ ଡିମେରିଟ୍ ପଏଣ୍ଟ ଯୋଡ଼ା ଯାଇଛି। ତୃତୀୟ ଦିନିକିଆ ମ୍ୟାଚ୍ ସୋମବାର ଲକ୍ଷେ୍ନøରେ ଖେଳାଯାଇଥିଲା।

ଆଇସିସି ପକ୍ଷରୁ କୁହାଯାଇଛି ଯେ, ଖେଳାଳି ଏବଂ ଖେଳାଳିଙ୍କ ସପୋର୍ଟ ଷ୍ଟାଫଙ୍କ ସହ ଜଡ଼ିତ ଆଇସିସି ଆଚାର ସଂହିତା ଧାରା-୩ର ଉଲ୍ଲଙ୍ଘନ କଥା ସ୍ୱୀକାର କରିବା କାରଣରୁ ନିକୋଲାସ ପୁରନଙ୍କୁ କେବଳ ୪ ସସପେନସନ୍ ପଏଣ୍ଟ ଦିଆଯାଇଛି। ଭିଡିଓ ଫୁଟେଜରେ ଦେଖିବାକୁ ମିଳିଥିଲା ଯେ ଏହି କ୍ରିକେଟର୍ ଜଣକ ନଖରେ ବଲର ସ୍ଥିତିକୁ ବଦଳାଇବାକୁ ପ୍ରୟାସ କରିଥିଲେ, ଯାହା ପରେ ପୁରନଙ୍କ ଉପରେ ଆର୍ଟିକଲ୍ ୨.୧୪ର ଉଲ୍ଲଙ୍ଘନ କରିଥିବାର ଅଭିଯୋଗ ଲଗାଯାଇଥିଲା। ମଙ୍ଗଳବାର ପୁରନ୍ ନିଜ ଅପରାଧ ସ୍ୱୀକାର କରିଛନ୍ତି ଏବଂ ଏହା ସହ ସେ ମ୍ୟାଚ୍ ରେଫରୀ କ୍ରିସ୍ ବ୍ରଡଙ୍କ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ଗ୍ରହଣ କରିଛନ୍ତି।

ଏ ନେଇ ପୁରନ୍ କହିଛନ୍ତି, "ମୁଁ ଭୁଲ୍ କରିଥିବା ସ୍ୱୀକାର କରୁଛି ଏବଂ ଆଇସିସିର କାର୍ଯ୍ୟାନୁଷ୍ଠାନକୁ ସମ୍ପୂର୍ଣ୍ଣ ସ୍ୱୀକାର କରୁଛି। ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଏହା ଏକମାତ୍ର ଘଟଣା ଏବଂ ଆଗାମୀ ଦିନରେ ଏଭଳି ଭୁଲ୍ କେବେବି ଦୋହରାଇବି ନାହିଁ। ସୋମବାର ଲକ୍ଷେ୍ନøରେ ଖେଳାଯାଇଥିବା ମ୍ୟାଚରେ ଯାହା ହେଲା, ସେଥିପାଇଁ ମୁଁ ମୋ ଟିମର ସାଥୀ ଖେଳାଳି, ସମର୍ଥକ ଏବଂ ଆଫଗାନିସ୍ତାନ ଟିମକୁ କ୍ଷମା ମାଗୁଛି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story