କୋହଲିଙ୍କର ଏହି ନିଷ୍ପତ୍ତି ଭାରତ ଇତିହାସରେ ପ୍ରଥମ: ସାରା ବିଶ୍ୱ ଚକିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ ଜୋହାନସବର୍ଗ ଠାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପାଇଁ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ କରାଯାଇଛି। ଯାହା ପୂର୍ବରୁ  କେବେ ବି ହୋଇନଥିଲା। ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଟିମ୍‌ରେ ରୋହିତ ଶର୍ମାଙ୍କ ସ୍ଥାନରେ ରାହାଣେଙ୍କୁ ସୁଯୋଗ ମିଳିଥିବା ବେଳେ ଅଶ୍ୱିନଙ୍କ ସ୍ଥାନରେ ଭୁବନେଶ୍ୱର କୁମାରଙ୍କୁ ଟିମ୍ […]

virat-kohli-indialivetoday

virat-kohli-indialivetoday

Rakesh Mallick
  • Published: Thursday, 25 January 2018
  • Updated: 25 January 2018, 10:27 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ ଜୋହାନସବର୍ଗ ଠାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପାଇଁ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ କରାଯାଇଛି। ଯାହା ପୂର୍ବରୁ  କେବେ ବି ହୋଇନଥିଲା। ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଟିମ୍‌ରେ ରୋହିତ ଶର୍ମାଙ୍କ ସ୍ଥାନରେ ରାହାଣେଙ୍କୁ ସୁଯୋଗ ମିଳିଥିବା ବେଳେ ଅଶ୍ୱିନଙ୍କ ସ୍ଥାନରେ ଭୁବନେଶ୍ୱର କୁମାରଙ୍କୁ ଟିମ୍ ଇଲେଭେନ୍‌ରେ ସ୍ଥାନ ମିଳିଛି।  ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  

ସବୁଠୁ ବଡ଼ କଥା ହେଲେ ଏହି ଟେଷ୍ଟରେ ଭାରତ ବିନା ସ୍ପିନର ସହ ପଡ଼ିଆକୁ ଓହ୍ଲାଇଛି। ଟିମ୍‌ ଇଣ୍ଡିଆ ବିନା ସ୍ପିନର ସହ ପଡ଼ିଆକୁ ଓହ୍ଲାଇବା ଘଟଣା ୬ବର୍ଷ ପରେ ଘଟିଛି। କିନ୍ତୁ ଏହା ପୂର୍ବରୁ ଟିମ୍‌ ୨୦୧୨ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ୪ଜଣ ଫାଷ୍ଟ୍‌ ବୋଲରଙ୍କୁ ଦଳରେ ସ୍ଥାନ ମିଲିଥିଲା। କିନ୍ତୁ ପ୍ରଥମ ଥର ଭାରତ ଏଥର ୫ଜଣ ଫାଷ୍ଟ ବୋଲରଙ୍କ ସହ ପଡ଼ିଆକୁ ଓହ୍ଲାଇଛି। ଦଳରେ କୌଣସି କାମଚଳା ସ୍ପିନର ବି ନାହାଁନ୍ତି। ପିଚ୍‌କୁ ଆଖି ଆଗରେ ରଖି ଦକ୍ଷିଣ ଆଫ୍ରିକା ବି ଏହି ମ୍ୟାଚ୍‌ରେ କୌଣସି ସ୍ପିନରଙ୍କୁ ଦଳରେ ସ୍ଥାନ ଦେଇନାହଁ।     

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story