ଜାପାନ ଓପନ୍‌ ଟାଇଟଲ୍‌ ଜିତିଲେ ଜୋକୋଭିଚ୍‌

ଟୋକିଓ: ବିଶ୍ୱର ଏକ ନମ୍ବର ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ କ୍ୟାରିୟରର ପ୍ରଥମ ଜାପାନ ଓପନ୍‌ ଟାଇଟଲ୍‌ ଜିତି ରେକର୍ଡ କରିଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ୍‌ ମୁକାବିଲାରେ ଜୋକୋଭିଚ୍‌ ଅଷ୍ଟ୍ରେଲିଆର ଜନ୍‌ ମିଲମ୍ୟାନଙ୍କୁ ସିଧାସଳଖ ୬-୩, ୬-୨ ସେଟରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଜୋକୋଭିଚ୍‌ ନିଜ କ୍ୟାରିୟରର ୭୬ତମ ଟାଇଟଲ୍‌ ଜିତିଛନ୍ତି। ଏହି ଓପନ୍‌ ଜରିଆରେ ଜୋକୋଭିଚ୍‌ ଟେନିସ୍‌ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ପୂର୍ବରୁ ସେ କାନ୍ଧଜନିତ ଆହତ କାରଣରୁ […]

novak

novak

Ranjit Kumar Jena
  • Published: Sunday, 06 October 2019
  • Updated: 06 October 2019, 04:55 PM IST

Sports

Latest News

ଟୋକିଓ: ବିଶ୍ୱର ଏକ ନମ୍ବର ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ କ୍ୟାରିୟରର ପ୍ରଥମ ଜାପାନ ଓପନ୍‌ ଟାଇଟଲ୍‌ ଜିତି ରେକର୍ଡ କରିଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ୍‌ ମୁକାବିଲାରେ ଜୋକୋଭିଚ୍‌ ଅଷ୍ଟ୍ରେଲିଆର ଜନ୍‌ ମିଲମ୍ୟାନଙ୍କୁ ସିଧାସଳଖ ୬-୩, ୬-୨ ସେଟରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଜୋକୋଭିଚ୍‌ ନିଜ କ୍ୟାରିୟରର ୭୬ତମ ଟାଇଟଲ୍‌ ଜିତିଛନ୍ତି।

ଏହି ଓପନ୍‌ ଜରିଆରେ ଜୋକୋଭିଚ୍‌ ଟେନିସ୍‌ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ପୂର୍ବରୁ ସେ କାନ୍ଧଜନିତ ଆହତ କାରଣରୁ ବର୍ଷର ଚତୁର୍ଥ ଗ୍ରାଣ୍ଡସ୍ଲାମ୍‌ ତଥା ୟୁଏସ୍‌ ଓପନର ଚତୁର୍ଥ ରାଉଣ୍ଡରୁ ଓହରିଯାଇଥିଲେ। ଏହା ପରେ ସେ କୌଣସି ଟୁର୍ଣ୍ଣାମେଣ୍ଟ ଖେଳିଥିଲେ। ଏଠାରେ ସେ ପ୍ରଥମଥର ପାଇଁ ଜାପାନ ଓପନ୍‌ ଖେଳିବାକୁ ଆସିଥିଲେ ଏବଂ ପ୍ରଥମ ପ୍ରୟାସରେ ହିଁ ଚାମ୍ପିୟନ୍‌ ହୋଇଛନ୍ତି।

ତେବେ ଜୋକୋଭିଚ୍‌ ନିଜ କ୍ୟାରିୟରରେ ଦଶମଥର ପାଇଁ କୌଣସି ଡେବ୍ୟୁ ଟୁର୍ଣ୍ଣାମେଣ୍ଟରେ ଟାଇଟଲ୍‌ ଜିତିବାର ନୂଆ ରେକର୍ଡ କରିଛନ୍ତି। ଟପ୍‌ ସିଡ୍‌ ସର୍ବିୟା ଖେଳାଳି ଜଣକ ଫାଇନାଲ୍‌ ମ୍ୟାଚ୍‌ ଜିତିବା ପାଇଁ ମାତ୍ର ୬୯ ମିନିଟ୍‌ ସମୟ ନେଇଥିଲେ। ଆସନ୍ତାମାସରେ ଲଣ୍ଡନରେ ହେବାକୁଥିବା ଏଟିପି ଫାଇନାଲ୍ସ ପାଇଁ ଜୋକୋଭିଚ୍‌ ସିଧାସଳଖ କ୍ୱାଲିଫାଏ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story