ଓସିଏରୁ ବାଦ ପଡ଼ିଲା ଖୋର୍ଦ୍ଧା ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌

ଖୋର୍ଦ୍ଧା: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ରୁ ବାଦ ପଡ଼ିଲା ଖୋର୍ଦ୍ଧା ଜିଲ୍ଲା କ୍ରିକେଟ୍ ଆସୋସିଏସନ୍। ଖୋର୍ଦ୍ଧା ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ ସହିତ ଅନୁବନ୍ଧନକୁ ବାତିଲ କରିଛି ଓସିଏ। ଓସିଏ କର୍ତ୍ତୃପକ୍ଷ କୌଣସି କାରଣ ନ ଥାଇ ସେମାନଙ୍କ ସହିତ ଅନୁବନ୍ଧନକୁ ବାତିଲ କରି ଅନ୍ୟ ଏକ ଆସୋସିଏସନ୍‌କୁ ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ଖୋର୍ଦ୍ଧା ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏର ଏଭଳି ପଦକ୍ଷେପକୁ ନିନ୍ଦା କରିଛି ଆସୋସିଏସନ୍‌। ସେମାନେ […]

khurdha-crickets

khurdha-crickets

Rakesh Mallick
  • Published: Monday, 25 April 2016
  • Updated: 26 April 2016, 02:47 AM IST

Sports

Latest News

ଖୋର୍ଦ୍ଧା: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ରୁ ବାଦ ପଡ଼ିଲା ଖୋର୍ଦ୍ଧା ଜିଲ୍ଲା କ୍ରିକେଟ୍ ଆସୋସିଏସନ୍। ଖୋର୍ଦ୍ଧା ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ ସହିତ ଅନୁବନ୍ଧନକୁ ବାତିଲ କରିଛି ଓସିଏ।

ଓସିଏ କର୍ତ୍ତୃପକ୍ଷ କୌଣସି କାରଣ ନ ଥାଇ ସେମାନଙ୍କ ସହିତ ଅନୁବନ୍ଧନକୁ ବାତିଲ କରି ଅନ୍ୟ ଏକ ଆସୋସିଏସନ୍‌କୁ ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ଖୋର୍ଦ୍ଧା ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏର ଏଭଳି ପଦକ୍ଷେପକୁ ନିନ୍ଦା କରିଛି ଆସୋସିଏସନ୍‌। ସେମାନେ ଜିଲ୍ଲାରେ ଅନେକ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ଆୟୋଜନ କରିଛନ୍ତି ବୋଲି ଆସୋସିଏସନ୍ କହିଛି।

ଏ ଘଟଣା ନେଇ ଓସିଏର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos