ପଡ଼ିଆ ରଣକ୍ଷେତ୍ର, ଓଡ଼ିଆ ହକି ଖେଳାଳି ଗୁରୁତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖେଳ ମଇଦାନରେ ଆକ୍ରମଣାତ୍ମକ କିଛି ନୂଆ କଥା ନୁହେଁ। କିନ୍ତୁ ସେହି ଆକ୍ରମଣାତ୍ମକ ହିଂସାର ରୂପ ନିଏ, ତାହା ଅଧିକ ମାରାତ୍ମକ ହୋଇପଡ଼େ। ସୋମବାର ନୂଆଦିଲ୍ଲୀର ଜାତୀୟ ଷ୍ଟାଡିୟମରେ ନେହରୁ କପ୍ ହକି ଫାଇନାଲ୍ ମୁକାବିଲାରେ କିଛି ଅଭାବନୀୟ ଦୃଶ୍ୟ ଦେଖିଥିଲା। ମ୍ୟାଚ୍ ଚାଲିଥିବା ବେଳେ ହଠାତ୍ ଉଭୟ ଦଳର ଖେଳାଳିମାନେ ପରସ୍ପରକୁ ହକି ଷ୍ଟିକରେ ମାରପିଟ୍ କରିବା ଆରମ୍ଭ କରିଥିଲେ। ଏହି ମାରପିଟରେ ଓଡ଼ିଶା ସୁନ୍ଦରଗଡ଼ର ହକି ଖେଳାଳି ସୁମିତ୍ ଟପ୍ପୋ […]

nehru-cup-

nehru-cup-

Ranjit Kumar Jena
  • Published: Tuesday, 26 November 2019
  • Updated: 26 November 2019, 06:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖେଳ ମଇଦାନରେ ଆକ୍ରମଣାତ୍ମକ କିଛି ନୂଆ କଥା ନୁହେଁ। କିନ୍ତୁ ସେହି ଆକ୍ରମଣାତ୍ମକ ହିଂସାର ରୂପ ନିଏ, ତାହା ଅଧିକ ମାରାତ୍ମକ ହୋଇପଡ଼େ। ସୋମବାର ନୂଆଦିଲ୍ଲୀର ଜାତୀୟ ଷ୍ଟାଡିୟମରେ ନେହରୁ କପ୍ ହକି ଫାଇନାଲ୍ ମୁକାବିଲାରେ କିଛି ଅଭାବନୀୟ ଦୃଶ୍ୟ ଦେଖିଥିଲା। ମ୍ୟାଚ୍ ଚାଲିଥିବା ବେଳେ ହଠାତ୍ ଉଭୟ ଦଳର ଖେଳାଳିମାନେ ପରସ୍ପରକୁ ହକି ଷ୍ଟିକରେ ମାରପିଟ୍ କରିବା ଆରମ୍ଭ କରିଥିଲେ। ଏହି ମାରପିଟରେ ଓଡ଼ିଶା ସୁନ୍ଦରଗଡ଼ର ହକି ଖେଳାଳି ସୁମିତ୍ ଟପ୍ପୋ ଗୁରୁତର ଆହତ ହୋଇଛନ୍ତି।

ସୋମବାର ଫାଇନାଲ୍ ମ୍ୟାଚ୍ ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ୍ (ପିଏନବି) ଓ ପଞ୍ଜାବ ପୁଲିସ୍ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚ୍ ଚାଲିଥିବା ବେଳେ ପିଏନବିର ଫରୱାର୍ଡ ଖେଳାଳି ସୁମିତ୍ ଓ ପଞ୍ଜାବ ପୁଲିସ୍ ଦଳର ଡିଫେନ୍ସ ଖେଳାଳିଙ୍କ ଭିତରେ ବକ୍ସ ଅଞ୍ଚଳରେ ଧକ୍କା ମରାମରି ଆରମ୍ଭ ହୋଇଥିଲା। ଘଟଣାଟି ଏତେ ତୀବ୍ର ହୋଇଥିଲା ଯେ ଷ୍ଟାଡିୟମ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ପଞ୍ଜାବ ପୁଲିସ୍ ଖେଳାଳିଙ୍କ ମରଣାନ୍ତକ ଆକ୍ରମଣରେ ପିଏନବିର ସୁମିତ୍ ଗୁରୁତର ଆହତ ହୋଇଥିଲେ। ଆହତ ଅବସ୍ଥାରେ ସୁମିତଙ୍କୁ ହସ୍ପିଟାଲ୍ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

ତେବେ ପଞ୍ଜାବ ପୁଲିସ୍ ଟିମର ଏଭଳି ବିଶୃଙ୍ଖଳିତ ଆଚରଣକୁ ନେଇ ଏହାକୁ ଚାରିଆଡ଼େ ନିନ୍ଦା କରାଯାଉଛି। ଏହାଛଡ଼ା ଓଡ଼ିଆ ଖେଳାଳି ସୁମିତଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନେଇ ରାଜ୍ୟ କ୍ରୀଡ଼ା ସଂଗଠନ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଅପରପକ୍ଷରେ ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ୍ ନେହରୁ ହକି କପର ଆୟୋଜକଙ୍କୁ ଦୁଇଦଳର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story