ଓଡ଼ିଶା ଫେରିଲେ ଆଥଲେଟ୍ ଦୂତି ଓ ଅମୀୟ

ଭୁବନେଶ୍ୱର: ଫେଡେରେସନ୍‌ କପ୍ ଆଥଲେଟିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ଆଥଲେଟ୍ ଦୂତି ଚାନ୍ଦ ଆଜି ଓଡ଼ିଶା ଫେରିଛନ୍ତି । ଦୂତି ୧୦୦ ମିଟର ଦୌଡରେ ଜାତୀୟ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଥିବା ବେଳେ ୨୦୦ ମିଟର ଦୌଡରେ ରୌପ୍ୟ ପଦକ ପାଇଛନ୍ତି। ତେବେ ଅଳ୍ପକେ ଅଲିମ୍ପିକ୍ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିବାରୁଦୁଃଖ ଅନୁଭବ କରିଛନ୍ତି। କିନ୍ତୁ ଆଗାମୀ ଦିନରେ  ଅଲିମ୍ପିକ୍ ଯୋଗ୍ୟତା ପାଇଁ ପୂର୍ଣ୍ଣ ମାତ୍ରାରେ ଉଦ୍ୟମ କରିବେ ବୋଲି ସେ  କହିଛନ୍ତି। ସେହିପରି  ଅନ୍ୟ ଓଡ଼ିଶା ଆଥଲେଟ୍ […]

amiya-dutee

amiya-dutee

Rakesh Mallick
  • Published: Sunday, 01 May 2016
  • Updated: 01 May 2016, 05:46 PM IST

ଭୁବନେଶ୍ୱର: ଫେଡେରେସନ୍‌ କପ୍ ଆଥଲେଟିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ଆଥଲେଟ୍ ଦୂତି ଚାନ୍ଦ ଆଜି ଓଡ଼ିଶା ଫେରିଛନ୍ତି । ଦୂତି ୧୦୦ ମିଟର ଦୌଡରେ ଜାତୀୟ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଥିବା ବେଳେ ୨୦୦ ମିଟର ଦୌଡରେ ରୌପ୍ୟ ପଦକ ପାଇଛନ୍ତି। ତେବେ ଅଳ୍ପକେ ଅଲିମ୍ପିକ୍ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିବାରୁଦୁଃଖ ଅନୁଭବ କରିଛନ୍ତି। କିନ୍ତୁ ଆଗାମୀ ଦିନରେ  ଅଲିମ୍ପିକ୍ ଯୋଗ୍ୟତା ପାଇଁ ପୂର୍ଣ୍ଣ ମାତ୍ରାରେ ଉଦ୍ୟମ କରିବେ ବୋଲି ସେ  କହିଛନ୍ତି।

ସେହିପରି  ଅନ୍ୟ ଓଡ଼ିଶା ଆଥଲେଟ୍ ଅମୀୟ ମଲ୍ଲିକ ମଧ୍ୟ ଭୁବନେଶ୍ୱର ଫେରିଛନ୍ତି। ଆହତ ହେବା କାରଣରୁ ୧୦୦ ମିଟର ଦୌଡରେ ଭଲପ୍ରଦର୍ଶନ କରିପାରିଲେ ନାହିଁ। ତେବେ ଶୀଘ୍ର ସୁସ୍ଥ ହୋଇ ଅଲିମ୍ପିକ୍ ଯୋଗ୍ୟତା ପାଇଁ ଚେଷ୍ଟା କରିବେ ବୋଲି ଅମୀୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story