ବିଜୟ ହଜାରେ ଟ୍ରଫି: ଓଡ଼ିଶାଠାରୁ ବିଜୟ ଛଡ଼ାଇ ନେଲେ ଜୟନ୍ତ ଓ ସୁମିତ୍

ଭଦୋଦରା: ଚଳିତ ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ବି’ର ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ୪ ୱିକେଟରେ ହରିଆଣା ନିକଟରୁ ପରାସ୍ତ ହୋଇଛି। ହରିଆଣା ବିଜୟରେ ଜୟନ୍ତ ଯାଦବ ଓ ସୁମିତ୍ କୁମାର ପ୍ରମୁଖ ଭୂମିକା ବହନ କରିଛନ୍ତି। ବର୍ଷା ଯୋଗୁ ମ୍ୟାଚ୍ ୪୬ ଓଭର ବିଶିଷ୍ଟ ହୋଇଥିଲା, ଯେଉଁଥିରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ବିନିମୟରେ ୨୦୭ ରନ୍ କରିଥିଲା। ଓଡ଼ିଶା ପକ୍ଷରୁ ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ସର୍ବାଧିକ ୬୪ (୯୫ ବଲ୍, […]

jayant

jayant

Ranjit Kumar Jena
  • Published: Friday, 04 October 2019
  • Updated: 04 October 2019, 08:35 PM IST

Sports

Latest News

ଭଦୋଦରା: ଚଳିତ ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ବି'ର ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ୪ ୱିକେଟରେ ହରିଆଣା ନିକଟରୁ ପରାସ୍ତ ହୋଇଛି। ହରିଆଣା ବିଜୟରେ ଜୟନ୍ତ ଯାଦବ ଓ ସୁମିତ୍ କୁମାର ପ୍ରମୁଖ ଭୂମିକା ବହନ କରିଛନ୍ତି। ବର୍ଷା ଯୋଗୁ ମ୍ୟାଚ୍ ୪୬ ଓଭର ବିଶିଷ୍ଟ ହୋଇଥିଲା, ଯେଉଁଥିରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ବିନିମୟରେ ୨୦୭ ରନ୍ କରିଥିଲା।

ଓଡ଼ିଶା ପକ୍ଷରୁ ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ସର୍ବାଧିକ ୬୪ (୯୫ ବଲ୍, ୪ ଚୌକା, ୧ ଛକା), ସନ୍ଦୀପ ପଟ୍ଟନାୟକ ୪୪, ସୁଜିତ୍ ଲେଙ୍କା ଅପରାଜିତ ୩୪ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ । ହରିଆଣା ପକ୍ଷରୁ ହର୍ଷଲ ପଟେଲ ଓ ସୁମିତ୍ କୁମାର ୩ଟି ଲେଖାଏ ୱିକେଟ୍ ନେଇଥିଲେ।

ଜବାବରେ ହରିଆଣା ୪୩.୫ ଓଭରରେ ୬ ୱିକେଟ୍ ହରାଇ ୨୦୮ ରନ୍ କରି ବିଜୟୀ ହୋଇଥିଲା। ଏକ ସମୟରେ ୭୮ ରନ୍ ଭିତରେ ହରିଆଣାର ୫ ୱିକେଟ୍ ନେଇ ଓଡ଼ିଶା ବିଜୟ ଅଭିମୁଖେ ଅଗ୍ରସର ହୋଇଥିଲା। କିନ୍ତୁ ଜୟନ୍ତ ଓ ସୁମିତ୍ ଆକର୍ଷଣୀୟ ବ୍ୟାଟିଂ କରି ଓଡ଼ିଶା ମୁହଁରୁ ବିଜୟ ଛଡ଼ାଇ ଆଣିଥିଲେ। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୧୨୮ ରନର ଶତକୀୟ ଭାଗୀଦାରୀ କରିଥିଲେ।

ଜୟନ୍ତ ୮୬ ବଲରେ ୬ ଚୌକା ସହ ୬୭ ରନ୍ କରି ଆଉଟ୍ ହୋଇଥିବା ବେଳେ ସୁମିତ୍ ୭୨ ବଲରେ ୧ ଚୌକା ଓ ୪ ଛକା ସହ ୬୪ ରନ୍ କରି ଅପରାଜିତ ଥିଲେ। ଓପ୍ନର ନୀତୀନ ସାଇନି ୪୪ ରନ୍ କରିଥିଲେ । ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ଓ ଦୀପକ ବେହେରା ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story