ଅଲିମ୍ପିକ୍‌ରେ ଦେଶ ପାଇଁ ପଦକ ଜିତିବାକୁ ଉଦ୍ୟମ କରିବି: ଦୀପା

ଅଗରତାଲା: ରିଓ ଅଲିମ୍ପିକ୍‌ରେ ଦେଶ ପାଇଁ ପଦକ ଜିତିବାକୁ ନିଷ୍ଠାର ସହିତ ଉଦ୍ୟମ କରିବେ ବୋଲି କହିଛନ୍ତି ପ୍ରଥମ ଭାରତୀୟ ମହିଳା ଜିମ୍ନାଷ୍ଟ୍ ଭାବେ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦୀପା କର୍ମାକର। ରିଓ ଡି ଜେନେରିଓରେ ଓମେନ୍ ଭଲ୍‌ଟରେ ଭାଗ ନେଇ ଶୁକ୍ରବାର ଅଗରତାଲାରେ ପହଞ୍ଚିବା ପରେ ସେ ଏ କଥା କହିଛନ୍ତି। ଦୀପା କହିଛନ୍ତି,“ବର୍ତ୍ତମାନ ମୁଁ ଅଲିମ୍ପିକ୍ ପାଇଁ ନିଜକୁ ପ୍ରସ୍ତୁତ କରିବି। ଅଲିମ୍ପିକ୍‌ରେ ଦେଶ ପାଇଁ ଗୋଟିଏ ପଦକ ଜିତିବା ପାଇଁ […]

Dipa-Karmakar

Dipa-Karmakar

Rakesh Mallick
  • Published: Friday, 22 April 2016
  • Updated: 22 April 2016, 11:58 AM IST

Sports

Latest News

Dipa-Karmakarଅଗରତାଲା: ରିଓ ଅଲିମ୍ପିକ୍‌ରେ ଦେଶ ପାଇଁ ପଦକ ଜିତିବାକୁ ନିଷ୍ଠାର ସହିତ ଉଦ୍ୟମ କରିବେ ବୋଲି କହିଛନ୍ତି ପ୍ରଥମ ଭାରତୀୟ ମହିଳା ଜିମ୍ନାଷ୍ଟ୍ ଭାବେ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦୀପା କର୍ମାକର। ରିଓ ଡି ଜେନେରିଓରେ ଓମେନ୍ ଭଲ୍‌ଟରେ ଭାଗ ନେଇ ଶୁକ୍ରବାର ଅଗରତାଲାରେ ପହଞ୍ଚିବା ପରେ ସେ ଏ କଥା କହିଛନ୍ତି।

ଦୀପା କହିଛନ୍ତି,“ବର୍ତ୍ତମାନ ମୁଁ ଅଲିମ୍ପିକ୍ ପାଇଁ ନିଜକୁ ପ୍ରସ୍ତୁତ କରିବି। ଅଲିମ୍ପିକ୍‌ରେ ଦେଶ ପାଇଁ ଗୋଟିଏ ପଦକ ଜିତିବା ପାଇଁ ପୂରାପୂରି ଉଦ୍ୟମ କରିବି।”

ଦୀପା ଏବେ ସପ୍ତାହେ ଧରି ଏଠାରେ ତାଙ୍କ ବାପାମା’ଙ୍କ ସହିତ ରହିବେ। ଘରେ ସେ ତାଙ୍କ ମା’ଙ୍କ ହାତ ରନ୍ଧା ଖାଇବାକୁ ପସନ୍ଦ କରିବେ ବୋଲି କହିଛନ୍ତି।

ଆଜି ଅଗରତାଲା ବିମାନବନ୍ଦରରେ ତାଙ୍କୁ ତ୍ରିପୁରାର କ୍ରୀଡ଼ା ନିର୍ଦ୍ଦେଶକ ଦୁଲାଲ ଦାସ ଓ କ୍ରୀଡ଼ା ପରିଷଦର ସଚିବ ଦିଲ୍ଲୀପ ଚକ୍ରବର୍ତ୍ତୀ ପ୍ରମୁଖ ସ୍ୱାଗତ କରିଥିଲେ।

ସ୍ୱାଧୀନତା ପରଠାରୁ ଅଲିମ୍ପିକ୍‌ରେ ୧୧ ଜଣ ଭାରତୀୟ ପୁରୁଷ ଜିମ୍ନାଷ୍ଟ୍ ଭାଗ ନେଇ ସାରିଛନ୍ତି। ୧୯୫୨ ଅଲିମ୍ପିକ୍‌ରେ ଦୁଇ ଜଣ ଭାରତୀୟ ପୁରୁଷ ଜିମ୍ନାଷ୍ଟ୍ ଭାଗ ନେବାର ସୁଯୋଗ ପାଇଥିବା ବେଳେ ୧୯୫୬ରେ ୩ ଜଣ ଓ ୧୯୬୪ରେ ୬ ଜଣ ଅଂଶ ଗ୍ରହଣ କରିଥିଲେ। କିନ୍ତୁ ଦୀପା ହେଉଛନ୍ତି ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତର ପ୍ରଥମ ମହିଳା ଜିମ୍ନାଷ୍ଟ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story