ଅଲିମ୍ପିକ୍ ପାଇଁ ସଲମାନ୍‌ ଭାରତର ସଦ୍‌ଭାବନା ଦୂତ ହେବା ନେଇ ଯୋଗେଶ୍ୱରଙ୍କ ଅସନ୍ତୋଷ

ନୂଆଦିଲ୍ଲୀ:ବଲିଉଡ୍ ସୁପରଷ୍ଟାର ସଲମାନ୍‌ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ରିଓ ଅଲିମ୍ପିକ୍ ପାଇଁ ଭାରତର ସଦ୍‌ଭାବନା ଦୂତ ଭାବେ ଗତକାଲି ମନୋନୀତ ହୋଇଥିବା ବେଳେ ଏହାକୁ ନେଇ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତର କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତ। ତାଙ୍କ ମତରେ ଏଥିପାଇଁ ଜଣେ କ୍ରୀଡ଼ାବିତ୍‌ଙ୍କୁ ମନୋନୀତ କରିବା ଉଚିତ୍ ହୋଇଥାଆନ୍ତା। ଲଣ୍ଡନ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ଯୋଗେଶ୍ୱର କହିଛନ୍ତି,“ମୁଁ ବୁଝି ପାରୁ ନାହିଁ ଯେ କେଉଁ ଅଭିପ୍ରାୟ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। […]

yogesh

yogesh

Rakesh Mallick
  • Published: Sunday, 24 April 2016
  • Updated: 24 April 2016, 12:15 PM IST

Sports

Latest News

yogeshନୂଆଦିଲ୍ଲୀ:ବଲିଉଡ୍ ସୁପରଷ୍ଟାର ସଲମାନ୍‌ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ରିଓ ଅଲିମ୍ପିକ୍ ପାଇଁ ଭାରତର ସଦ୍‌ଭାବନା ଦୂତ ଭାବେ ଗତକାଲି ମନୋନୀତ ହୋଇଥିବା ବେଳେ ଏହାକୁ ନେଇ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତର କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତ। ତାଙ୍କ ମତରେ ଏଥିପାଇଁ ଜଣେ କ୍ରୀଡ଼ାବିତ୍‌ଙ୍କୁ ମନୋନୀତ କରିବା ଉଚିତ୍ ହୋଇଥାଆନ୍ତା।

ଲଣ୍ଡନ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ଯୋଗେଶ୍ୱର କହିଛନ୍ତି,“ମୁଁ ବୁଝି ପାରୁ ନାହିଁ ଯେ କେଉଁ ଅଭିପ୍ରାୟ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଭାରତରେ ଫିଲ୍ମର ପ୍ରସାରପ୍ରଚାର କରିବା ପାଇଁ ସମସ୍ତଙ୍କର ଅଧିକାର ରହିଛି। କିନ୍ତୁ ଅଲିମ୍ପିକ୍ ଫିଲ୍ମର ପ୍ରଚାରପ୍ରସାର ସ୍ଥାନ ନୁହେଁ।”

ସେ କହିଛନ୍ତି,“କଠିନ ସମୟରେ ପିଟି ଉଷା ଓ ମିଲ୍‌ଖା ସିଂଙ୍କ ଭଳି କ୍ରୀଡ଼ାବିତ୍ ଦେଶ ପାଇଁ ବହୁ କିଛି କରିଛନ୍ତି। କିନ୍ତୁ ଏ ଆମ୍ବାସଡର (ସଲମାନଙ୍କ ଉଦ୍ଦେଶ୍ୟରେ) ଜଣଙ୍କ କ୍ରୀଡ଼ାର ଉନ୍ନତି ପାଇଁ କ’ଣ କରିଛନ୍ତି?”

ଅନ୍ୟପକ୍ଷରେ ସଲମାନଙ୍କୁ ଅଲିମ୍ପିକ୍ ପାଇଁ ଭାରତର ସଦ୍‌ଭାବନାର ଦୂତ କରାଯିବା କଥାକୁ ମହିଳା ବକ୍ସଂ ଷ୍ଟାର୍ ମେରି କମ୍‌, ଭାରତୀୟ ହକି ଦଳର ଅଧିନାୟକ ସର୍ଦ୍ଦାର ସିଂହ ଓ ସୁଟର ଅପୂର୍ବୀ ଚାଣ୍ଡେଲା ପ୍ରମୁଖ ସମର୍ଥନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story