ଏପ୍ରିଲ୍ ୧୪: ଭାରତ ଜିତିଥିଲା ଚତୁର୍ଥ ଏସିଆ କପ୍‌

ନୂଆଦିଲ୍ଲୀ: ଏସିଆ କପ୍ ଇତିହାସର ସବୁଠାରୁ ସଫଳ ଟିମ୍ ଭାବେ ଭାରତ ଏପର୍ଯ୍ୟନ୍ତ ସାତଥର ଟାଇଟଲ୍ ଜିତିସାରିଛି। ଆଜକୁ ଠିକ୍ ୨୫ ବର୍ଷ ତଳେ ଅର୍ଥାତ୍ ଏପ୍ରିଲ୍ ୧୪, ୧୯୯୫ରେ ଭାରତ ଚତୁର୍ଥଥର ଏସିଆ କପ୍ ଟାଇଟଲ୍ ଜିତିଥିଲା। ଶାରଜାରେ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇ ପୁଣିଥରେ ଦବବଦା କାଏମ୍ ରଖିଥିଲା। ଏହା ପୂର୍ବରୁ ଭାରତ ୧୯୮୪ ଏସିଆ କପର ପ୍ରଥମ ସଂସ୍କରଣ ଜିତିବା ପରେ ୧୯୮୮ ଏବଂ ୧୯୯୦/୯୧ରେ […]

asia-cup-1995

asia-cup-1995

Ranjit Kumar Jena
  • Published: Tuesday, 14 April 2020
  • Updated: 14 April 2020, 05:54 PM IST

Sports

Latest News

ନୂଆଦିଲ୍ଲୀ: ଏସିଆ କପ୍ ଇତିହାସର ସବୁଠାରୁ ସଫଳ ଟିମ୍ ଭାବେ ଭାରତ ଏପର୍ଯ୍ୟନ୍ତ ସାତଥର ଟାଇଟଲ୍ ଜିତିସାରିଛି। ଆଜକୁ ଠିକ୍ ୨୫ ବର୍ଷ ତଳେ ଅର୍ଥାତ୍ ଏପ୍ରିଲ୍ ୧୪, ୧୯୯୫ରେ ଭାରତ ଚତୁର୍ଥଥର ଏସିଆ କପ୍ ଟାଇଟଲ୍ ଜିତିଥିଲା। ଶାରଜାରେ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇ ପୁଣିଥରେ ଦବବଦା କାଏମ୍ ରଖିଥିଲା।

ଏହା ପୂର୍ବରୁ ଭାରତ ୧୯୮୪ ଏସିଆ କପର ପ୍ରଥମ ସଂସ୍କରଣ ଜିତିବା ପରେ ୧୯୮୮ ଏବଂ ୧୯୯୦/୯୧ରେ ମଧ୍ୟ ଏହି ଟାଇଟଲ୍ କବଜା କରିଥିଲା। ତେବେ ୧୯୮୬ରେ ଶ୍ରୀଲଙ୍କାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଭାଗ ନେଇନଥିଲା। ସେହି ସମୟରେ ଶ୍ରୀଲଙ୍କା ସହ କ୍ରିକେଟ୍ ତିକ୍ତତା ଯୋଗୁ ଭାରତ ଟୁର୍ଣ୍ଣାମେଣ୍ଟରୁ ନାଁ ପ୍ରତ୍ୟାହାର କରିନେଇଥିଲା ଏବଂ ଏହା ବଦଳରେ ବାଂଲାଦେଶକୁ ସାମିଲ୍ କରାଯାଇଥିଲା।

ଏସିଆ କପରେ ଶତପ୍ରତିଶତ ପ୍ରଦର୍ଶନ ରଖିଥିବା ଭାରତୀୟ ଟିମ୍ ୧୯୯୫ରେ ଟାଇଟଲ୍ କବଜା କରିଥିଲା। ଫାଇନାଲ୍ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୩୦ ରନ୍ କରିଥିଲା। ଭାରତ ଏହି ଲକ୍ଷ୍ୟକୁ ୪୧.୫ ଓଭରରେ ୨ ୱିକେଟ୍ ହରାଇ ହାସଲ କରିନେଇଥିଲା ଏବଂ ପୁଣିଥରେ ଏସିଆର ବିଜେତା ହୋଇଥିଲା।

ଓପ୍ନର ମନୋଜ ପ୍ରଭାକର (୯) ଓ ସଚିନ ତେନ୍ଦୁଲକର (୪୧) ଭାରତକୁ ଭଲ ଆରମ୍ଭ ଦେଇଥିଲେ। ତେବେ ମଧ୍ୟକ୍ରମରେ କ୍ୟାପଟେନ୍ ଆଝାରୁଦ୍ଦିନ ଓ ନବଜୋତ୍ ସିଂହ ସିଦ୍ଧୁ ଦମଦାର ବ୍ୟାଟିଂ କରି ଭାରତକୁ ବିଜୟୀ କରାଇଥିଲେ। ଦୁହେଁ ଅପରାଜିତ ୧୭୫ ରନର ଭାଗୀଦାରୀ କରିଥିଲେ। ସିଦ୍ଧୁ ୧୦୬ ବଲରେ ୫ ଚୌକା ସହ ୮୪ ଓ ଆଝାରୁଦ୍ଦିନ ୮୯ ବଲରେ ୫ ଚୌକା ଓ ୨ ଛକା ସହ ୯୦ ରନ୍ କରି ଅପରାଜିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story