ଏପ୍ରିଲ୍ ୧୫: ସଚିନ ମାରିଥିଲେ ପ୍ରଥମ ଆଇପିଏଲ୍ ଶତକ

ନୂଆଦିଲ୍ଲୀ: କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟର ସବୁ ରେକର୍ଡ ରହିଛି। ଯେଉଁଠି ସଚିନ ଅନ୍ତର୍ଜାତୀୟ ଟେଷ୍ଟ ଓ ଦିନିକିଆରେ ଶତକ ବର୍ଷା କରି ଚାଲୁଥିଲେ, ସେହିଠାରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରେ ସଚିନଙ୍କୁ ଏହି ମାଇଲଖୁଣ୍ଟ ଛୁଇଁବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା। ଆଜିର ଦିନ ଅର୍ଥାତ୍ ଏପ୍ରିଲ୍ ୧୫, ୨୦୧୧ରେ ସଚିନ ଆଇପିଏଲରେ ନିଜର ପ୍ରଥମ ଏବଂ ଏକମାତ୍ର ଶତକ ଅର୍ଜନ କରିଥିଲେ। ୨୦୧୧ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ […]

sachin

sachin

Ranjit Kumar Jena
  • Published: Wednesday, 15 April 2020
  • Updated: 15 April 2020, 05:07 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟର ସବୁ ରେକର୍ଡ ରହିଛି। ଯେଉଁଠି ସଚିନ ଅନ୍ତର୍ଜାତୀୟ ଟେଷ୍ଟ ଓ ଦିନିକିଆରେ ଶତକ ବର୍ଷା କରି ଚାଲୁଥିଲେ, ସେହିଠାରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରେ ସଚିନଙ୍କୁ ଏହି ମାଇଲଖୁଣ୍ଟ ଛୁଇଁବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା। ଆଜିର ଦିନ ଅର୍ଥାତ୍ ଏପ୍ରିଲ୍ ୧୫, ୨୦୧୧ରେ ସଚିନ ଆଇପିଏଲରେ ନିଜର ପ୍ରଥମ ଏବଂ ଏକମାତ୍ର ଶତକ ଅର୍ଜନ କରିଥିଲେ।

୨୦୧୧ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ କୋଚି ଟସ୍କର୍ସ କେରଳ ବିପକ୍ଷ ମ୍ୟାଚରେ ସଚିନ ଏହି ଶତକ ମାରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ସଚିନ୍ ଏହି ମ୍ୟାଚରେ ୬୬ ବଲରେ ୧୦୦ ରନ୍ (୧୨ ଚୌକା, ୩ ଛକା) କରିଥିଲେ, ଯାହା ବଳରେ ତାଙ୍କ ଟିମ୍ ୨୦ ଓଭରରେ ୨ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା। ସଚିନଙ୍କ ବ୍ୟତୀତ ଏହି ମ୍ୟାଚରେ ଅମ୍ବାତି ରାୟୁଡୁ ୫୫ (୩୩ ବଲ୍‌, ୩ ଚୌକା, ୪ ଛକା) ରନର ଇନିଂସ୍ ଖେଳିଥିଲେ।

ଜବାବରେ କୋଚି ଟସ୍କର୍ସ କେରଳ ୧୯ ଓଭରରେ ୨ ୱିକେଟ୍ ହରାଇ ୧୮୪ ରନ୍ କରି ମ୍ୟାଚକୁ ଜିତି ନେଇଥିଲା। କୋଚି ପକ୍ଷରୁ ବ୍ରେଣ୍ଡନ୍ ମ୍ୟାକକୁଲମ୍ ୮୧ ଓ କ୍ୟାପଟେନ୍ ମାହେଲା ଜୟବର୍ଦ୍ଧନେ ୫୬ ରନ୍ କରିଥିଲେ। ସୂଚନାଯୋଗ୍ୟ, ଆଇପିଏଲ୍ ସଚିନ ୩୪.୮୩ ହାରରେ ୨୩୩୪ ରନ୍ କରିଛନ୍ତି, ଯେଉଁଥିରେ ୧୩ ଅର୍ଦ୍ଧଶତକ ଓ ଗୋଟିଏ ଶତକ ସାମିଲ୍ ଅଛି। ସେ ମଧ୍ୟ ୨୦୧୦ ସଂସ୍କରଣର ସର୍ବାଧିକ ସ୍କୋରର ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story