ଆଇପିଏଲରେ ୬ ବଲରେ ୬ ଚୌକା, କାହା ନାଁରେ ଏହି ରେକର୍ଡ?

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଆଇପିଏଲ୍ ସ୍ଥଗିତ ରହିଛି। ଆଇପିଏଲ୍ ଚଳିତ ବର୍ଷ ହେବ କି ନାହିଁ, ତାହା ସୋମବାର ଜଣାପଡ଼ିବ। ହୁଏତ ଆଇପିଏଲକୁ ନେଇ ଆଶଙ୍କା ରହିଛି, କିନ୍ତୁ ଏପର୍ଯ୍ୟନ୍ତ ୧୨ଟି ସିଜନ୍ ମଧ୍ୟରେ ଅନେକ ରେକର୍ଡ ହୋଇଛି ଏବଂ ଭାଙ୍ଗିଛି। କିନ୍ତୁ ଏଭଳି ଏକ ରେକର୍ଡ ଅଛି, ତାହା ଏପର୍ଯ୍ୟନ୍ତ ଅତୁଟ ରହିଛି। ଏହି ରେକର୍ଡ ହେଉଛି ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଗୋଟିଏ ଓଭରରେ ୬ ଚୌକା ମାରିବା। ତେବେ ଏହି ରେକର୍ଡ ଭାରତୀୟ ବ୍ୟାଟ୍ସମ୍ୟାନ୍ ଆଜିଙ୍କ୍ୟ […]

rahane

rahane

Ranjit Kumar Jena
  • Published: Sunday, 12 April 2020
  • Updated: 12 April 2020, 09:33 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଆଇପିଏଲ୍ ସ୍ଥଗିତ ରହିଛି। ଆଇପିଏଲ୍ ଚଳିତ ବର୍ଷ ହେବ କି ନାହିଁ, ତାହା ସୋମବାର ଜଣାପଡ଼ିବ। ହୁଏତ ଆଇପିଏଲକୁ ନେଇ ଆଶଙ୍କା ରହିଛି, କିନ୍ତୁ ଏପର୍ଯ୍ୟନ୍ତ ୧୨ଟି ସିଜନ୍ ମଧ୍ୟରେ ଅନେକ ରେକର୍ଡ ହୋଇଛି ଏବଂ ଭାଙ୍ଗିଛି। କିନ୍ତୁ ଏଭଳି ଏକ ରେକର୍ଡ ଅଛି, ତାହା ଏପର୍ଯ୍ୟନ୍ତ ଅତୁଟ ରହିଛି। ଏହି ରେକର୍ଡ ହେଉଛି ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଗୋଟିଏ ଓଭରରେ ୬ ଚୌକା ମାରିବା।

ତେବେ ଏହି ରେକର୍ଡ ଭାରତୀୟ ବ୍ୟାଟ୍ସମ୍ୟାନ୍ ଆଜିଙ୍କ୍ୟ ରାହାଣେଙ୍କ ନାଁରେ ରହିଛି। ୨୦୧୨ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଏହି କାରନାମା କରିଥିଲେ। ରାହାଣେ ୧୫ ଏପ୍ରିଲ୍‌, ୨୦୧୨ରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ବିପକ୍ଷ ମ୍ୟାଚରେ ଗୋଟିଏ ଓଭରରେ ୬ ଚୌକା ମାରିଥିଲେ। ରାଜସ୍ଥାନ ଇନିଂସର ୧୪ତମ ଓଭରରେ ପେସ୍ ବୋଲର ଶ୍ରୀନାଥ ଅରବିନ୍ଦଙ୍କ ବଲରେ ରାହାଣେ ଲଗାତର ୬ ବଲରେ ୬ ଚୌକା ମାରିବାର ରେକର୍ଡ କରିଥିଲେ।

ଗୋଟିଏ ଓଭରରେ ୬ ଚୌକାର ମାରିବାର ଏହି ରେକର୍ଡ ମଧ୍ୟ ଟି-୨୦ କ୍ରିକେଟରେ ପ୍ରଥମ। ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା। ରାହାଣେ ୬୦ ବଲରେ ୧୨ ଚୌକା ଓ ୫ ଛକା ସହାୟତାରେ ୧୦୩ ରନର ଇନିଂସ୍ ଖେଳିଥିଲେ। ଜବାବରେ ଆରସିବି ୧୯.୫ ଓଭରରେ ୧୩୬ ରନ୍ କରି ଅଲଆଉଟ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story