କର୍ଣ୍ଣୱାଲଙ୍କ ସ୍ପିନ୍ ଜାଲରେ ଫସିଲା ଆଫଗାନିସ୍ତାନ

ଲକ୍ଷ୍ନୌ: ରାକୀମ୍ କର୍ନୱାଲ୍ (୭/୭୫)ଙ୍କ ଚମତ୍କାର ସ୍ପିନ୍ ବୋଲିଂ ଆଗରେ ଆଫଗାନିସ୍ତାନ ଆତ୍ମସମର୍ପଣ କରିଛି। ଏଠାରେ ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏକମାତ୍ର ଟେଷ୍ଟରେ ଆଫଗାନିସ୍ତାନ ପ୍ରଥମ ଇନିଂସରେ ୧୮୭ ରନ୍ କରି ଅଲଆଉଟ୍ ହୋଇଛି। ଆଫଗାନିସ୍ତାନର କୌଣସି ବ୍ୟାଟ୍ସମ୍ୟାନ୍ କର୍ନୱାଲଙ୍କ ସ୍ପିନ୍ ଆଗରେ ତିଷ୍ଠିପାରି ନଥିଲେ। ଏହି ବିଶାଳକାୟ ବୋଲର ଜଣକ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ନିଜ ସ୍ପିନ୍ ଯାଦୁରେ ଆଫଗାନିସ୍ତାନ ବ୍ୟାଟିଂକ୍ରମକୁ ନୟାନ୍ତ କରିଥିଲେ। ଜବାବରେ କ୍ୟାରିବିୟାନ୍ ଟିମର ଆରମ୍ଭ […]

cornwall

cornwall

Ranjit Kumar Jena
  • Published: Wednesday, 27 November 2019
  • Updated: 27 November 2019, 07:07 PM IST

Sports

Latest News

ଲକ୍ଷ୍ନୌ: ରାକୀମ୍ କର୍ନୱାଲ୍ (୭/୭୫)ଙ୍କ ଚମତ୍କାର ସ୍ପିନ୍ ବୋଲିଂ ଆଗରେ ଆଫଗାନିସ୍ତାନ ଆତ୍ମସମର୍ପଣ କରିଛି। ଏଠାରେ ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏକମାତ୍ର ଟେଷ୍ଟରେ ଆଫଗାନିସ୍ତାନ ପ୍ରଥମ ଇନିଂସରେ ୧୮୭ ରନ୍ କରି ଅଲଆଉଟ୍ ହୋଇଛି। ଆଫଗାନିସ୍ତାନର କୌଣସି ବ୍ୟାଟ୍ସମ୍ୟାନ୍ କର୍ନୱାଲଙ୍କ ସ୍ପିନ୍ ଆଗରେ ତିଷ୍ଠିପାରି ନଥିଲେ। ଏହି ବିଶାଳକାୟ ବୋଲର ଜଣକ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ନିଜ ସ୍ପିନ୍ ଯାଦୁରେ ଆଫଗାନିସ୍ତାନ ବ୍ୟାଟିଂକ୍ରମକୁ ନୟାନ୍ତ କରିଥିଲେ।

ଜବାବରେ କ୍ୟାରିବିୟାନ୍ ଟିମର ଆରମ୍ଭ ମଧ୍ୟ ଖରାପ ରହିଥିଲା। ଟିମର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ କାର୍ଲସ୍ ବ୍ରାଥୱେଟ୍ (୧୧) ଓ ଶାଇ ହୋପ୍ (୭) ୩୪ ରନର ଟିମ୍ ସ୍କୋରରେ ଆମୀର ହମଜା ଓ ରଶିଦ୍ ଖାନଙ୍କ ଶିକାର ହୋଇଥିଲେ। ତେବେ ଜନ୍ କ୍ୟାମ୍ପବେଲ୍ ଓ ଶାମାର୍ ବ୍ରୁକ୍ସ ଦିବସର ଖେଳ ଶେଷ ସୁଦ୍ଧା ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ୱେଷ୍ଟଇଣ୍ଡିଜ୍ ବୁଧବାର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୬୮ ରନ୍ କରିଛି। କ୍ୟାମ୍ପବେଲ୍ ୩୦ ଓ ବ୍ରୁକ୍ସ ୧୯ ରନ୍ କରି ଅପରାଜିତ ରହିଛନ୍ତି।

ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନର ଓପନିଂ ଯୋଡ଼ି ପ୍ରଥମ ୱିକେଟ୍ ପାଇଁ ୨୮ ରନ୍ ଯୋଡ଼ିଥିଲେ। ଏହି ସ୍କୋରରେ ଇବ୍ରାହିମ୍ ଜର୍ଦ୍ଦାନ୍ (୧୭) ଅଫ୍ ସ୍ପିନର୍ କର୍ନୱାଲଙ୍କ ଶିକାର ହୋଇଥିଲେ। ଏହା ପରେ ଜାଭେଦ୍ ଅହମ୍ମଦି ଏବଂ ଇସାନୁଲ୍ଲା ଇନିଂସକୁ ଆଗକୁ ବଢ଼ାଇଥିଲେ ଏବଂ ଦ୍ୱିତୀୟ ୱିକେଟ୍ ପାଇଁ ୫୬ ରନ୍ ଯୋଡ଼ିଥିଲେ। ଭଲ ବ୍ୟାଟିଂ କରୁଥିବା ଅହମ୍ମଦି (୩୯)ଙ୍କୁ ଜୋମେଲ ୱାରିକାନ୍ ଆଉଟ୍ କରିଥିଲେ।

ଏହା ପରେ ଟିମର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ୧୧୧ ରନ୍ ଭିତରେ ୭ ୱିକେଟ୍ ହରାଇ ଆଫଗାନିସ୍ତାନ ବିପଦରେ ପଡ଼ିଥିଲା। ଏହି ସମୟରେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଅଫସର୍ ଜାଜାଇ (୩୨) ଓ ଅମୀର ହମଜା (୩୪) ସପ୍ତମ ୱିକେଟ୍ ପାଇଁ ୫୪ ରନ୍ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। କର୍ନୱାଲ୍ ଜର୍ଦ୍ଦାନଙ୍କ ବ୍ୟତୀତ ରେହମତ୍ ଶାହ (୪), ଅସଗର ଆଫଗାନ୍ (୪), ନାସିର୍ ଜମାଲ୍ (୨), ଜାଜାଇ (୩୨) ଓ ୟାମିନ୍ ଅହମ୍ମଦଜାଇ (୧୮)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। କ୍ୟାପଟେନ୍ ଜେସନ୍ ହୋଲ୍ଡର ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story