ଚଣ୍ଡୀଗଡ଼ରେ ସ୍ଵର୍ଣ୍ଣ ଜିତିଲେ ଅନୁଗୋଳର ଦିବ୍ୟମୋହନ

ଅନୁଗୋଳ (ବିରଜା ଦାସ): ପଞ୍ଜାବର ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ୨୯ତମ ଜାତୀୟ ଉଷୁ ଚାମ୍ପିୟନଶିପ। ଏହି ସମ୍ମାନଜନକ ଚାମ୍ପିୟନଶିପରେ ଅନୁଗୋଳର ଦିବ୍ୟମୋହନ ପ୍ରଧାନ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଫେବୃୟାରୀ ୨୫ରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଚାମ୍ପିୟନଶିପରେ ବିଭିନ୍ନ ରାଜ୍ୟର ୪୩ଟି ଦଳର ପ୍ରାୟ ୧ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଦିବ୍ୟମୋହନ ପ୍ରଧାନ ଜିୱାଙ୍ଗଇକ୍ୱାନ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏଥିରେ ସେ ମୋଟ ୮ପଏଣ୍ଟ ପାଇ ପ୍ରଥମ ସ୍ଥାନ ହାସଲ କରି […]

Divyamohan-Pradhan

Divyamohan-Pradhan

Ranjit Kumar Jena
  • Published: Thursday, 04 March 2021
  • Updated: 04 March 2021, 05:54 PM IST

Sports

Latest News

ଅନୁଗୋଳ (ବିରଜା ଦାସ): ପଞ୍ଜାବର ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ୨୯ତମ ଜାତୀୟ ଉଷୁ ଚାମ୍ପିୟନଶିପ। ଏହି ସମ୍ମାନଜନକ ଚାମ୍ପିୟନଶିପରେ ଅନୁଗୋଳର ଦିବ୍ୟମୋହନ ପ୍ରଧାନ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଫେବୃୟାରୀ ୨୫ରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଚାମ୍ପିୟନଶିପରେ ବିଭିନ୍ନ ରାଜ୍ୟର ୪୩ଟି ଦଳର ପ୍ରାୟ ୧ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ଦିବ୍ୟମୋହନ ପ୍ରଧାନ ଜିୱାଙ୍ଗଇକ୍ୱାନ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏଥିରେ ସେ ମୋଟ ୮ପଏଣ୍ଟ ପାଇ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଉକ୍ତ ଇଭେଣ୍ଟରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ପ୍ରତିଯୋଗୀ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଦିବ୍ୟମୋହନ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ତେଲିସିଂହା ଗ୍ରାମରେ ରୁହନ୍ତି। ତାଙ୍କର ଏହି ସଫଳତାକୁ ନେଇ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।

ଦିବ୍ୟମୋହନ ପ୍ରାୟ ୧୦ ବର୍ଷ ଧରି ମଣିପୁର ଇମ୍ଫାଲଠାରେ ସାଇ କ୍ରୀଡ଼ାବାସରେ ତାଲିମ ନେଇଥିବାବେଳେ ଏବେ ପଞ୍ଜାବର ପଟିଆଲାଠାରେ ଉଷୁ ତାଲିମ ନେଉଛନ୍ତି। ପୂର୍ବରୁ ଦିବ୍ୟମୋହନ ଜାତୀୟ ଓ ରାଜ୍ୟ ଉଷୁ ଚାମ୍ପିୟନଶିପରେ ଅନେକ ପଦକ ହାସଲ କରିଥିବା ବେଳେ ୨୦୧୦ରେ ସର୍ବିଆର ବେଲଗେଟଠାରେ ଅନୁଷ୍ଠିତ ହୋଇଥିବା କିକ୍ ବକ୍ସିଂ ଚାମ୍ପିୟନଶିପରେ ଅଂଶଗ୍ରହଣ କରି ସଫଳତା ପାଇଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story