ଟି-୨୦ରେ ହ୍ୟାଟ୍ରିକ ନେଲେ ଏହି ସର୍ବକନିଷ୍ଠ ଖେଳାଳି

ଲାହୋର: ଟି-୨୦ରେ ସର୍ବକନିଷ୍ଠ ଖେଳାଳି ଭାବେ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ହସନୈନ୍‌ ହ୍ୟାଟ୍ରିକ୍‌ ୱିକେଟ ନେବାର ରେକର୍ଡ କରିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟି-୨୦ରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ହସନୈନ୍‌ଙ୍କ ବୟସ ଏବେ ମାତ୍ର ୧୯ ବର୍ଷ ୧୮୩ ଦିନ। ଆଜିର ମ୍ୟାଚ୍‌ରେ ସେ ଶ୍ରୀଲଙ୍କାର ବି ରାଜପକ୍ସ(୩୨), ଦସୁନ ଶଣକା(୧୭) ଓ ଏସ୍‌ ଜୟସୂରିୟା(୨)ଙ୍କୁ କ୍ରମାଗତ ୩ଟି ବଲ୍‌ରେ ପ୍ୟାଭିଲିୟନ ପଠାଇ ହ୍ୟାଟ୍ରିକ୍‌ ୱିକେଟ୍‌ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ […]

s

s

Hemant Lenka
  • Published: Saturday, 05 October 2019
  • Updated: 05 October 2019, 09:56 PM IST

Sports

Latest News

ଲାହୋର: ଟି-୨୦ରେ ସର୍ବକନିଷ୍ଠ ଖେଳାଳି ଭାବେ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ହସନୈନ୍‌ ହ୍ୟାଟ୍ରିକ୍‌ ୱିକେଟ ନେବାର ରେକର୍ଡ କରିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟି-୨୦ରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ହସନୈନ୍‌ଙ୍କ ବୟସ ଏବେ ମାତ୍ର ୧୯ ବର୍ଷ ୧୮୩ ଦିନ। ଆଜିର ମ୍ୟାଚ୍‌ରେ ସେ ଶ୍ରୀଲଙ୍କାର ବି ରାଜପକ୍ସ(୩୨), ଦସୁନ ଶଣକା(୧୭) ଓ ଏସ୍‌ ଜୟସୂରିୟା(୨)ଙ୍କୁ କ୍ରମାଗତ ୩ଟି ବଲ୍‌ରେ ପ୍ୟାଭିଲିୟନ ପଠାଇ ହ୍ୟାଟ୍ରିକ୍‌ ୱିକେଟ୍‌ ହାସଲ କରିଛନ୍ତି।

ଶ୍ରୀଲଙ୍କା ବିପକ୍ଷରେ ଆଜି ହସନୈନ୍‌ ତାଙ୍କ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟର ଦ୍ୱିତୀୟ ମ୍ୟାଚ୍‌ ଖେଳିଛନ୍ତି। ପ୍ରଥମ ସ୍ପେଲରେ ଖରାପ ବୋଲିଂ କରିଥିବା ହସନୈନ୍‌ ୧୬ତମ ଓଭରର ଶେଷ ବଲରେ ରାଜପକ୍ସଙ୍କ ଚମତ୍କାର ୟର୍କର ଦ୍ୱାରା ଆଉଟ କରିଥିଲେ। ଏହାପରେ ୧୯ତମ ଓଭରର ପ୍ରଥମ ଦୁଇଟି ବଲରେ ସେ ଯଥାକ୍ରମେ ଶଣକା ଓ ଜୟସୂରିୟାଙ୍କୁ ଆଉଟ୍‌ କରି ହ୍ୟାଟ୍ରିକ ନେବାର କୀର୍ତ୍ତିମାନ ସ୍ଥାପନ କରିଥିଲେ।

ଆଜିଠାରୁ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ୩ଟିକିଆ ଟି-୨୦ ସିରିଜ୍‌ ଆରମ୍ଭ ହୋଇଛି। ଲାହୋରରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୫ ରନ କରିଛି। ଏହାର ଜବାବରେ ଶେଷ ଖବର ସୁଦ୍ଧା ପାକିସ୍ତାନ ୧୧.୪ ଓଭରରେ ୪ ୱିକେଟ୍‌ ହରାଇ ୬୮ ରନ୍‌ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story