ପାକିସ୍ତାନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କଲେ ଇଞ୍ଜମାମ୍‌

କରାଚି: ପାକିସ୍ତାନର ମୁଖ୍ୟ ଚୟନକର୍ତ୍ତା ଭାବେ ନୂଆଁ କରି ନିଯୁକ୍ତି ପାଇଥିବା ଇଞ୍ଜମାମ୍‌ ଉଲ୍‌ ହକ୍ ବର୍ତ୍ତମାନ ଦେଖିବାକୁ ମିଳୁଥିବା କ୍ରିକେଟର ମାନ ଓ ପାକିସ୍ତାନରେ ଘରୋଇ ମ୍ୟାଚ୍‌ ଏବଂ ଦିନିକିଆ ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିବା ପିଚ୍‌ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ଫଇସଲାବାଦ୍‌ରେ ଜାରି ରହିଥିବା ପାକିସ୍ତାନ କପ୍‌ ୱାନ୍‌ ଡେ ଟୁର୍ଣ୍ଣାମେଣ୍ଟ ପାଇଁ ମୁଁ ଅଧିକ ପିଚ୍‌ ଦେଖିବାକୁ ଚାହୁଁଛି। କାହିଁକି ନା ଏହି ଟୁର୍ଣ୍ଣାମେଣ୍ଟରେ ଦେଶର ବହୁ ଶ୍ରେଷ୍ଠ ଖେଳାଳି ଭାଗ ନେଉଛନ୍ତି। […]

inzamam-ul-haq

inzamam-ul-haq

Rakesh Mallick
  • Published: Saturday, 23 April 2016
  • Updated: 23 April 2016, 12:01 PM IST

Sports

Latest News

କରାଚି: ପାକିସ୍ତାନର ମୁଖ୍ୟ ଚୟନକର୍ତ୍ତା ଭାବେ ନୂଆଁ କରି ନିଯୁକ୍ତି ପାଇଥିବା ଇଞ୍ଜମାମ୍‌ ଉଲ୍‌ ହକ୍ ବର୍ତ୍ତମାନ ଦେଖିବାକୁ ମିଳୁଥିବା କ୍ରିକେଟର ମାନ ଓ ପାକିସ୍ତାନରେ ଘରୋଇ ମ୍ୟାଚ୍‌ ଏବଂ ଦିନିକିଆ ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିବା ପିଚ୍‌ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଛନ୍ତି,“ଫଇସଲାବାଦ୍‌ରେ ଜାରି ରହିଥିବା ପାକିସ୍ତାନ କପ୍‌ ୱାନ୍‌ ଡେ ଟୁର୍ଣ୍ଣାମେଣ୍ଟ ପାଇଁ ମୁଁ ଅଧିକ ପିଚ୍‌ ଦେଖିବାକୁ ଚାହୁଁଛି। କାହିଁକି ନା ଏହି ଟୁର୍ଣ୍ଣାମେଣ୍ଟରେ ଦେଶର ବହୁ ଶ୍ରେଷ୍ଠ ଖେଳାଳି ଭାଗ ନେଉଛନ୍ତି। ମୁଁ ଭାବୁ ନାହିଁ ଏବେ ଘରୋଇ ମ୍ୟାଚ୍‌ ତଥା ପାକିସ୍ତାନ କପ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ବ୍ୟବହାର ହେଉଥିବା ପିଚ୍‌ରେ ଶ୍ରେଷ୍ଠ କ୍ରିକେଟର ଆମକୁ ମିଳିପାରିବେ। ମୁଁ ପିଚ୍‌ ଉପରେ ଅଧିକ ପ୍ରାଧାନ୍ୟ ଦେଉ ନାହିଁ କିନ୍ତୁ ଏହା ଖେଳାଳିର ପ୍ରଦର୍ଶନ ଉପରେ ପ୍ରଭାବ ପକାଇଥାଏ।। ”

ପାକିସ୍ତାନ କପ୍‌ର ଆଜି ଚତୁର୍ଥ ଦିନ ଥିବା ବେଳେ ଖେଳାଳିମାନେ ଆଖିଦୃଶିଆ ବଡ଼ ସ୍କୋର ବା ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳି ନ ଥିଲା। ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ଧୀମା ଓ ଲୋ’ବାଉନ୍ସର ଖେଳିବାକୁ ପଡୁଥିଲା। କେବଳ ସୋଏବ ମଲ୍ଲିକ, ମହମ୍ମଦ ହଫିଜ୍‌ ଓ କମ୍ରାନ୍‌ ଅକମଲ୍‌ ପରି ଖେଳାଳିଙ୍କୁ ଛାଡି ଦେଲେ ଅନ୍ୟ କୌଣସି ଖେଳାଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story