ବୁମରାହଙ୍କ ‘ନୋ ବଲ୍‌’ର ଫାଇଦା ନେଉଛି ପାକିସ୍ତାନ ଟ୍ରାଫିକ୍ ପୋଲିସ୍‌; ଫଟୋ ଦେଖାଇ ଲୋକଙ୍କୁ କରୁଛି ସତର୍କ

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ବୁମରାହଙ୍କ ନୋ ବଲ୍‌ ଯୋଗୁଁ ଭାରତୀୟ ଟିମ୍‌କୁ ବହୁତ କ୍ଷତି ସହିବାକୁ ପଡ଼ିଲା। କିନ୍ତୁ ପାକିସ୍ତାନର ଫୈସଲାବାଦ ସହରରେ ଟ୍ରାଫିକ୍ ପୋଲିସ୍ ଏବେ ବୁମରାହଙ୍କ ସେହି ଭୁଲର ଫାଇଦା ଉଠାଇ ଲୋକଙ୍କୁ ଜାଗ୍ରତ କରିବାର କାମ କରୁଛି। ଆଉ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେଠାକାର ଟ୍ରାଫିକ୍ ପୋଲିସ୍‌ମାନେ ଚାମ୍ପିଅନ୍ସ ଟ୍ରଫିରେ ବୁମରାହ ନୋ ବଲ୍ ପକାଉଥିବାର ଏକ ଫଟୋକୁ ଗାଡ଼ି ଚାଳକମାନଙ୍କୁ ଦେଖାଇ ଟ୍ରାଫିକ୍ ପୋଷ୍ଟରେ ଲାଲ୍‌ବତୀ […]

bumrah

bumrah

Rakesh Mallick
  • Published: Saturday, 24 June 2017
  • Updated: 24 June 2017, 04:27 PM IST

Sports

Latest News

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ବୁମରାହଙ୍କ ନୋ ବଲ୍‌ ଯୋଗୁଁ ଭାରତୀୟ ଟିମ୍‌କୁ ବହୁତ କ୍ଷତି ସହିବାକୁ ପଡ଼ିଲା। କିନ୍ତୁ ପାକିସ୍ତାନର ଫୈସଲାବାଦ ସହରରେ ଟ୍ରାଫିକ୍ ପୋଲିସ୍ ଏବେ ବୁମରାହଙ୍କ ସେହି ଭୁଲର ଫାଇଦା ଉଠାଇ ଲୋକଙ୍କୁ ଜାଗ୍ରତ କରିବାର କାମ କରୁଛି। ଆଉ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସେଠାକାର ଟ୍ରାଫିକ୍ ପୋଲିସ୍‌ମାନେ ଚାମ୍ପିଅନ୍ସ ଟ୍ରଫିରେ ବୁମରାହ ନୋ ବଲ୍ ପକାଉଥିବାର ଏକ ଫଟୋକୁ ଗାଡ଼ି ଚାଳକମାନଙ୍କୁ ଦେଖାଇ ଟ୍ରାଫିକ୍ ପୋଷ୍ଟରେ ଲାଲ୍‌ବତୀ ଲାଇନ୍ ପଛରେ ରହିବାକୁ ଚେତାବନୀ ଦେଉଛନ୍ତି।

ବୁମ୍‌ରାହଙ୍କ ଏହି ଫଟୋ ତଳେ ଲେଖାଯାଇଛି- ଏହି ଲାଇନ୍‌କୁ ଅତିକ୍ରମ କରନ୍ତୁ ନାହିଁ। କାରଣ ଆପଣ ଜାଣିଛନ୍ତି ଏପରି କଲେ ଆପଣଙ୍କୁ କେତେ ମହଙ୍ଗା ପଡ଼ିବ। ଆଉ ଏହି ଲେଖା ତଳେ ଟ୍ରାଫିକ ପୋଲିସ୍ ଫୈସଲାବାଦର ଲୋଗୋ ରହିଛି।

ସୂଚନାଯୋଗ୍ୟ, ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିପକ୍ଷର ଚମତ୍କାର ଶତକ ମାରିଥିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଫଖର ଜମାନ। ସେ ମାତ୍ର ୩ ରନ୍ କରିଥିବା ବେଳେ ଆଉଟ୍ ହୋଇଯାଇଥିଲେ। ବୁମରାହଙ୍କ ଏକ ବଲ୍‌ରେ ସେ ଧୋନୀଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। କିନ୍ତୁ ଅମ୍ପାୟର ଉକ୍ତ ବଲ୍‌କୁ ନୋ ବଲ୍ ଦେଇଥିଲେ। ଆଉ ଏହି ନୋବଲ୍ ଭାରତ ଉପରେ ଭାରି ପଡ଼ିଥିଲା। ଫଖର ୧୧୪ ରନ୍‌ର ବଢ଼ିଆ ପାରି ଖେଳିଥିଲେ। ଫଳରେ ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୩୩୮ ରନ୍‌ର ବଡ଼ ସ୍କୋର କରିବାକୁ ସଫଳ ହୋଇଥିଲା। ଭାରତ ଏହି ମ୍ୟାଚ୍ ହାରି ଯାଇଥିଲା।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story