ମନୀଷ ପାଣ୍ଡେଙ୍କ ବିସ୍ଫୋରକ ୧୨୯*, ୮୦ ରନ୍‌ରେ ଜିତିଲା କର୍ଣ୍ଣାଟକା

ବିଜୟନଗରମ: ଷ୍ଟାର ବ୍ୟାଟସମ୍ୟାନ ମନୀଷ ପାଣ୍ଡେଙ୍କ ବିସ୍ଫୋରକ ୧୨୯ ରନ୍‌ ବଳରେ କର୍ଣ୍ଣାଟକା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସର୍ଭିସେସକୁ ୮୦ ରନ୍‌ରେ ପରାସ୍ତ କରିଛି। ପାଣ୍ଡେଙ୍କ ୫୪ ବଲରେ ଅପରାଜିତ ୧୨୯ ଯୋଗୁ କର୍ଣ୍ଣାଟକା ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ବିଶାଳ ୨୫୦ ରନ୍‌ କରିଥିଲା। ଏହାର ଜବାବରେ ସିର୍ଭିସେସ ୭ ୱିକେଟ ହରାଇ ମାତ୍ର ୧୭୦ ରନ କରିବାକୁ ସକ୍ଷମ ହୋଇଥିଲା। ଆଜିର ମ୍ୟାଚ୍‌ରେ ସର୍ଭିସେସ ଟସ୍‌ ଜିତି ପ୍ରଥମେ ବୋଲିଂ […]

c

c

Hemant Lenka
  • Published: Tuesday, 12 November 2019
  • Updated: 12 November 2019, 06:15 PM IST

Sports

Latest News

ବିଜୟନଗରମ: ଷ୍ଟାର ବ୍ୟାଟସମ୍ୟାନ ମନୀଷ ପାଣ୍ଡେଙ୍କ ବିସ୍ଫୋରକ ୧୨୯ ରନ୍‌ ବଳରେ କର୍ଣ୍ଣାଟକା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସର୍ଭିସେସକୁ ୮୦ ରନ୍‌ରେ ପରାସ୍ତ କରିଛି। ପାଣ୍ଡେଙ୍କ ୫୪ ବଲରେ ଅପରାଜିତ ୧୨୯ ଯୋଗୁ କର୍ଣ୍ଣାଟକା ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ବିଶାଳ ୨୫୦ ରନ୍‌ କରିଥିଲା। ଏହାର ଜବାବରେ ସିର୍ଭିସେସ ୭ ୱିକେଟ ହରାଇ ମାତ୍ର ୧୭୦ ରନ କରିବାକୁ ସକ୍ଷମ ହୋଇଥିଲା।

ଆଜିର ମ୍ୟାଚ୍‌ରେ ସର୍ଭିସେସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଜବାବରେ କର୍ଣ୍ଣାଟକା ଦଳୀୟ ସ୍କୋର ୫ ରନ୍‌ ଥିବା ବେଳେ ରୋହନ କଦମ(୪)ଙ୍କୁ ହରାଇଥିଲା। ତେବେ ଏହାପରେ ବ୍ୟାଟିଂ କରିବାକୁ ଅସିଥିବା ମନୀଷ ପାଣ୍ଡେ ଆରମ୍ଭରୁ ହିଁ ବଡ଼ବଡ଼ ଶଟ୍‌ ଖେଳିବା ଆରମ୍ଭ କରିଥିଲେ। ତାଙ୍କୁ ଦେବଦତ୍ତ ପାଡିକ୍କଲ(୭୫) ଭରପୂର ସହଯୋଗ କରିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୧୬୭ ରନ୍‌ର ଭାଗିଦାରୀ କରି ଦଳୀୟ ସ୍କୋରକୁ ୧୭୨ରେ ପହଞ୍ଚାଇଥିଲେ।

ଏହି ସମୟରେ ୭୫ ରନ୍‌ କରିଥିବା ଦେବଦତ୍ତ ସର୍ଭିସେସର ଭିୟୁ ଯାଦବଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ତେବେ ମନୀଷଙ୍କ ବ୍ୟାଟିଂ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ସେ ପୂର୍ବଭଳି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ନିଜର ଶତକ ହାସଲ କରିଥିଲେ। କ୍ରିଷ୍ଣାପ୍ପା ଗୌତମ ୧୫ ବଲରେ ୨୩ ରନ୍‌ କରି କିଛି ସମୟ ପାଇଁ ମନୀଷଙ୍କ ସହଯୋଗ କରିଥିଲେ। ସେ ମଧ୍ୟ ଦଳୀୟ ସ୍କୋର ୨୨୯ ଥିବା ବେଳେ ଆଉଟ୍‌ ହୋଇଯାଇଥିଲେ।

ତେବେ ମନୀଷ ପାଣ୍ଡେ ଶେଷ ଯାଏ ଅପରାଜିତ ରହି କର୍ଣ୍ଣାଟକା ସ୍କୋରକୁ ୨୫୦ରେ ପହଞ୍ଚାଇଥିଲେ। ଏହି ଶତକୀୟ ଇନିଂସରେ ପାଣ୍ଡେ ୧୨ଟି ଚୌକା ଓ ୧୦ଟି ବିଶାଳ ଛକା ମାରିଥିଲେ।

୨୫୧ ରନ୍‌ର ଟାର୍ଗେଟ ପିଛା କରୁଥିବା ସିର୍ଭିସେସ ଆରମ୍ଭରୁ ନକୁଳ ବର୍ମା(୬)ଙ୍କୁ ହରାଇଥିଲା। ତେବେ ରବି ଚୌଦ୍ୱାନ ଓ ଅନଶୁଲ ଗୁପ୍ତା ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ରବି ଚୌହ୍ୱାନ ୫୪, ଅନୁଶୁଲ ଗୁପ୍ତା ୨୯ ଓ ଆରଏସ୍‌ ପାଲିୱାଲ ଶେଷ ଯାଏ ୪୬ ରନ୍‌ କରି ଅପରାଜିତ ଥିଲେ ହେଁ ଏହା ଦଳକୁ ବିଜୟୀ କରାଇବାରେ ଯଥେଷ୍ଟ ହୋଇ ନଥିଲା।

ଶେଷରେ ସର୍ଭିସେସ ୭ ୱିକେଟ ହରାଇ ୧୭୦ ରନ୍‌ କରିବାକୁ ହିଁ ସକ୍ଷମ ହୋଇଥିଲା। କର୍ଣ୍ଣାଟକା ପକ୍ଷରୁ ଶ୍ରେୟସ ଗୋପାଲ ସର୍ବାଧିକ ୫ଟି ୱିକେଟ ଦଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story