୬ ରେଡ୍‌ ୱାର୍ଲ୍ଡ ଚାମ୍ପିଅନ୍‌ସିପ ପ୍ରି-କ୍ୱାର୍ଟରରେ ଆଡଭାନୀ

ବ୍ୟାଙ୍ଗକ୍‌: ୬ ରେଡ୍‌ ୱାର୍ଲ୍ଡ ସ୍ନୁକର ଚାମ୍ପିଅନ୍‌ସିପର ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି ୧୫ ଥର ବିଶ୍ୱ ଚାମ୍ପିଅନ୍ ହୋଇଥିବା ପଙ୍କଜ ଆଡଭାନୀ। ଆଡଭାନୀ ଗ୍ରୁପ ଷ୍ଟେଜ୍‌ରେ ସମସ୍ତ ମ୍ୟାଚ୍‌ ଜିତି ଏହି ପର୍ଯ୍ୟାୟକୁ ଯାଇଛନ୍ତି। ସେ କହିଛନ୍ତି,“ଏହି ପରିସ୍ଥିତିରେ ମୁଁ ବହୁତ ଖୁସି ଅନୁଭବ କରୁଛି। ମତେ ଆଗାମୀ ପର୍ଯ୍ୟାୟ ପାଇଁ ବହୁତ କିଛି କରିବାକୁ ଅଛି। ସ୍ନୁକର ପରି ଏକ ଖେଳରେ ଅଳ୍ପ ସମୟ ମଧ୍ୟରେ କିଛି ବି ସମ୍ଭବ ହୋଇପାରେ।” ଏହି ଭାରତୀୟ ଜଣକ ୱେଲ୍ସମ୍ୟାନ୍‌ […]

pankaj

pankaj

Rakesh Mallick
  • Published: Thursday, 08 September 2016
  • Updated: 08 September 2016, 07:48 PM IST

Sports

Latest News

ବ୍ୟାଙ୍ଗକ୍‌: ୬ ରେଡ୍‌ ୱାର୍ଲ୍ଡ ସ୍ନୁକର ଚାମ୍ପିଅନ୍‌ସିପର ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି ୧୫ ଥର ବିଶ୍ୱ ଚାମ୍ପିଅନ୍ ହୋଇଥିବା ପଙ୍କଜ ଆଡଭାନୀ। ଆଡଭାନୀ ଗ୍ରୁପ ଷ୍ଟେଜ୍‌ରେ ସମସ୍ତ ମ୍ୟାଚ୍‌ ଜିତି ଏହି ପର୍ଯ୍ୟାୟକୁ ଯାଇଛନ୍ତି।

ସେ କହିଛନ୍ତି,“ଏହି ପରିସ୍ଥିତିରେ ମୁଁ ବହୁତ ଖୁସି ଅନୁଭବ କରୁଛି। ମତେ ଆଗାମୀ ପର୍ଯ୍ୟାୟ ପାଇଁ ବହୁତ କିଛି କରିବାକୁ ଅଛି। ସ୍ନୁକର ପରି ଏକ ଖେଳରେ ଅଳ୍ପ ସମୟ ମଧ୍ୟରେ କିଛି ବି ସମ୍ଭବ ହୋଇପାରେ।”

ଏହି ଭାରତୀୟ ଜଣକ ୱେଲ୍ସମ୍ୟାନ୍‌ ଡୋମିନିକ୍‌ ଡେଲେ, ଇଂଲଣ୍ଡର ରବର୍ଟ ମିଲ୍କକିନ୍‌, ରିଆନ୍‌ ଟମରସନ୍‌ ଓ ଫାଇତୁନ୍‌ ଫୋନ୍‌ବୁନ୍‌ଙ୍କୁ ପରାସ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story