ହାରିଲେ କଶ୍ୟପ, ଭାରତର ଅଭିଯାନ ଶେଷ

ଇଞ୍ଚିଅନ୍‌: କୋରିଆନ ଓପନ ୱାର୍ଲ୍ଡ ଟୁର ସୁପର-୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପୂର୍ବରୁ ଭାରତର ସମସ୍ତ ପୁରୁଷ ଓ ମହିଳା ଖେଳାଳି ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଥିବା ବେଳେ ସମସ୍ତଙ୍କ ଆଶା ପାରୁପଲ୍ଲୀ କଶ୍ୟପଙ୍କ ଉପରେ ଥିଲା। ହେଲେ ସେ ମଧ୍ୟ ସେମି-ଫାଇନାଲରେ ସମସ୍ତଙ୍କୁ ନିରାଶ କରିଛନ୍ତି। ସେମି-ଫାଇନାଲ୍‌ରେ ପରାସ୍ତ ହୋଇ କଶ୍ୟପ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ଆଜିର ମୁକାବିଲାରେ କଶ୍ୟପ ଜାପାନର ଷ୍ଟାର ଖେଳାଳି କେଣ୍ଟୋ ମୋମୋଟାଙ୍କୁ ଭେଟିଥିଲେ। ଏବେ ବିଶ୍ୱ […]

k

k

Hemant Lenka
  • Published: Saturday, 28 September 2019
  • Updated: 28 September 2019, 05:17 PM IST

Sports

Latest News

ଇଞ୍ଚିଅନ୍‌: କୋରିଆନ ଓପନ ୱାର୍ଲ୍ଡ ଟୁର ସୁପର-୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପୂର୍ବରୁ ଭାରତର ସମସ୍ତ ପୁରୁଷ ଓ ମହିଳା ଖେଳାଳି ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଥିବା ବେଳେ ସମସ୍ତଙ୍କ ଆଶା ପାରୁପଲ୍ଲୀ କଶ୍ୟପଙ୍କ ଉପରେ ଥିଲା। ହେଲେ ସେ ମଧ୍ୟ ସେମି-ଫାଇନାଲରେ ସମସ୍ତଙ୍କୁ ନିରାଶ କରିଛନ୍ତି।

ସେମି-ଫାଇନାଲ୍‌ରେ ପରାସ୍ତ ହୋଇ କଶ୍ୟପ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ଆଜିର ମୁକାବିଲାରେ କଶ୍ୟପ ଜାପାନର ଷ୍ଟାର ଖେଳାଳି କେଣ୍ଟୋ ମୋମୋଟାଙ୍କୁ ଭେଟିଥିଲେ। ଏବେ ବିଶ୍ୱ ବ୍ୟାଡ୍‌ମିଣ୍ଟନ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ଥିବା ମୋମୋଟା ଆରମ୍ଭରୁ ହିଁ କଶ୍ୟପଙ୍କୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ। ସେ ମ୍ୟାଚ୍‌ଟିକୁ ୨୧-୧୩ ଓ ୨୧-୧୫ରେ ଜିତି ଫାଇନାଲରେ ପ୍ରବେଶ କରିଥିଲେ।

ପ୍ରଥମ ରାଉଣ୍ଡର ପ୍ରଥମ ଭାବ ସୁଦ୍ଧା ମୋମୋଟା ୧୧-୭ରେ ଆଗୁଆ ରହିଥିଲେ। ଏହାପରେ ସେ ପୁଣିଥରେ ୨ ପଏଣ୍ଟ ନେଇ ସ୍ଥିତିକୁ ୧୩-୭ କରିଦେଇଥିଲେ। ପଏଣ୍ଟ ବ୍ୟବଧାନକୁ କମ କରିବା ପାଇଁ କଶ୍ୟପ ଜୋରଦାମ ଉଦ୍ୟମ କରିଥିଲେ ହେଁ ଏହି ସେଟ୍‌କୁ ୨୧-୧୩ରେ ହାରି ଯାଇଥିଲେ।

ଦ୍ୱିତୀୟ ସେଟ୍‌ରେ ସ୍ଥିତି ୩-୨ ରହିଥିଲା। ହେଲେ ମୋମୋଟା ଚମତ୍କାର ଢଙ୍ଗରେ ଶଟ୍‌ ଖେଳି କଶ୍ୟପଙ୍କ ଠାରୁ ସେଟ୍‌ ସହ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଏହି ସେଟ୍‌ଟିକୁ କଶ୍ୟପ ୧୫-୨୧ରେ ହାରି ଯାଇଥିଲେ।
କୋରିଆ ଓପନ ଫାଇନାଲ୍‌ରେ ମୋମୋଟାଙ୍କ ମୁକାବିଲା ଚାଇନିଜ୍‌ ତାଇପେଇର ଚୋଉ ତିଏନ୍‌ ଚେନ୍‌ଙ୍କ ସହ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story