ପ୍ରଭଞ୍ଜନଙ୍କ ବିରୋଧରେ ଟଙ୍କା ହଡ଼ପ ଅଭିଯୋଗ ଆଣିଲେ ତାଙ୍କ ଭଉଣୀ

ଭୁବନେଶ୍ୱର: ପୂର୍ବତନ ରଣଜୀ ଖେଳାଳି ପ୍ରଭଞ୍ଜନ ମଲ୍ଲିକଙ୍କ ବିରୋଧରେ ଟଙ୍କା ହଡ଼ପ ଅଭିଯୋଗ ଆଣିଛନ୍ତି ତାଙ୍କ ଭଉଣୀ ଜ୍ୟୋତ୍ସ୍ନା ସାମନ୍ତରାୟ। ଏନେଇ ସେ ଆଜି ମହିଳା କମିଶନରଙ୍କ ନିକଟରେ ଫେରାଦ ହୋଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ ପ୍ରଭଞ୍ଜନ ତାଙ୍କର ୪୫ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି।  ୩ ବର୍ଷ ହେଲାଣି ଟଙ୍କା ଫେରାଉ ନାହାନ୍ତି। ଜ୍ୟୋତ୍ସ୍ନା ସାମନ୍ତରାୟ କହିଛନ୍ତି,“ପ୍ରଭଞ୍ଜନ ମୋ ସ୍ୱାମୀଙ୍କ ଡେଥ୍‌ ବେନିଫିଟ୍ ଟଙ୍କାକୁ ମିଶାଇ ଦୁଇଟି କିସ୍ତିରେ ୪୫ଲକ୍ଷ ଟଙ୍କା ନେଇ ତିରୁପୁରି […]

prabhanjan

prabhanjan

Rakesh Mallick
  • Published: Monday, 25 April 2016
  • Updated: 26 April 2016, 04:39 AM IST

Sports

Latest News

prabhanjanଭୁବନେଶ୍ୱର: ପୂର୍ବତନ ରଣଜୀ ଖେଳାଳି ପ୍ରଭଞ୍ଜନ ମଲ୍ଲିକଙ୍କ ବିରୋଧରେ ଟଙ୍କା ହଡ଼ପ ଅଭିଯୋଗ ଆଣିଛନ୍ତି ତାଙ୍କ ଭଉଣୀ ଜ୍ୟୋତ୍ସ୍ନା ସାମନ୍ତରାୟ। ଏନେଇ ସେ ଆଜି ମହିଳା କମିଶନରଙ୍କ ନିକଟରେ ଫେରାଦ ହୋଇଥିଲେ।

ସେ ଅଭିଯୋଗ କରିଛନ୍ତି ଯେ ପ୍ରଭଞ୍ଜନ ତାଙ୍କର ୪୫ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି।  ୩ ବର୍ଷ ହେଲାଣି ଟଙ୍କା ଫେରାଉ ନାହାନ୍ତି।

ଜ୍ୟୋତ୍ସ୍ନା ସାମନ୍ତରାୟ କହିଛନ୍ତି,“ପ୍ରଭଞ୍ଜନ ମୋ ସ୍ୱାମୀଙ୍କ ଡେଥ୍‌ ବେନିଫିଟ୍ ଟଙ୍କାକୁ ମିଶାଇ ଦୁଇଟି କିସ୍ତିରେ ୪୫ଲକ୍ଷ ଟଙ୍କା ନେଇ ତିରୁପୁରି ଏଣ୍ଟର ପ୍ରାଇଜେସରେ (ଚିଟ୍‌ଫଣ୍ଡ୍ ସଂସ୍ଥା) ଇନ୍‌ଭେଷ୍ଟ୍ କରିଛି। ସେଥିରେ ସେ ଇନଭେଷ୍ଟର ଥିଲା। ମୁଁ ଟଙ୍କା କ୍ୟାସ୍‌ରେ ଦେଇଥିଲି। ଏବେ ଟଙ୍କା ମାଗିଲା ବେଳକୁ ମୁଁ ନେଇ ନାହିଁ ବୋଲି ସେ କହୁଛି।  ମୁଁ ଟଙ୍କା ଦେଇଥିବା ନେଇ ପ୍ରମାଣ ନାହିଁ ବୋଲି କହୁଛି।  ବାପାଙ୍କ ସମ୍ପତ୍ତି ହାତେଇବାକୁ ମୁଁ ଏମିତି ଅଭିଯୋଗ ଆଣୁଛି ବୋଲି କହୁଛି। ଏ ସମ୍ପର୍କରେ ମାଡାମ୍(ମହିଳା କମିଶନ୍‌)ଙ୍କୁ ଦେଖା କରି ଜଣାଇବା ସହ ପ୍ରଭଞ୍ଜନ ସହ ଏସ୍‌ଏମ୍‌ଏସ୍‌ରେ ହୋଇଥିବା କଥାବାର୍ତ୍ତା ବି ଦେଖାଇ  ଥିଲି। ସେ ଜୁନ୍ ୩ ତାରିଖକୁ ସମୟ ଦେଇଛନ୍ତି।”

ସେ କହିଛନ୍ତି,“୨୦୧୩ରେ ପ୍ରଭଞ୍ଜନ ଟଙ୍କା ନେଇଥିଲା। ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲି। ପୋଲିସ୍ କହିଲା ଏସ୍‌ଏମ୍‌ଏସ୍‌ ଆବଶ୍ୟକ ପ୍ରମାଣ ନୁହେଁ,  ଆଉ କିଛି ପ୍ରମାଣ ଆଣ। ସେଠାରୁ ହତାଶ ହେବା ପରେ ତତ୍‌କାଳୀନ ପୋଲିସ୍ ଡିଜି ସଞ୍ଜୀବ ମାରିକଙ୍କ ଘରକୁ ଯାଇ କଥା ହୋଇଥିଲି। ପ୍ରଭଞ୍ଜନ ବି ମୋ ସହିତ ଯାଇଥିଲା। ସେଠାରୁ ଆସିବା ପରେ କହିଥିଲା ତୁ ଯେଉଁ ଟଙ୍କା ମୋତେ ଦେଇଛୁ ତାହା ଉପୁରି ପଇସା।”

ଜ୍ୟୋତ୍ସ୍ନା କହିଛନ୍ତି,“କିଏ ଟଙ୍କା ଉଠାଇ ପ୍ରଭଞ୍ଜନକୁ  ଦେଇଥିଲେ ବୋଲି ମାଡାମ୍ ପଚାରିଲେ। ମୁଁ ଦସ୍ତଖତ କରି ଟଙ୍କା ଉଠାଇ ଥିବା କହିଲି। ମାଡାମ୍ ଯାହା ଯାହା କାଗଜପତ୍ର ମାଗିଛନ୍ତି ଆଣିକି ଦେବି। ଟଙ୍କା ଉଠାଇବା ବେଳେ ବ୍ୟାଙ୍କ ମ୍ୟାନେଜର ମଧ୍ୟ ଚେକ୍‌ରେ ଟଙ୍କା ନେବାକୁ କହିଥିଲେ। ହେଲେ ସେ (ପ୍ରଭଞ୍ଜନ) ରାଜି ହୋଇ ନ ଥିଲା। ଟଙ୍କା ନେବା କଥା ତା’ର ପତ୍ନୀ ମଧ୍ୟ ଜାଣିଛି।”

ସେ କହିଛନ୍ତି ଯେ ନିଜ ଭାଇ ବୋଲି ବିଶ୍ୱାସ କରି ଦେଇଥିଲେ। ପ୍ରଥମେ ୩୭ ଲକ୍ଷ ଓ ପରେ ୮ ଲକ୍ଷ କରି ଦୁଇ ଥରରେ ଟଙ୍କା ନେଇଥିଲା। ଦୁଇ ଦିନରେ ଫେରାଇ ଦେବାକୁ କହି ନେଇଥିଲା।

ଅନ୍ୟପକ୍ଷରେ ଭଉଣୀଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଭଞ୍ଜନ। ସେ କହିଛନ୍ତି ଯେ ସଂପତ୍ତି ପାଇଁ ତାଙ୍କ ଭଉଣୀ ଏମିତି କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story