ନ୍ୟୁଜିଲ୍ୟାଣ୍ଡ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳରେ ଏହି ଯୁବ ବ୍ୟାଟ୍ସମ୍ୟାନ୍ ସାମିଲ୍‌

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ମଙ୍ଗଳବାର ଭାରତୀୟ ଦିନିକିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଆହତ କାରଣରୁ ଟି-୨୦ ଓ ଦିନିକିଆ ସିରିଜରୁ ଶିଖର ଧୱନ୍ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ସାମିଲ୍ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ଧୱନ୍ ଆହତ ହୋଇଥିଲେ ଏବଂ ଏହି କାରଣରୁ ସେ ବ୍ୟାଟିଂ କରିବାକୁ ଆସିନଥିଲେ। ଧୱନଙ୍କୁ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ […]

shaw1

shaw1

Ranjit Kumar Jena
  • Published: Tuesday, 21 January 2020
  • Updated: 21 January 2020, 09:49 PM IST

Sports

Latest News

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ମଙ୍ଗଳବାର ଭାରତୀୟ ଦିନିକିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଆହତ କାରଣରୁ ଟି-୨୦ ଓ ଦିନିକିଆ ସିରିଜରୁ ଶିଖର ଧୱନ୍ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ'ଙ୍କୁ ସାମିଲ୍ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ଧୱନ୍ ଆହତ ହୋଇଥିଲେ ଏବଂ ଏହି କାରଣରୁ ସେ ବ୍ୟାଟିଂ କରିବାକୁ ଆସିନଥିଲେ। ଧୱନଙ୍କୁ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଚୟନ କରାଯାଇଥିଲା। କିନ୍ତୁ ଏବେ ଆହତ କାରଣରୁ ଉଭୟ ସୀମିତ ଓଭର ସିରିଜରୁ ଆଉଟ୍ ହୋଇଛନ୍ତି। ଟି-୨୦ ସିରିଜ୍ ପାଇଁ ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସାମିଲ୍ କରାଯାଇଛି। ତେବେ ଟେଷ୍ଟ ସିରିଜ୍ ପାଇଁ ଆଜି ଭାରତୀୟ ଦଳର ଚୟନ କରାଯାଇନାହିଁ। ଟେଷ୍ଟ ସିରିଜ୍ ପାଇଁ ଆଗାମୀ ଦିନରେ ଦଳ ଚୟନ କରାଯିବ।

ବର୍ତ୍ତମାନ ପୃଥ୍ୱୀ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଭାରତ-ଏ ପକ୍ଷରୁ ଖେଳୁଛନ୍ତି। ଯେହେତୁ ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚି ସାରିଛି, ଏହାକୁ ଦୃଷ୍ଟିରେ ପୃଥ୍ୱୀଙ୍କୁ ଦିନିକିଆ ଟିମରେ ସୁଯୋଗ ମିଳିଛି। ପୂର୍ବରୁ ପୃଥ୍ୱୀ ଭାରତ ପକ୍ଷରୁ ଟେଷ୍ଟ ମ୍ୟାଚ୍ ଖେଳିସାରିଛନ୍ତି। କିନ୍ତୁ ସେ ପ୍ରଥମଥର ଲାଗି ସୀମିତ ଓଭର କ୍ରିକେଟ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ-ଏ ପକ୍ଷରୁ ଖେଳୁଥିବା ପୃଥ୍ୱୀ ମାତ୍ର ୧୦୦ ବଲରେ ୧୫୦ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ, ଯେଉଁଥିରେ ୨୨ ଚୌକା ଓ ୨ ଛକା ସାମିଲ୍ ଥିଲା।

ନିକଟରେ ପୃଥ୍ୱୀ ଅନେକ କାରଣରୁ ବିବାଦ ଘେରରେ ରହିଥିଲେ, କିନ୍ତୁ ସେ ସର୍ବଦା ନିଜର ବ୍ୟାଟ୍ ଦ୍ୱାରା ସବୁ ବିବାଦକୁ ପଛରେ ପକାଇଛନ୍ତି। ନ୍ୟୁଜିଲ୍ୟାଣ୍ଡରେ ନିଜର ଏହି ପ୍ରଦର୍ଶନ ଦ୍ୱାରା ନିଶ୍ଚିତ ଭାବେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଗକୁ ଟେଷ୍ଟ ସିରିଜ୍ ପାଇଁ ମଧ୍ୟ ଦଳ ଚୟନ କରାଯିବ ଏବଂ ଏଥିରେ ପୃଥ୍ୱୀଙ୍କୁ ସ୍ଥାନ ମିଳିବା ମଧ୍ୟ ଏକପ୍ରକାର ନିଶ୍ଚିତ ଲାଗୁଛି। ଡୋପିଙ୍ଗ୍ କାରଣରୁ ୮ମାସର ବାସନ୍ଦାଦେଶ କାଟିବା ପରେ ପୃଥ୍ୱୀ ଦମଦାର ଫର୍ମରେ ଥିଲେ, କିନ୍ତୁ ମୁମ୍ବାଇର କର୍ଣ୍ଣାଟକ ବିପକ୍ଷ ରଣଜୀ ମ୍ୟାଚର ପ୍ରଥମ ଦିନରେ ହିଁ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା, ଯେଉଁକାରଣରୁ ସେ ନ୍ୟୁଜିଲ୍ୟାଣ୍ଡରେ ଭାରତ-ଏ'ର ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିପାରିନଥିଲେ।

ସୂଚନାଯୋଗ୍ୟ, ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳି ଅଭିଯାନ ଆରମ୍ଭ କରିଛି। ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ୨୪ ତାରିଖରେ ଖେଳାଯିବ। ଏହା ପରେ ଫେବୃଆରୀ ୫ ତାରିଖରୁ ତିନିମ୍ୟାଚ୍ ଦିନିକିଆ ସିରିଜ୍ ଆରମ୍ଭ ହେବ । ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୨୧ ଫେବୃଆରୀରୁ ହାମିଲଟନରେ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ୨୯ ଫେବୃଆରୀରୁ କ୍ରାଇଷ୍ଟଚର୍ଚ୍ଚର ହେଗଲେ ଓଭାଲରେ ଖେଳାଯିବ।

ଦିନିକିଆ ସ୍କ୍ୱାଡ୍‌: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା, ଲୋକେଶ ରାହୁଲ୍‌, ପୃଥ୍ୱୀ ଶ', ଶ୍ରେୟସ୍ ଆୟର୍‌, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର, କେଦାର ଯାଦବ।

ଟି-୨୦ ସ୍କ୍ୱାଡ୍‌: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା, ଲୋକେଶ ରାହୁଲ୍‌, ଶ୍ରେୟସ୍ ଆୟର୍‌, ସଞ୍ଜୁ ସାମସନ୍‌, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story