ରଣଜୀ ଟ୍ରଫି: ଫେବ୍ରୁଆରୀ ୨୩ରୁ ପୁଣେରେ ହେବ ଫାଇନାଲ

ନୂଆଦିଲ୍ଲୀ: ରଣଜୀ ଟ୍ରଫିର ଫାଇନାଲ ମ୍ୟାଚ ଆସନ୍ତା ଫେବ୍ରୁଆରୀ ୨୪ରୁ୨୮ ତାରିଖ ଯାଏ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ବୁଧବାର ଏହି ଘୋଷଣା କରିଛି ବିସିସିଆଇ। ଏହାସହ ଫେବ୍ରୁଆରୀ ୩ରୁ ନକ ଆଉଟ୍ ମ୍ୟାଚ ଆରମ୍ଭ ହେବ। ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ବିଦର୍ଭ ଓ ସୌରାଷ୍ଟ୍ର ମଧ୍ୟରେ ମୁହାଁମୁହିଁ ହେଉଥିବା ବେଳେ ଅନ୍ୟଏକ ମ୍ୟାଚ ଭାଲସାଦରେ ପଞ୍ଜାବକୁ ଭେଟିବ ଆସାମ। ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ମୁମ୍ବାଇରେ ବେଙ୍ଗଲ ଓ ମଧ୍ୟପ୍ରଦେଶ ମଧ୍ୟରେ […]

ranjigettyinages

ranjigettyinages

Rakesh Mallick
  • Published: Wednesday, 30 December 2015
  • Updated: 30 December 2015, 02:27 PM IST

Sports

Latest News

ନୂଆଦିଲ୍ଲୀ: ରଣଜୀ ଟ୍ରଫିର ଫାଇନାଲ ମ୍ୟାଚ ଆସନ୍ତା ଫେବ୍ରୁଆରୀ ୨୪ରୁ୨୮ ତାରିଖ ଯାଏ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ବୁଧବାର ଏହି ଘୋଷଣା କରିଛି ବିସିସିଆଇ। ଏହାସହ ଫେବ୍ରୁଆରୀ ୩ରୁ ନକ ଆଉଟ୍ ମ୍ୟାଚ ଆରମ୍ଭ ହେବ। ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ବିଦର୍ଭ ଓ ସୌରାଷ୍ଟ୍ର ମଧ୍ୟରେ ମୁହାଁମୁହିଁ ହେଉଥିବା ବେଳେ ଅନ୍ୟଏକ ମ୍ୟାଚ ଭାଲସାଦରେ ପଞ୍ଜାବକୁ ଭେଟିବ ଆସାମ। ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ମୁମ୍ବାଇରେ ବେଙ୍ଗଲ ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଶେଷ ତଥା ଚତୁର୍ଥ ମ୍ୟାଚରେ ଝାଡଖଣ୍ଡ ଓ ମୁମ୍ବାଇ ମଧ୍ୟରେ ବେଙ୍ଗାଲୁରୁରେ ହେବ। ଏହି ମ୍ୟାଚରେ ବିଜେତା ଦ୍ୱୟ ଫେବ୍ରୁଆରୀ ୧୩ରେ ଭଦୋଦରା ଓ କଟକ ଡ୍ରିମସ୍ ଗ୍ରାଉଣ୍ଡରେ ସେମିଫାଇନାଲ ମ୍ୟାଚ ଖେଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story