କୁମ୍ବଲେ ଓ ହରଭଜନଙ୍କୁ ପଛରେ ପକାଇଲେ ଅଶ୍ୱିନ୍‌

ଇନ୍ଦୋର: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍‌ ଗୁରୁବାର ବାଂଲାଦେଶ ବିପକ୍ଷ ଇନ୍ଦୋର ଟେଷ୍ଟରେ ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି। ଅଶ୍ୱିନ୍‌ ତୃତୀୟ ଭାରତୀୟ ବୋଲର ଭାବେ ଘରୋଇ ମାଟିରେ ୨୫୦ ୱିକେଟ୍‌ ନେବାର ଗୌରବ ଅର୍ଜନ କରିଛନ୍ତି। ସେ ବାଂଲାଦେଶ କ୍ୟାପଟେନ୍ ମୋମିନୁଲ୍ ହକଙ୍କୁ ୩୭ ରନରେ କ୍ଲିନ୍ ବୋଲ୍ଡ କରି ଏହି ବିଶେଷ କ୍ଲବରେ ସାମିଲ୍ ହୋଇଛନ୍ତି। ତେବେ ଅଶ୍ୱିନ୍‌ ମାତ୍ର ୪୨ ମ୍ୟାଚରେ ୨୫୦ ୱିକେଟ୍‌ ନେଇ କୁମ୍ବଲେ ଓ ହରଭଜନଙ୍କୁ […]

ashwin

ashwin

Ranjit Kumar Jena
  • Published: Thursday, 14 November 2019
  • Updated: 14 November 2019, 04:46 PM IST

Sports

Latest News

ଇନ୍ଦୋର: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍‌ ଗୁରୁବାର ବାଂଲାଦେଶ ବିପକ୍ଷ ଇନ୍ଦୋର ଟେଷ୍ଟରେ ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି। ଅଶ୍ୱିନ୍‌ ତୃତୀୟ ଭାରତୀୟ ବୋଲର ଭାବେ ଘରୋଇ ମାଟିରେ ୨୫୦ ୱିକେଟ୍‌ ନେବାର ଗୌରବ ଅର୍ଜନ କରିଛନ୍ତି। ସେ ବାଂଲାଦେଶ କ୍ୟାପଟେନ୍ ମୋମିନୁଲ୍ ହକଙ୍କୁ ୩୭ ରନରେ କ୍ଲିନ୍ ବୋଲ୍ଡ କରି ଏହି ବିଶେଷ କ୍ଲବରେ ସାମିଲ୍ ହୋଇଛନ୍ତି। ତେବେ ଅଶ୍ୱିନ୍‌ ମାତ୍ର ୪୨ ମ୍ୟାଚରେ ୨୫୦ ୱିକେଟ୍‌ ନେଇ କୁମ୍ବଲେ ଓ ହରଭଜନଙ୍କୁ ପଛରେ ପକାଇଛନ୍ତି।

ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ କୁମ୍ବଲେ ୪୩ ମ୍ୟାଚର ସହାୟତା ନେଇଥିବା ବେଳେ ହରଭଜନ ୫୧ ମ୍ୟାଚରେ ଏହି ଉପଲବ୍ଧି ଅର୍ଜନ କରିଥିଲେ। ଘରୋଇ ମାଟିରେ ଦ୍ରୁତ ୨୫୦ ୱିକେଟ୍‌ ନେବାରେ ଅଶ୍ୱିନ୍‌ ଏବେ ଶ୍ରୀଲଙ୍କାର ମୁଥିଆ ମୁରଲୀଧରନଙ୍କ ସହ ସମକକ୍ଷ ହୋଇଛନ୍ତି। ଭାରତର ସବୁଠାରୁ ସଫଳ ବୋଲର କୁମ୍ବଲେ ଘରୋଇ ମାଟିରେ ୬୩ ମ୍ୟାଚ୍ ଖେଳି ୩୫୦ ୱିକେଟ୍‌ ନେଇଛନ୍ତି।

ସେହିପରି ହରଭଜନ ଭାରତରେ ୫୫ ଟେଷ୍ଟ ଖେଳି ୨୬୫ ୱିକେଟ୍‌ ହାସଲ କରିଛନ୍ତି। ଭାରତ ପକ୍ଷରୁ କୁମ୍ବଲେ ସର୍ବାଧିକ ୬୧୯ ୱିକେଟ୍‌ ନେଇଥିବା ବେଳେ ତାଙ୍କ ପଛକୁ କପିଲ୍ ଦେବ ୪୩୪ ଏବଂ ହରଭଜନ ସିଂହ ୪୧୭ ୱିକେଟ୍ ନେଇଛନ୍ତି। ସେହିପରି ଅଶ୍ୱିନଙ୍କ ନାଁରେ ୩୫୮ ୱିକେଟ୍‌ ରହିଛି। ସେ ନିଜ କ୍ୟାରିୟରରେ ୨୧ଥର ୫ରୁ ଅଧିକ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story