'ଦ୍ୱୈତ ସ୍ୱାର୍ଥ' ମାମଲାରେ ଡ୍ରାଭିଡଙ୍କୁ କ୍ଲିନଚିଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ରାହୁଲ୍ ଡ୍ରାଭିଡଙ୍କୁ ‘ଦ୍ୱୈତ ସ୍ୱାର୍ଥ’ ବା କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ମାମଲାରେ କ୍ଲିନଚିଟ୍ ମିଳିଛି। ବିସିସିଆଇର ଏଥିକ୍ସ ଅଫିସର୍ ଜଷ୍ଟିସ୍ ଡିକେ ଜୈନ୍ (ଅବସରପ୍ରାପ୍ତ) ମାମଲାର ସବୁ ଦୃଷ୍ଟିକୋଣକୁ ଦେଖିବା ଏବଂ ଡ୍ରାଭିଡଙ୍କ ସ୍ପଷ୍ଟୀକରଣ ଶୁଣିବା ପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଜଷ୍ଟିସ୍ ଜୈନ୍ ଗୁରୁବାର ଦୁଇଟି ଶୁଣାଣି ପରେ ଡ୍ରାଭିଡଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ସୂଚନାଯୋଗ୍ୟ, ଡ୍ରାଭିଡଙ୍କ ବିରୋଧରେ ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା […]

rahu;

rahu;

Ranjit Kumar Jena
  • Published: Thursday, 14 November 2019
  • Updated: 14 November 2019, 08:46 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ରାହୁଲ୍ ଡ୍ରାଭିଡଙ୍କୁ 'ଦ୍ୱୈତ ସ୍ୱାର୍ଥ' ବା କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ମାମଲାରେ କ୍ଲିନଚିଟ୍ ମିଳିଛି। ବିସିସିଆଇର ଏଥିକ୍ସ ଅଫିସର୍ ଜଷ୍ଟିସ୍ ଡିକେ ଜୈନ୍ (ଅବସରପ୍ରାପ୍ତ) ମାମଲାର ସବୁ ଦୃଷ୍ଟିକୋଣକୁ ଦେଖିବା ଏବଂ ଡ୍ରାଭିଡଙ୍କ ସ୍ପଷ୍ଟୀକରଣ ଶୁଣିବା ପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ଜଷ୍ଟିସ୍ ଜୈନ୍ ଗୁରୁବାର ଦୁଇଟି ଶୁଣାଣି ପରେ ଡ୍ରାଭିଡଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ସୂଚନାଯୋଗ୍ୟ, ଡ୍ରାଭିଡଙ୍କ ବିରୋଧରେ ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଦ୍ୱୈତ ସ୍ୱାର୍ଥ ଅଭିଯୋଗ ଲଗାଇଥିଲେ। ନିଜ ଅଭିଯୋଗରେ ଗୁପ୍ତା କହିଥିଲେ, ଡ୍ରାଭିଡ୍ ଏକ ସମୟରେ ଗୋଟିଏରୁ ଅଧିକ ପଦବୀରେ ଅଛନ୍ତି, ଯାହାକି ସେ ବିସିସିଆଇର ସମ୍ବିଧାନର ଉଲ୍ଲଙ୍ଘନ କରିଛନ୍ତି।

ଅଭିଯୋଗରେ କୁହାଯାଇଥିଲା ଯେ ଡ୍ରାଭିଡ୍ ଏନସିଏର ନିର୍ଦ୍ଦେଶକ ଅଛନ୍ତି ଏବଂ ଏହା ସହ ସେ ଆଇପିଏଲ୍ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସର ମାଲିକାନାସତ୍ୱ ରଖିଥିବା ଇଣ୍ଡିଆ ସିମେଣ୍ଟସ୍ ଗ୍ରୁପର ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି। ତେବେ ଡ୍ରାଭିଡ୍ ଏହି ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ ସେ ଇଣ୍ଡିଆ ସିମେଣ୍ଟସରେ ନିଜ ପଦବୀରୁ ଦୀର୍ଘକାଳୀନ ବ୍ରେକ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story