ବିଶ୍ୱକପ୍‌ରେ ପ୍ରଥମ ଶତକ ହାସଲ କଲେ ରାହୁଲ

ଲିଡ୍‌ସ: ଟିମ୍‌ ଇଣ୍ଡିଆର ନିୟମିତ ଓପନର ଶିଖର ଧୱନ ଆହତ ହେବା ପରେ କେଏଲ ରାହୁଲଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଥିଲା, ତା’କୁ ସେ ଠିକ୍‌ ଭାବେ ତୁଲାଇଛନ୍ତି। ଆଜି ରାହୁଲ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରି ସେମିଫାଇନାଲ ପୂର୍ବରୁ ନିଜର ମନୋବଳ ବୃଦ୍ଧି କରିଛନ୍ତି। ରାହୁଲ ଆଜି ୧୦୭ଟି ବଲ୍‌ରେ ନିଜର ଶତକ ହାସଲ କରିଛନ୍ତି। ଏହା ବିଶ୍ୱକପ୍‌ରେ ରାହୁଲଙ୍କ ପ୍ରଥମ ଶତକ। ସେହିପରି ଦିନିକିଆ କ୍ୟାରିୟରରେ ରାହୁଲଙ୍କ ଏହା ଦ୍ୱିତୀୟ ଶତକ। ରାହୁଲ ଆଜି […]

ssa

ssa

Hemant Lenka
  • Published: Saturday, 06 July 2019
  • Updated: 06 July 2019, 10:04 PM IST

Sports

Latest News

ଲିଡ୍‌ସ: ଟିମ୍‌ ଇଣ୍ଡିଆର ନିୟମିତ ଓପନର ଶିଖର ଧୱନ ଆହତ ହେବା ପରେ କେଏଲ ରାହୁଲଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଥିଲା, ତା’କୁ ସେ ଠିକ୍‌ ଭାବେ ତୁଲାଇଛନ୍ତି। ଆଜି ରାହୁଲ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରି ସେମିଫାଇନାଲ ପୂର୍ବରୁ ନିଜର ମନୋବଳ ବୃଦ୍ଧି କରିଛନ୍ତି।

ରାହୁଲ ଆଜି ୧୦୭ଟି ବଲ୍‌ରେ ନିଜର ଶତକ ହାସଲ କରିଛନ୍ତି। ଏହା ବିଶ୍ୱକପ୍‌ରେ ରାହୁଲଙ୍କ ପ୍ରଥମ ଶତକ। ସେହିପରି ଦିନିକିଆ କ୍ୟାରିୟରରେ ରାହୁଲଙ୍କ ଏହା ଦ୍ୱିତୀୟ ଶତକ। ରାହୁଲ ଆଜି ଆରମ୍ଭରୁ ବେଶ ଧିମା ଖେଳୁଥିଲେ। ହେଲେ ଅର୍ଦ୍ଧଶତକ ହାସଲ କରିବା ରାହୁଲ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରିଥିଲେ। ଏଥିସହ ୧୦୯ ବଲ୍‌ରେ ନିଜର ଶତକ ହାସଲ କରିଥିଲେ। ଏହି ଶତକୀୟ ଇନିଂସ୍‌ରେ ରାହୁଲ ୯ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story