ୱାର୍ଣ୍ଣରଙ୍କ ଧୂଆଁଧାର ଶତକ, ଅଷ୍ଟ୍ରେଲିଆ ୩୮୧/୫

ନଟ୍ଟିଂହାମ୍: ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ଧୂଆଁଧାର ଶତକ ଓ ଉସମାନ୍ ଖୱାଜାଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଚଳିତ ଆଇସିସି ବିଶ୍ୱକପର ବାଂଲାଦେଶ ବିପକ୍ଷ ମ୍ୟାଚରେ ୫୦ ଓଭରରେ ୫ ୱିକେଟ୍ ହରାଇ ୩୮୧ ରନ୍ କରିଛି। ଫଳରେ ବାଂଲାଦେଶକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୮୨ ରନ୍ କରିବାକୁ ପଡ଼ିବ। ଏହି ମ୍ୟାଚରେ ୱାର୍ଣ୍ଣର ଓ ଖୱାଜା ଦ୍ୱିତୀୟ ୱିକେଟ୍ ପାଇଁ ୧୯୨ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ଅଷ୍ଟ୍ରେଲିଆକୁ […]

warner

warner

Hemant Lenka
  • Published: Thursday, 20 June 2019
  • Updated: 20 June 2019, 07:38 PM IST

Sports

Latest News

ନଟ୍ଟିଂହାମ୍: ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ଧୂଆଁଧାର ଶତକ ଓ ଉସମାନ୍ ଖୱାଜାଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଚଳିତ ଆଇସିସି ବିଶ୍ୱକପର ବାଂଲାଦେଶ ବିପକ୍ଷ ମ୍ୟାଚରେ ୫୦ ଓଭରରେ ୫ ୱିକେଟ୍ ହରାଇ ୩୮୧ ରନ୍ କରିଛି। ଫଳରେ ବାଂଲାଦେଶକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୮୨ ରନ୍ କରିବାକୁ ପଡ଼ିବ।

ଏହି ମ୍ୟାଚରେ ୱାର୍ଣ୍ଣର ଓ ଖୱାଜା ଦ୍ୱିତୀୟ ୱିକେଟ୍ ପାଇଁ ୧୯୨ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ଅଷ୍ଟ୍ରେଲିଆକୁ ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୧୬୬ (୧୪୭ ବଲ୍, ୧୪ ଚୌକା, ୫ ଛକା) ରନ୍ କରିଥିବା ବେଳେ ଖୱାଜା ଦ୍ରୁତ ୮୯ (୭୨ ବଲ୍, ୧୦ ଚୌକା) ରନ୍ କରିଛନ୍ତି।

ଟ୍ରେଣ୍ଟବ୍ରିଜରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫିଞ୍ଚଙ୍କ ସହ ଓପନ୍ କରିବାକୁ ଆସିଥିବା ୱାର୍ଣ୍ଣର ଆରମ୍ଭରୁ ଧିମା ଖେଳିଥିଲେ। ୧୬.୩ ଓଭରରେ ଟିମ୍ ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ।

ଫିଞ୍ଚ୍ ୪୭ ବଲରେ ଏବଂ ୱାର୍ଣ୍ଣର ୫୮ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ ଫିଞ୍ଚ୍ ନିଜ ୱିକେଟ୍ ହରାଇ ବସିଥିଲେ। ସେ ୫୧ ବଲରେ ୫ ଚୌକା ଓ ୨ ଛକା ସହ ୫୩ ରନ୍ କରି ସୌମ୍ୟ ସରକାରଙ୍କ ବଲରେ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ୱାର୍ଣ୍ଣରଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୧୨୧ ରନ୍ ଯୋଡ଼ିଥିଲେ। ଏହା ପରେ ୱାର୍ଣ୍ଣରଙ୍କୁ ସାଥ୍ ଦେଇଥିଲେ ଖୱାଜା।

ଖୱାଜା ଭଲ ବ୍ୟାଟିଂ କରି ଅଷ୍ଟ୍ରେଲିଆର ରନ୍ ଗତି ବଢ଼ାଇବାରେ ସହାୟକ ହୋଇଥିଲେ। ଏହା ମଧ୍ୟରେ ୱାର୍ଣ୍ଣର ୧୧୦ ବଲରେ କ୍ୟାରିୟରର ୧୬ତମ ଶତକ ପୂରଣ କରିଥିଲେ। ଶତକ ମାରିବା ପରେ ୱାର୍ଣ୍ଣର ଦ୍ରୁତ ରନ୍ ସଂଗ୍ରହ କରି ୪୩.୩ ଓଭରରେ ଟିମ୍ ସ୍କୋରକୁ ୩୦୦ ରନରେ ପହଞ୍ଚାଇଥିଲେ। ଶତକ ପରେ ୱାର୍ଣ୍ଣର ନିଜର ପରବର୍ତ୍ତୀ ୫୦ ରନ୍ ମାତ୍ର ୨୯ ବଲରେ ହାସଲ କରିଥିଲେ।

ଅଷ୍ଟ୍ରେଲିଆର ସ୍କୋର ୩୧୩ ଥିବା ବେଳେ ୱାର୍ଣ୍ଣରଙ୍କୁ ସୌମ୍ୟ ଆଉଟ୍ କରି ବାଂଲାଦେଶକୁ ବଡ଼ ସଫଳତା ଦେଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଗ୍ଲେନ୍ ମ୍ୟାକ୍ସୱେଲ୍ ଆସିବା ମାତ୍ରକେ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରି ବାଂଲାଦେଶକୁ ବୋଲରଙ୍କୁ ନିର୍ଧୁମ୍ ଛେଛିଥିଲେ। ତେବେ ସେ ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଥିଲେ, ଯାହା ପରେ ଅଷ୍ଟ୍ରେଲିଆର ରନ୍ ଗତି ହ୍ରାସ ପାଇଥିଲା।

ମ୍ୟାକ୍ସୱେଲ୍ ମାତ୍ର ୧୦ ବଲରେ ୨ ଚୌକା ଓ ୩ ଛକା ସହ ୩୨ ରନ୍ କରିଥିଲେ। ଏହା ପରେ ଖୱାଜାଙ୍କୁ ମଧ୍ୟ ସୌମ୍ୟ ନିଜର ଶିକାର ବନାଇଥିବା ବେଳେ ଷ୍ଟିଭ୍ ସ୍ମିଥ୍ (୧)ଙ୍କୁ ମୁସ୍ତାଫିଜୁର ପ୍ୟାଭିଲିୟନ୍ ପଠାଇଥିଲେ। ମାର୍କସ୍ ଷ୍ଟୋଇନିସ୍ ୧୭ ଓ ଆଲେକ୍ସ କ୍ୟାରି ୧୧ ରନ୍ କରି ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ସୌମ୍ୟ ୩ଟି ଓ ମୁସ୍ତାଫିଜୁର ଗୋଟିଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story