ନୂଆଦିଲ୍ଲୀ: ଆଇପିଏଲ୍ ଫ୍ରାଞ୍ଚାଇଜ୍ ଗୁଜରାଟ ଲାୟନ୍ସର ଅଧିନାୟକ ସୁରେଶ ରୌନା ଓ ତାଙ୍କ ପତ୍ନୀ ପ୍ରିୟଙ୍କା ତାଙ୍କ ନବଜାତ ଝିଅର ନାମକରଣ କରିଛନ୍ତି। ରୌନା ତାଙ୍କ ଝିଅର ନାଁ ଦେଇଛନ୍ତି ଶ୍ରେୟାନ୍ସୀ। ସେ, ତାଙ୍କ ପତ୍ନୀ ଓ ପରିବାର ସହ ନେଦରଲାଣ୍ଡରେ ଛୁଟି କାଟୁଛନ୍ତି।
ଗତ ବର୍ଷ ଏପ୍ରିଲରେ ପ୍ରିୟଙ୍କାଙ୍କୁ ବିବାହ କରିଥିବା ରୈନା ନବଜାତକଙ୍କ ନାମକରଣ ନେଇ ସୋସିଆଲ୍ ମଡିଆରେ ଫଟୋ ପୋଷ୍ଟ କରିଛନ୍ତି। ଏହାକୁ ନେଇ କ୍ରିକେଟରେ ଚର୍ଚ୍ଚା ଜୋର ଧରିଛି।
ଆଜି ଚେନ୍ନାଇରେ ଖେଳାଯିବାକୁ ଥିବା ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ରେ ସେ ଅନୁପସ୍ଥିତ ରହିବେ। ଏହାସହ ସେ ଗୁରୁବାର ଖେଳାଯିବାକୁ ଥିବା କୋଲକାତା ବିପକ୍ଷ ମ୍ୟାଚ୍ ମଧ୍ୟ ଖେଳି ନ ପାରିବା ନେଇ ଆଶଙ୍କା ଦେଖାଦେଇଛି। ବିଗତ ୯ ବର୍ଷରେ ପ୍ରଥମ ଥର ପାଇଁ ରୈନା ଆଇପିଏଲ୍ ମ୍ୟାଚ୍ରେ ଅନୁପସ୍ଥିତ ରହିଛନ୍ତି।
ଅନ୍ୟପକ୍ଷରେ ଆଇପିଏଲ୍ରେ ୪,୦୦୦ ରନ୍ କରିବା ପାଇଁ ରାଇନା ଆଉ ୧୫ ରନ୍ ଆବଶ୍ୟକ କରୁଛନ୍ତି। ଏହି ରନ୍ କରିପାରିଲେ ସେ ଏକ ନୂଆ ମାଇଲ୍ଷ୍ଟୋନ ହାସଲ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଝୁଲି ପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ
୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟ ପରସ୍ପରକୁ ପ୍ରଥମଥର ଦିଲ୍ଲୀରେ ଦେଖା ହୋଇଥିଲେ। ଏହି ସମୟରେ ଉଭୟ ବ୍ୟବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।
National
ପୁଣି ଡିଜିଟାଲ ଆରେଷ୍ଟ: ଏଥର ୫ ଲକ୍ଷ ହରାଇଲେ ପୂର୍ବତନ ସେନା ଅଧିକାରୀ
ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।