ନଟିଂହ୍ୟାମରେ ଆଜି ଭାରତ ନ୍ୟୁଜିଲ୍ୟାଣ୍ଡ ମୁକାବିଲା, ବର୍ଷା ସାଜିପାରେ ବାଧକ

ଲଣ୍ଡନ: ଚଳିତ ବିଶ୍ୱକପରେ ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ନଟିଂହ୍ୟାମରେ ହେବାକୁ ଥିବା ଏହି ମ୍ୟାଚରେ କିଏ ବାଜି ମାରିବ ସେ ନେଇ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି। ମ୍ୟାଚର ସବୁଠୁ ବଡ଼ ସସପେନ୍ସ ଭାରତ ଏଯାଏ ଘୋଷଣା କରିନାହିଁ। ଯାହାକୁ ନେଇ କ୍ରିକେଟ ପ୍ରେମୀ ଆଜିର ମ୍ୟାଚକୁ ନେଇ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅଷ୍ଟ୍ରେଲିଆ ସହ ଭାରତର ଅନ୍ତିମ ମ୍ୟାଚରେ ଓପନର ଶିଖର ଧାଓ୍ୱନ ଆହତ ହୋଇଥିବାରୁ ଏବେ […]

w

w

Subhransu Sekhar
  • Published: Thursday, 13 June 2019
  • Updated: 13 June 2019, 11:24 AM IST

Sports

Latest News

ଲଣ୍ଡନ: ଚଳିତ ବିଶ୍ୱକପରେ ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ନଟିଂହ୍ୟାମରେ ହେବାକୁ ଥିବା ଏହି ମ୍ୟାଚରେ କିଏ ବାଜି ମାରିବ ସେ ନେଇ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି।
ମ୍ୟାଚର ସବୁଠୁ ବଡ଼ ସସପେନ୍ସ ଭାରତ ଏଯାଏ ଘୋଷଣା କରିନାହିଁ। ଯାହାକୁ ନେଇ କ୍ରିକେଟ ପ୍ରେମୀ ଆଜିର ମ୍ୟାଚକୁ ନେଇ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅଷ୍ଟ୍ରେଲିଆ ସହ ଭାରତର ଅନ୍ତିମ ମ୍ୟାଚରେ ଓପନର ଶିଖର ଧାଓ୍ୱନ ଆହତ ହୋଇଥିବାରୁ ଏବେ ତାଙ୍କ ସ୍ଥାନରେ କିଏ ଖେଳିବେ ସେ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଧାଓ୍ୱନ ଶତକୀୟ ଇନିଂସ ଖେଳିଥିଲେ। ଏବେ ତାଙ୍କ ସ୍ଥାନରେ କିଏ ଖେଳିବେ, ସେନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ବ୍ୟାପକ  ଚର୍ଚ୍ଚା ଚାଲିଛି।

୪ ନମ୍ବରରେ କିଏ ଆସିବେ?

ଧୱନଙ୍କ ବଦଳରେ ଓପନିଂ କରିପାରନ୍ତି ଲୋକେଶ ରାହୁଲ, ହେଲେ ତାଙ୍କ ବଦଳରେ ନମ୍ବର 4 ସ୍ଥାନରେ କିଏ ଖେଳିବେ, ସେ ନେଇ ସସପେନ୍ସ ରହିଛି। ଧାଓ୍ୱନଙ୍କ ସ୍ଥାନରେ ଦୀନେଶ କାର୍ତ୍ତିକ କିମ୍ବା ବିଜୟ ଶଙ୍କର ଖେଳିବେ ବୋଲି ଚର୍ଚ୍ଚା ହେଉଛି। ହେଲେ କିଏ ଏହି ସୁଯୋଗ ପାଇବେ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ

ରେକର୍ଡ ନ୍ୟୁଜିଲ୍ୟାଣ୍ଡ ସପକ୍ଷରେ

ଚଳିତ ବିଶ୍ୱକପରେ ଟିମ ଇଣ୍ଡିଆ ପ୍ରଥମ ଦୁଇଟି ମ୍ୟାଚ ଜିତିଛି। ଅନ୍ୟପକ୍ଷେ  ନ୍ୟୁଜିଲ୍ୟାଣ୍ଡ ମଧ୍ୟ କ୍ରମାଗତ ୩ଟି ମ୍ୟାଚ୍ ଜିତି ଟେବୁଲର ଶୀର୍ଷରେ ରହିଛି। ବିଶ୍ୱକପ୍ ମୁକାବିଲାରେ ଏହି ଦୁଇ ଦେଶ ମଧ୍ୟରେ ୭ଟି ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରୁ ୩ଟିରେ ଭାରତ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୪ଟିରେ ବିଜୟୀ ହୋଇଛି ।

ବର୍ଷା ବିଗାଡ଼ି ଦେଇପାରେ ଖେଳ

ଚଳିତ ବିଶ୍ୱକପରେ ବର୍ଷା ଏକ ପ୍ରମୁଖ ସମସ୍ୟା ପାଲଟିଛି। ଇତିମଧ୍ୟରେ ତିନୋଟି ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇସାରିଛି। ଆଜିର ମ୍ୟାଚରେ  ମଧ୍ୟ ବର୍ଷା ବାଧକ ସାଜିପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ୍ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ଶିଖର ଧୱନ୍।

ନ୍ୟୁଜିଲ୍ୟାଣ୍ଡ୍ ଦଳ: କେନ୍ ୱିଲିୟମସନ୍ (ଅଧିନାୟକ), ମାର୍ଟିନ୍ ଗପ୍ଟିଲ, ମ୍ୟାଟ୍ ହେନରୀ, ଟମ୍ ଲାଥାମ, କଲିନ୍ ମୁନରୋ, ଜିମ୍ମି ନିଶାମ୍, ହେନରୀ ନିକୋଲ୍ସ, ମିଚେଲ୍ ସାଣ୍ଟନର, ଈଶ ସୋଢୀ, ଟ୍ରେଣ୍ଟ ବୋଲ୍ଟ, କଲିନ୍ ଡି’ଗ୍ରାଣ୍ଡହୋମ, ଲକି ଫର୍ଗୁସନ୍, ଟିମ୍ ସାଉଦି, ରସ୍ ଟେଲର, ଟମ୍ ବ୍ଲଣ୍ଡେଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story