ରଣଜୀ ଟ୍ରଫି: ସେମିରେ ପହଞ୍ଚିଲା ଗୁଜରାଟ

ଭଲସାଦ: ସିଦ୍ଧାର୍ଥ ଦେଶାଇ ଓ ଅର୍ଜାନ ନାଗୱାସୱାଲାଙ୍କ ଘାତକ ବୋଲିଂ ବଳରେ ଗୁଜରାଟ ଏଠାରେ ଚାଲିଥିବା ରଣଜୀ ଟ୍ରଫିର ପ୍ରଥମ କ୍ୱାର୍ଟରଫାଇନାଲରେ ଗୋଆକୁ ୪୬୪ ରନର ବୃହତ ବ୍ୟବଧାନରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଗୁଜରାଟ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୬୦୨ ରନ୍ କରି ପାଳି ଘୋଷଣା କରିଥିଲା। ଚତୁର୍ଥ ଦିବସରେ ବେଙ୍ଗଲ ୬ ୱିକେଟରେ ୧୯୯ ରନ୍ କରି ପାଳି ଘୋଷଣା କରିଥିଲା ଏବଂ ଗୋଆ ଆଗରେ ୬୨୯ ରନର ଅସମ୍ଭବ ଟାର୍ଗେଟ୍ […]

gurarat

gurarat

Ranjit Kumar Jena
  • Published: Sunday, 23 February 2020
  • Updated: 23 February 2020, 06:56 PM IST

Sports

Latest News

ଭଲସାଦ: ସିଦ୍ଧାର୍ଥ ଦେଶାଇ ଓ ଅର୍ଜାନ ନାଗୱାସୱାଲାଙ୍କ ଘାତକ ବୋଲିଂ ବଳରେ ଗୁଜରାଟ ଏଠାରେ ଚାଲିଥିବା ରଣଜୀ ଟ୍ରଫିର ପ୍ରଥମ କ୍ୱାର୍ଟରଫାଇନାଲରେ ଗୋଆକୁ ୪୬୪ ରନର ବୃହତ ବ୍ୟବଧାନରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଗୁଜରାଟ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୬୦୨ ରନ୍ କରି ପାଳି ଘୋଷଣା କରିଥିଲା।

ଚତୁର୍ଥ ଦିବସରେ ବେଙ୍ଗଲ ୬ ୱିକେଟରେ ୧୯୯ ରନ୍ କରି ପାଳି ଘୋଷଣା କରିଥିଲା ଏବଂ ଗୋଆ ଆଗରେ ୬୨୯ ରନର ଅସମ୍ଭବ ଟାର୍ଗେଟ୍ ଧାର୍ଯ୍ୟ ରଖିଥିଲା। ଗୁଜରାଟ ପକ୍ଷରୁ ସମିତ୍ ସୋହେଲ୍ ସର୍ବାଧିକ ୭୨ ଓ ଭାର୍ଗବ ମେରାଇ ୫୦ ରନ୍ କରିଥିଲେ। ଗୋଆ ପ୍ରଥମ ଇନିଂସରେ ମାତ୍ର ୧୭୩ ରନ୍ କରି ଅଲଆଉଟ୍ ହୋଇଥିବା ଗୋଆ ଟିମ୍ ଦ୍ୱିତୀୟ ଇନିଂସରେ ମଧ୍ୟ ଗୁଜରାଟ ବୋଲରଙ୍କୁ ସାମ୍ନା କରିନପାରି ୬୬.୪ ଓଭରରେ ୧୬୪ ରନରେ ସୀମିତ ରହିଥିଲା।

ଗୋଆ ପକ୍ଷରୁ ସୂୟଶ ପ୍ରଭୁଦେଶାଇ ୧୧ ଚୌକା ଓ ୧ ଛକା ସହାୟତାରେ ୬୬ ରନର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ। ଦର୍ଶନ ମିଶାଲ ୪୬ ରନ୍ କରି ଅପରାଜିତ ଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଗୁଜରାଟ ପକ୍ଷରୁ ଦେଶାଇ ୮୧ ରନ୍ ଦେଇ ୫ଟି ଓ ନାଗୱାସୱାଲା ୧୮ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ପ୍ରଥମ ଇନିଂସରେ ଅପରାଜିତ ୧୧୮ ରନର ଇନିଂସ୍ ଏବଂ ମ୍ୟାଚରେ ୩ ୱିକେଟ୍ ନେଇଥିବା ରୁଷ କାଲାରିଆ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story