ତ୍ରିଶତକ ପରେ ଦ୍ୱିଶତକ ମାରିଲେ ଏହି ଯୁବ ବ୍ୟାଟ୍ସମ୍ୟାନ୍‌

ଧର୍ମଶାଳା: ଚମତ୍କାର ଫର୍ମରେ ଥିବା ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ସର୍ଫରାଜ ଖାନ୍ ହିମାଚଳ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚର ପ୍ରଥମ ଦିବସରେ ଦ୍ୱିଶତକ ମାରିଛନ୍ତି। ସର୍ଫରାଜଙ୍କ ଏହି ଇନିଂସ୍ ବଳରେ ମୁମ୍ବାଇ ଶୀର୍ଷକ୍ରମ ପତନ ପରେ ହିମାଚଳ ପ୍ରଦେଶ ବିପକ୍ଷରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୩୭୨ ରନ୍ କରିଛି। ଏହା ପୂର୍ବରୁ ସର୍ଫରାଜ ନିଜର ପୂର୍ବ ମ୍ୟାଚରେ ଉତ୍ତର ପ୍ରଦେଶ ବିପକ୍ଷରେ ଅପରାଜିତ ୩୦୧ ରନର ଇନିଂସ୍ ଖେଳିଥିଲେ। ସେ […]

sarfaraz

sarfaraz

Ranjit Kumar Jena
  • Published: Monday, 27 January 2020
  • Updated: 27 January 2020, 09:19 PM IST

Sports

Latest News

ଧର୍ମଶାଳା: ଚମତ୍କାର ଫର୍ମରେ ଥିବା ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ସର୍ଫରାଜ ଖାନ୍ ହିମାଚଳ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚର ପ୍ରଥମ ଦିବସରେ ଦ୍ୱିଶତକ ମାରିଛନ୍ତି। ସର୍ଫରାଜଙ୍କ ଏହି ଇନିଂସ୍ ବଳରେ ମୁମ୍ବାଇ ଶୀର୍ଷକ୍ରମ ପତନ ପରେ ହିମାଚଳ ପ୍ରଦେଶ ବିପକ୍ଷରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୩୭୨ ରନ୍ କରିଛି। ଏହା ପୂର୍ବରୁ ସର୍ଫରାଜ ନିଜର ପୂର୍ବ ମ୍ୟାଚରେ ଉତ୍ତର ପ୍ରଦେଶ ବିପକ୍ଷରେ ଅପରାଜିତ ୩୦୧ ରନର ଇନିଂସ୍ ଖେଳିଥିଲେ।

ସେ ଧର୍ମଶାଳାରେ ହିମାଚଳ ପ୍ରଦେଶର ବୋଲରଙ୍କୁ ଜବରଦସ୍ତ ଧୂଲେଇ କରି ୨୧୩ ବଲରେ ୩୨ ଚୌକା ଓ ୪ ଛକା ସହ ଦ୍ରୁତ ୨୨୬ ରନ୍ କରି ଅପରାଜିତ ରହିଛନ୍ତି। ଏକ ସମୟରେ ମୁମ୍ବାଇର ସ୍କୋର ୩ ୱିକେଟରେ ୧୬ ରନରେ ଥିଲା, କିନ୍ତୁ ସର୍ଫରାଜ କ୍ରିଜକୁ ଆସିବା ପରେ ବାଜି ପଲଟିଯାଇଥିଲା। ମୁମ୍ବାଇର ଶୀର୍ଷ ତିନି ବ୍ୟାଟ୍ସମ୍ୟାନ୍ ଯଥା ଜୟ ବିଷ୍ଟା (୧୨), ଭୂପେନ ଲାଲୱାନୀ (୧) ଓ ହାର୍ଦ୍ଦିକ ତାମୋର (୨) ଶସ୍ତାରେ ଆଉଟ୍ ହୋଇଥିଲେ।

ଏହା ପରେ ସର୍ଫରାଜ ସିଦ୍ଦେଶ ଲାଡ୍ (୨୦)ଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ୫୫ ରନ୍ ଯୋଡ଼ିଥିଲେ। ଲାଡଙ୍କ ଆଉଟ୍ ହେବା ପରେ ସେ କ୍ୟାପଟେନ୍ ଆଦିତ୍ୟ ତାରେ (୬୨)ଙ୍କ ସହ ପଞ୍ଚମ ୱିକେଟ୍ ପାଇଁ ୧୪୩ ରନର ଭାଗୀଦାରୀ କରିଥିଲେ। ଏହା ପରେ ସର୍ଫରାଜ ଓ ଶୁଭମ ରଞ୍ଜନେ (୪୪*) ମଧ୍ୟ ୧୫୮ ରନର ପାର୍ଟନରଶିପ୍ କରି ମୁମ୍ବାଇକୁ ବଡ଼ ସ୍କୋରରେ ପହଞ୍ଚାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story