ବିଶ୍ୱ ଓ ଏସିଆନ୍ ବଡିବିଲ୍‌ଡିଂ ଚାମ୍ପିଅନ୍‌ସିପ୍‌ରେ ଭାରତର ପ୍ରତିନିଧିତ୍ୱ କରିବେ ରଶ୍ମୀରଞ୍ଜନ

ଭୁବନେଶ୍ୱର: ରାଜଧାନୀର ରାସ୍ତାକଡ଼ରେ ବରାପିଆଜି ବିକ୍ରି କରୁଥିବା ରଶ୍ମୀରଞ୍ଜନ ସାହୁ ବିଶ୍ୱ ବଡିବିଲ୍‌ଡିଂ ଚାମ୍ପିଅନ୍‌ସିପ୍‌ ଏବଂ ଏସିଆନ୍ ବଡିବିଲ୍‌ଡିଂ ଚାମ୍ପିଅନ୍‌ସିପ୍‌ରେ ଭାରତର ପ୍ରତିନିଧିତ୍ୱ କରିବେ। ଚେନ୍ନାଇରେ ଶେଷ ହୋଇଥିବା ଜାତୀୟ ଚୟନ ଶିବିରରେ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରଶ୍ମୀରଞ୍ଜନ। ଏଥିସହିତ ଓଡ଼ିଶାରୁ ପଙ୍କଜ ପ୍ରତିହାରୀ, କ୍ରିଷ୍ଣା ରାଓ, ବଲାଲ ଖାନ୍ ଓ ରାଜେଶ ଆଚାରୀ ମଧ୍ୟ ଏହି ଦୁଇ ଚାମ୍ପିଅନ୍‌ସିପ୍‌ରେ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। ସେପ୍ଟେମ୍ବର ୨ରୁ ୮ ତାରିଖ […]

rashmee

rashmee

Rakesh Mallick
  • Published: Friday, 22 July 2016
  • Updated: 22 July 2016, 10:11 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀର ରାସ୍ତାକଡ଼ରେ ବରାପିଆଜି ବିକ୍ରି କରୁଥିବା ରଶ୍ମୀରଞ୍ଜନ ସାହୁ ବିଶ୍ୱ ବଡିବିଲ୍‌ଡିଂ ଚାମ୍ପିଅନ୍‌ସିପ୍‌ ଏବଂ ଏସିଆନ୍ ବଡିବିଲ୍‌ଡିଂ ଚାମ୍ପିଅନ୍‌ସିପ୍‌ରେ ଭାରତର ପ୍ରତିନିଧିତ୍ୱ କରିବେ।

ଚେନ୍ନାଇରେ ଶେଷ ହୋଇଥିବା ଜାତୀୟ ଚୟନ ଶିବିରରେ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରଶ୍ମୀରଞ୍ଜନ।

ଏଥିସହିତ ଓଡ଼ିଶାରୁ ପଙ୍କଜ ପ୍ରତିହାରୀ, କ୍ରିଷ୍ଣା ରାଓ, ବଲାଲ ଖାନ୍ ଓ ରାଜେଶ ଆଚାରୀ ମଧ୍ୟ ଏହି ଦୁଇ ଚାମ୍ପିଅନ୍‌ସିପ୍‌ରେ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି।

ସେପ୍ଟେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ଭୁଟାନରେ ଏସିଆନ୍ ବଡିବିଲ୍‌ଡିଂ ଓ ନଭେମ୍ବରରେ ଥାଇଲ୍ୟାଣ୍ଡରେ ବିଶ୍ୱ ବଡିବିଲ୍‌ଡିଂ ଚାମ୍ପିଅନ୍‌ସିପ୍ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story