ବକ୍ସିଂ ଡେ’ ଟେଷ୍ଟରେ ଡେବ୍ୟୁ କରିବେ ଦକ୍ଷିଣ ଆଫ୍ରିକାର ଡୁସେନ୍

ଜୋହାନ୍ସବର୍ଗ: ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ବକ୍ସିଂ ଡେ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ପାଇଁ ବ୍ୟାଟସମ୍ୟାନ ରାସି ଭାନ୍ ଡର୍ ଡୁସେନ୍ ଡେବ୍ୟୁ କରିବେ। ୩୦ ବର୍ଷୀୟ ଡୁସେନ ୫ନଂରେ ବ୍ୟାଟିଂ କରିବେ ବୋଲି ଆଜି ଅଧିନାୟକ ଫାଫ ଡୁଫ୍ଲେସିସ କହିଛନ୍ତି। ଟେମ୍ବା ବୁଭୁମା ଆହତ ସମସ୍ୟା ଯୋଗୁ ଦଳରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଡୁସେନଙ୍କୁ ସ୍ଥାନ ମିଳିଛି। ଇଂଲଣ୍ଡ ବିପକ୍ଷ ୪ଟିକିଆ ଟେଷ୍ଟ ସିରିଜ୍ […]

de

de

Hemant Lenka
  • Published: Wednesday, 25 December 2019
  • Updated: 25 December 2019, 06:35 PM IST

ଜୋହାନ୍ସବର୍ଗ: ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ବକ୍ସିଂ ଡେ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ପାଇଁ ବ୍ୟାଟସମ୍ୟାନ ରାସି ଭାନ୍ ଡର୍ ଡୁସେନ୍ ଡେବ୍ୟୁ କରିବେ। ୩୦ ବର୍ଷୀୟ ଡୁସେନ ୫ନଂରେ ବ୍ୟାଟିଂ କରିବେ ବୋଲି ଆଜି ଅଧିନାୟକ ଫାଫ ଡୁଫ୍ଲେସିସ କହିଛନ୍ତି। ଟେମ୍ବା ବୁଭୁମା ଆହତ ସମସ୍ୟା ଯୋଗୁ ଦଳରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଡୁସେନଙ୍କୁ ସ୍ଥାନ ମିଳିଛି।

ଇଂଲଣ୍ଡ ବିପକ୍ଷ ୪ଟିକିଆ ଟେଷ୍ଟ ସିରିଜ୍ ପାଇଁ ଡୁସେନଙ୍କ ସମେତ ୪ ଜଣ ନୂଆ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ସ୍କ୍ୱାଡରେ ସାମିଲ କରାଯାଇଥିଲା। ଡୁସେନ ଦକ୍ଷିଣ ଆଫ୍ରିକା ପାଇଁ ୨୮ଟି ଦିନିକିଆ ଓ ୯ଟି ଟି-୨୦ ଖେଳିଛନ୍ତି। ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ପାଇଁ ଡୁସେନ ହିଁ ଭଲ ବ୍ୟାଟିଂ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story