ଗାଙ୍ଗୁଲିଙ୍କୁ ଭୁଲିଯାଇ ଜୟ ଶାହଙ୍କୁ ବଧେଇ ଜଣାଇଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସମୟରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇପିଏଲ୍ ଭଳି ଟୁର୍ଣ୍ଣାମେଣ୍ଟକୁ ସଫଳତାପୂର୍ବକ ଆୟୋଜନ କରିଛି। ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ଅନ୍ୟ ପଦାଧିକାରୀଙ୍କୁ ଏଥିପାଇଁ ଧନ୍ୟବାଦ ଦିଆଯାଉଛି। କିନ୍ତୁ ଏହା ମଧ୍ୟରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ଏକ ଟୁଇଟ ଦ୍ୱାରା ନୂଆ ବିବାଦ ସୃଷ୍ଟି ହୋଇଛି। Take a BOW @JayShah, Brijesh Patel, @hemangamin and the medical staff of the @BCCI […]

ravi

ravi

Ranjit Kumar Jena
  • Published: Wednesday, 11 November 2020
  • Updated: 11 November 2020, 07:36 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସମୟରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇପିଏଲ୍ ଭଳି ଟୁର୍ଣ୍ଣାମେଣ୍ଟକୁ ସଫଳତାପୂର୍ବକ ଆୟୋଜନ କରିଛି। ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ଅନ୍ୟ ପଦାଧିକାରୀଙ୍କୁ ଏଥିପାଇଁ ଧନ୍ୟବାଦ ଦିଆଯାଉଛି। କିନ୍ତୁ ଏହା ମଧ୍ୟରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ଏକ ଟୁଇଟ ଦ୍ୱାରା ନୂଆ ବିବାଦ ସୃଷ୍ଟି ହୋଇଛି।

https://twitter.com/RaviShastriOfc/status/1326225946400198666?s=20

ମଙ୍ଗଳବାର ଦୁବାଇରେ ଖେଳାଯାଇଥିବା ଆଇପିଏଲ୍ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଟାଇଟଲ୍ ବଜାୟ ରଖି ଫାଇନାଲରେ ଦିଲ୍ଲୀକୁ ୫ ୱିକେଟରେ ହରାଇ ରେକର୍ଡ ପଞ୍ଚମଥର ଟ୍ରଫି ହାସଲ କରିଛି। ଟାଇଟଲ୍ ମୁକାବିଲାରେ ରୋହିତ୍ ଶର୍ମା କ୍ୟାପଟେନ୍ ଇନିଂସ୍ ଖେଳି ଟିମକୁ ବିଜୟୀ କରାଇଥିଲେ।

https://twitter.com/ShivenduAnand6/status/1326227062709841921?s=20

ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ବିସିସିଆଇର ସବୁ ସଦସ୍ୟଙ୍କୁ ବଧେଇ ଜଣାଇଛନ୍ତି। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ଶାସ୍ତ୍ରୀ ଏଥିରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ନାଁ ନେଇନାହାନ୍ତି। ଶାସ୍ତ୍ରୀଙ୍କର ଏଭଳି କାମକୁ ନେଇ ପ୍ରଶଂସକ ବହୁତ ନିରାଶ ହୋଇଛନ୍ତି।

https://twitter.com/kcseawaves/status/1326237408350801920?s=20

ଫାଇନାଲ୍‌ ମୁକାବିଲା ଶେଷ ହେବା ପରେ ଶାସ୍ତ୍ରୀ ଏକ ଟୁଇଟ୍ କରିଥିଲେ, ଯେଉଁଥିରେ ସେ ଜୟ ଶାହ, ବ୍ରିଜେଶ ପଟେଲ ଓ ହେମାଙ୍ଗ ଆମୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ଏଥିରେ ସେ ଗାଙ୍ଗୁଲିଙ୍କ ନାଁ ନେଇନାହାନ୍ତି, ଯିଏ ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଅଛନ୍ତି ଏବଂ ଆଇପିଏଲକୁ ଭାରତ ବାହାରେ ସଫଳ କରାଇବାରେ ତାଙ୍କର ସବୁଠାରୁ ବଡ଼ ଯୋଗଦାନ ରହିଛି। ଶାସ୍ତ୍ରୀ ଟୁଇଟରେ ଲେଖିଛନ୍ତି, ଏହି ସମ୍ଭବ କାର୍ଯ୍ୟ ଓ ସ୍ୱପ୍ନକୁ ପୂରଣ କରିବା ପାଇଁ ଜୟ ଶାହ, ବ୍ରିଜେଶ୍ ପଟେଲ୍ ଓ ହେମାଙ୍ଗ ଆମୀନ୍ ଏବଂ ବିସିସିଆଇର ମେଡିକାଲ୍‌ ଷ୍ଟାଫ ପ୍ରଶଂସାର ଯୋଗ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story