ରିଓ ଅଲିମ୍ପିକ୍‌: ଜିମ୍ନାଷ୍ଟିକ୍‌ ଭଲ୍‌ଟ ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ଦୀପା

ରିଓ ଡି ଜେନେରିଓ:  ଜିମ୍ନାଷ୍ଟିକ୍‌ ଭଲ୍‌ଟ ଇଭେଣ୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିବା ଦୀପା କର୍ମାକର ପଦକରୁ ବଞ୍ଚିତ ହୋଇଛନ୍ତି। ତେବେ ପ୍ରଭାବୀ  ପ୍ରଦର୍ଶନ କରିଥିଲେ ମଧ୍ୟ ପଦକ ଜିତିବାରେ ସେ ଅସମର୍ଥ ହୋଇଛନ୍ତି। ଫାଇନାଲରେ ଚତୁର୍ଥ ସ୍ଥାନରେ ରହି ଦୀପା ଅଳ୍ପକେ ପଦକ ପାଇବାରେ ବଞ୍ଚିତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ୟୁଏସ୍‌ର ସିମୋନି ବିଲ୍ସ ୧୫.୯୬୬ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୧୫.୨୫୩ ପଏଣ୍ଟ ସହ ଋଷିଆର ମାରିଆ ପାସେକା ଏବଂ ୧୫.୨୧୬ […]

Dipa

Dipa

Rakesh Mallick
  • Published: Monday, 15 August 2016
  • Updated: 15 August 2016, 10:37 AM IST

Sports

Latest News

ରିଓ ଡି ଜେନେରିଓ:  ଜିମ୍ନାଷ୍ଟିକ୍‌ ଭଲ୍‌ଟ ଇଭେଣ୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିବା ଦୀପା କର୍ମାକର ପଦକରୁ ବଞ୍ଚିତ ହୋଇଛନ୍ତି। ତେବେ ପ୍ରଭାବୀ  ପ୍ରଦର୍ଶନ କରିଥିଲେ ମଧ୍ୟ ପଦକ ଜିତିବାରେ ସେ ଅସମର୍ଥ ହୋଇଛନ୍ତି। ଫାଇନାଲରେ ଚତୁର୍ଥ ସ୍ଥାନରେ ରହି ଦୀପା ଅଳ୍ପକେ ପଦକ ପାଇବାରେ ବଞ୍ଚିତ ହୋଇଛନ୍ତି।

ଏହି ପ୍ରତିଯୋଗିତାରେ ୟୁଏସ୍‌ର ସିମୋନି ବିଲ୍ସ ୧୫.୯୬୬ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୧୫.୨୫୩ ପଏଣ୍ଟ ସହ ଋଷିଆର ମାରିଆ ପାସେକା ଏବଂ ୧୫.୨୧୬ ପଏଣ୍ଟ ସହ ସୁଇଜରଲ୍ୟାଣ୍ଡର ଗ୍ୟୁଲିଆ ଷ୍ଟେନି ଗ୍ରୁବର୍‌ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି। ଦୀପାଙ୍କୁ ୧୫.୦୬୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story