ରିଓ ଅଲିମ୍ପିକରେ ସ୍ଥାନ ପକ୍କା କଲେ ଜୈଶା ଓ ସୁଧା

ନୂଆଦିଲ୍ଲୀ: ଚୀନର ରାଜଧାନୀ ବେଜିଂରେ ଚାଲିଥିବା ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ରବିବାର ପ୍ରଶଂସନୀୟ ପ୍ରଦର୍ଶନ କରି ୨୦୧୬ ରିଓ ଅଲିମ୍ପିକରେ ସ୍ଥାନ ପକ୍କା କରିଛନ୍ତି ମହିଳା ମାରାଥନର୍ ଜୈଶା ଓରଚାତ୍ତେରୀ ଓ ସୁଧା ସିଂହ। ଏହା ସହିତ ଆଜିର ମାରାଥନରେ ଜୈଶା ଜାତୀୟ ରେକର୍ଡ କରିଛନ୍ତି। ସେ ଫିନିସ୍ ଲାଇନକୁ ଦୁଇ ଘଣ୍ଟା ୩୪ ମିନିଟ୍ ଓ ୪୩ ସେକେଣ୍ଡରେ ପାର କରି ୧୮ତମ ସ୍ଥାନରେ ରହିଥିଲେ। ସେହିପରି ସୁଧା ସିଂହ ଫିନିସ୍ ଲାଇନକୁ ୨ ଘଣ୍ଟା […]

sudhasingjaisha

sudhasingjaisha

Rakesh Mallick
  • Published: Sunday, 30 August 2015
  • Updated: 30 August 2015, 06:18 AM IST

Sports

Latest News

[caption id="attachment_27979" align="alignleft" width="300"]sudhasingjaisha ସୁଧା ସିଂହ (ବାମ) ଓ ଜୈଶାଙ୍କ ଫାଇଲ ଫଟୋ[/caption]

ନୂଆଦିଲ୍ଲୀ: ଚୀନର ରାଜଧାନୀ ବେଜିଂରେ ଚାଲିଥିବା ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ରବିବାର ପ୍ରଶଂସନୀୟ ପ୍ରଦର୍ଶନ କରି ୨୦୧୬ ରିଓ ଅଲିମ୍ପିକରେ ସ୍ଥାନ ପକ୍କା କରିଛନ୍ତି ମହିଳା ମାରାଥନର୍ ଜୈଶା ଓରଚାତ୍ତେରୀ ଓ ସୁଧା ସିଂହ। ଏହା ସହିତ ଆଜିର ମାରାଥନରେ ଜୈଶା ଜାତୀୟ ରେକର୍ଡ କରିଛନ୍ତି। ସେ ଫିନିସ୍ ଲାଇନକୁ ଦୁଇ ଘଣ୍ଟା ୩୪ ମିନିଟ୍ ଓ ୪୩ ସେକେଣ୍ଡରେ ପାର କରି ୧୮ତମ ସ୍ଥାନରେ ରହିଥିଲେ। ସେହିପରି ସୁଧା ସିଂହ ଫିନିସ୍ ଲାଇନକୁ ୨ ଘଣ୍ଟା ୩୫ ମିନିଟ୍ ୩୫ ସେକେଣ୍ଡରେ ଅତିକ୍ରମ କରି ୧୯ତମ ସ୍ଥାନରେ ରହିଥିଲେ।  ୧୮ ଓ ୧୯ ନମ୍ବର ସ୍ଥାନରେ ରହିଥିଲେ ବି ଏହି ଦୁଇ ଭାରତୀୟ ମାରାଥନର୍ ରିଓ ଅଲିମ୍ପିକରେ ସ୍ଥାନ ପାଇଛନ୍ତି।

ଅନ୍ୟପକ୍ଷରେ ଆଜିର ଏହି ରେସକୁ ଜିତି ନେଇଛନ୍ତି ଇଥୋପିଆର ମାରେ ଦିବାବା। ସେ ଦୁଇ ଘଣ୍ଟା ୨୭ ମିନିଟ୍ ୩୫ ସେକେଣ୍ଡରେ ଫିନିସ୍ ଲାଇନ୍ ଅତକ୍ରମ କରିଥିଲେ। ଆଉ ୱାର୍ଲ୍ଡ ଚାମ୍ପିଅନସିପ୍ ମାରାଥନ୍ ଟାଇଟଲ୍ ଜିତିବାରେ ସେ ବନି ଯାଇଛନ୍ତି ଇଥୋପିଆର ପ୍ରଥମ ମହିଳା।  ଦିବାବା କେନିଆର ହେଲାହ କିପ୍ରୋପଙ୍କୁ ଗୋଟିଏ ସେକେଣ୍ଡରେ ପଛରେ ପକାଇ ଏହି ଇଭେଣ୍ଟ୍ ଜିତି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story