ରିଓ ପାରାଅଲିମ୍ପିକ୍‌: ୫୦ ମିଟର ସୁଇମିଂରେ ନିରାଶ କଲେ ସୟାଶ

ରିଓ ଡି’ ଜେନେରିଓ: ବ୍ରାଜିଲ୍‌ର ଣିଓ ସହରରେ ଚାଲିଥିବା ପାରାଅଲିମ୍ପିକରେ ୫୦ ମିଟର ପୁରୁଷ ଏସ୍‌-୭ ବର୍ଗ ସୁଇମିଂର ଫାଇନାଲକୁ ଯାଇପାରି ନାହାନ୍ତି ଭାରତର ସୁୟାଶ ନାରାୟଣ ଯାଦବ।

ଫାଇନାଲକୁ ଶ୍ରେଷ୍ଠ ୮ ଜଣ ପ୍ରତିଯୋଗୀ ଯିବାକୁ ଥିବା ବେଳେ ସୁୟାଶ ୯ମ ସ୍ଥାନରେ ରହିଥିଲେ। ସେ ୩୧.୫୮ ସେକେଣ୍ଡ ନେଇ ତାଙ୍କ ସୁଇମିଂ ଶେଷ କରିଥିଲେ।