ବ୍ରିସବେନ୍ ଇନିଂସ୍ ପରେ ପନ୍ତଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ପରେ ଆଜି ଆଇସିସି ଟେଷ୍ଟ ରାଙ୍କିଙ୍ଗ୍ ଜାରି କରାଯାଇଛି। ନୂଆ ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ କ୍ଷତି ହୋଇଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ଋଷଭ ପନ୍ତଙ୍କୁ ବିପୁଳ ଫାଇଦା ହୋଇଛି। କୋହଲି ଏବେ ଟେଷ୍ଟ ରାଙ୍କିଙ୍ଗର ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। କୋହଲିଙ୍କ ତୃତୀୟ ସ୍ଥାନକୁ ଦଖଲ କରିଛନ୍ତି ଅଷ୍ଟ୍ରେଲିଆର ମାର୍ନସ ଲାବୁଶେନ୍। କେନ୍ ୱିଲିୟମସନ୍ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ […]

pant

pant

Ranjit Kumar Jena
  • Published: Wednesday, 20 January 2021
  • Updated: 20 January 2021, 02:02 PM IST

Sports

Latest News

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ପରେ ଆଜି ଆଇସିସି ଟେଷ୍ଟ ରାଙ୍କିଙ୍ଗ୍ ଜାରି କରାଯାଇଛି। ନୂଆ ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ କ୍ଷତି ହୋଇଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ଋଷଭ ପନ୍ତଙ୍କୁ ବିପୁଳ ଫାଇଦା ହୋଇଛି। କୋହଲି ଏବେ ଟେଷ୍ଟ ରାଙ୍କିଙ୍ଗର ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। କୋହଲିଙ୍କ ତୃତୀୟ ସ୍ଥାନକୁ ଦଖଲ କରିଛନ୍ତି ଅଷ୍ଟ୍ରେଲିଆର ମାର୍ନସ ଲାବୁଶେନ୍। କେନ୍ ୱିଲିୟମସନ୍ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଷ୍ଟିଭ୍ ସ୍ମିଥ୍ ୨ୟରେ ରହିଛନ୍ତି।

ତେବେ ରାଙ୍କିଙ୍ଗରେ ପନ୍ତଙ୍କୁ ବଡ଼ ଫାଇଦା ହୋଇଛି। ଗାବା ଓ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିବା ପନ୍ତ କ୍ୟାରିୟରର ଶ୍ରେଷ୍ଠ ୧୩ଶ ସ୍ଥାନକୁ ଉଠିଛନ୍ତି। ଏଥିସହ ପନ୍ତ ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ଶୀର୍ଷ ରାଙ୍କିଙ୍କପ୍ରାପ୍ତ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି'କକ୍ ୧୫ଶ ସ୍ଥାନରେ ରହିଛନ୍ତି।

https://twitter.com/ICC/status/1351773143099084801?s=20

ଭାରତର ଐତିହାସିକ ସିରିଜ୍ ବିଜୟରେ ପନ୍ତ ପ୍ରମୁଖ ଭୂମିକା ବହନ କରିଥିଲେ। ୨୩ ବର୍ଷୀୟ ଏହି ଯୁବ ବ୍ୟାଟ୍ସମ୍ୟାନ୍ ଆଡିଲେଡ୍ ଟେଷ୍ଟରେ ସୁଯୋଗ ପାଇନଥିଲେ। କିନ୍ତୁ ସିଡନୀ ଟେଷ୍ଟରେ ପନ୍ତ ୯୭ ରନର ମାରାଥନ୍ ଇନିଂସ୍ ଖେଳି ନିଜ ଦାବିଦାରକୁ ମଜଭୁତ୍ କରିଥିଲେ। ତାଙ୍କର ଏହି ଇନିଂସ୍ ବଳରେ ଭାରତ ତୃତୀୟ ଟେଷ୍ଟକୁ ଡ୍ର' କରିବାରେ ସଫଳ ହୋଇଥିଲା। ସେହିପରି ବ୍ରିସବେନ୍ ଟେଷ୍ଟରେ ୩୨୮ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ପନ୍ତ ୮୯ ରନର ଇନିଂସ୍ ଖେଳି ଭାରତକୁ ଜିତାଇଥିଲେ।

ସେହିପରି ବ୍ରିସବେନ୍ ଟେଷ୍ଟରେ ୯୧ ରନର ଇନିଂସ୍ ଖେଳିଥିବା ଶୁବମନ୍ ଗିଲ ୬୮ତମରୁ ୪୭ତମ ସ୍ଥାନକୁ ଉଠିଛନ୍ତି। ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା ଗୋଟିଏ ସ୍ଥାନ ଉପରକୁ ଉଠି ସପ୍ତମରେ ପହଞ୍ଚିଛନ୍ତି। ଚତୁର୍ଥ ଟେଷ୍ଟରେ ୬ ୱିକେଟ୍ ନେଇଥିବା ମହମ୍ମଦ ସିରାଜ ୩୨ଟି ସ୍ଥାନ ଉପରକୁ ଉଠି ୪୫ତମ ସ୍ଥାନରେ ପହଞ୍ଚିଛନ୍ତି।

ଡେବ୍ୟୁଟାଣ୍ଟ ୱାଶିଂଟନ୍ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁରଙ୍କୁ ମଧ୍ୟ ରାଙ୍କିଙ୍ଗରେ ଫାଇଦା ହୋଇଛି। ସୁନ୍ଦର ବ୍ୟାଟିଂରେ ୮୨ତମ ଓ ବୋଲିଂରେ ୯୭ତମ ସ୍ଥାନରେ ପହଞ୍ଚିଥିବା ବେଳେ ଠାକୁର ବ୍ୟାଟିଂରେ ୧୧୩ତମ ଏବଂ ବୋଲିଂରେ ୬୫ତମ ସ୍ଥାନକୁ ଉଠିଛନ୍ତି। ବ୍ୟାଟିଂରେ ନିରାଶ କରିଥିବା ଅଜିଙ୍କ୍ୟ ରାହାଣେ ଦୁଇଟି ସ୍ଥାନ ସହ ନବମକୁ ଖସି ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story