ଡେଭିସ କପ୍‌: ଏକକ ବର୍ଗରେ ରୋହନଙ୍କ ବିଜୟ

ଚଣ୍ଡିଗଡ: ଡେଭିସ୍‌ କପ୍‌ (ଏସିଆ/ଓସେନିଆ ଗ୍ରୁପ-୧) ଏକକ ବର୍ଗରେ କୋରିଆର ହୋଙ୍ଗ ଚୁଙ୍ଗଙ୍କୁ ପରାଜିତ କରିଛନ୍ତି ରୋହନ୍‌ ବୋପାନ୍ନା। ରୋହନ୍‌ ଚୁଙ୍ଗଙ୍କୁ ୩-୬ ୬-୪ ୬-୪ରେ ପରାଜିତ କରିଛନ୍ତି। ଏହି ବିଜୟ ସହ ଭାରତ ଡେଭିସ୍ କପ୍‌ରେ ୩-୦ରେ ଆଗୁଆ ରହିଛି। ଗତକାଲି ଦକ୍ଷିଣ କୋରିଆର ହୋଙ୍ଗ ଚୁଙ୍ଗ ଓ ୟୁସୋଙ୍ଗ ଚୁଙ୍ଗ ଯୋଡିଙ୍କୁ ପରାଜିତ କରି ପ୍ଲେ ଅଫ୍‌କୁ ଯାଇଥିଲେ ଭାରତର ଲିଆଣ୍ଡର ପେସ୍‌ ଓ ରୋହନ୍‌ ବୋପାନ୍ନା ଯୋଡି। ଚଣ୍ଡିଗଡ ଗ୍ରାସ କୋର୍ଟରେ ଖେଳାଯାଇଥିବା ଏକ […]

rohan-bopanna-davis-cup

rohan-bopanna-davis-cup

Rakesh Mallick
  • Published: Sunday, 17 July 2016
  • Updated: 17 July 2016, 06:05 PM IST

Sports

Latest News

ଚଣ୍ଡିଗଡ: ଡେଭିସ୍‌ କପ୍‌ (ଏସିଆ/ଓସେନିଆ ଗ୍ରୁପ-୧) ଏକକ ବର୍ଗରେ କୋରିଆର ହୋଙ୍ଗ ଚୁଙ୍ଗଙ୍କୁ ପରାଜିତ କରିଛନ୍ତି ରୋହନ୍‌ ବୋପାନ୍ନା। ରୋହନ୍‌ ଚୁଙ୍ଗଙ୍କୁ ୩-୬ ୬-୪ ୬-୪ରେ ପରାଜିତ କରିଛନ୍ତି। ଏହି ବିଜୟ ସହ ଭାରତ ଡେଭିସ୍ କପ୍‌ରେ ୩-୦ରେ ଆଗୁଆ ରହିଛି।

ଗତକାଲି ଦକ୍ଷିଣ କୋରିଆର ହୋଙ୍ଗ ଚୁଙ୍ଗ ଓ ୟୁସୋଙ୍ଗ ଚୁଙ୍ଗ ଯୋଡିଙ୍କୁ ପରାଜିତ କରି ପ୍ଲେ ଅଫ୍‌କୁ ଯାଇଥିଲେ ଭାରତର ଲିଆଣ୍ଡର ପେସ୍‌ ଓ ରୋହନ୍‌ ବୋପାନ୍ନା ଯୋଡି।

ଚଣ୍ଡିଗଡ ଗ୍ରାସ କୋର୍ଟରେ ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତର ଏହି ଯୋଡି କୋରିଆ ଯୋଡିଙ୍କୁ ସିଧା ସଳଖ ୬-୩,୬-୪,୬-୪ରେ ସେଟ୍‌ରେ ପରାସ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story