ସଚିନ-ସେହୱାଗଙ୍କୁ ଟପିଲେ ରୋହିତ-ଧୱନ

ମାଉଣ୍ଟ ମାଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବି ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ବିରାଟ ବାହିନୀ ଏହି ମ୍ୟାଚ୍‌ରେ ଘରୋଇ ଟିମ୍‌କୁ ୯୦ ରନ୍‌ରେ ହରାଇଛି। ଭାରତ ୫୦ ଓଭରରେ ମାତ୍ର ୪ଟି ୱିକେଟ୍ ହରାଇ ୩୨୪ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୪୦.୨ ଓଭରରେ ୨୩୪ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ଆଜିର ମ୍ୟାଚ୍‌ରେ ଓପନିଂ […]

dhawansharma

dhawansharma

Jitendra Garnayak
  • Published: Saturday, 26 January 2019
  • Updated: 26 January 2019, 02:54 PM IST

Sports

Latest News

ମାଉଣ୍ଟ ମାଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବି ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ବିରାଟ ବାହିନୀ ଏହି ମ୍ୟାଚ୍‌ରେ ଘରୋଇ ଟିମ୍‌କୁ ୯୦ ରନ୍‌ରେ ହରାଇଛି। ଭାରତ ୫୦ ଓଭରରେ ମାତ୍ର ୪ଟି ୱିକେଟ୍ ହରାଇ ୩୨୪ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୪୦.୨ ଓଭରରେ ୨୩୪ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି।

ଆଜିର ମ୍ୟାଚ୍‌ରେ ଓପନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧୱନ ବଢ଼ିଆ ଖେଳିଥିଲେ। ସେମାନଙ୍କ ମଧ୍ୟରେ ପୁଣି ଶତକୀୟ ଭାଗୀଦାରୀ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ୧୫୪ ରନ୍‌ର ପାର୍ଟନରସିପ୍ ହୋଇଥିବା ବେଳେ ପ୍ରଥମ ଶିଖର ଆଉଟ୍ ହୋଇଯାଇଥିଲେ। ଏହି ଶତକୀୟ ଭାଗୀଦାରୀ ସହିତ ଏ ଦୁଇ ଖେଳାଳି ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହୱାଗ ଯୋଡ଼ିକୁ ଟପି ଯାଇଛନ୍ତି।

ସଚିନ ଓ ସେହୱାଗ ମଧ୍ୟରେ ୧୩ଟି ଶତକୀୟ ଭାଗୀଦାରୀ ହୋଇଥିବା ବେଳେ ରୋହିତ ଓ ଶିଖରଙ୍କ ମଧ୍ୟରେ ୧୪ଟି ଶତକୀୟ ଭାଗୀଦାରୀ ହୋଇଛି।

ଆଜି ରୋହିତ ୯୬ ବଲ୍‌ରୁ ୮୭ ରନ୍ କରିଥିବା ବେଳେ ଧୱନ ୬୭ ବଲ୍‌ରୁ ୬୬ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story