ଫାଇନାଲରେ ବଡ଼ ରେକର୍ଡ କଲେ ରୋହିତ୍ ଶର୍ମା

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ୍ ଶର୍ମା ଆଇପିଏଲରେ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ରୋହିତ୍ ୨ୟ ଖେଳାଳି ଭାବେ ଆଇପିଏଲରେ ୨୦୦ତମ ମ୍ୟାଚ୍ ଖେଳିବାର ଗୌରବ ଲାଭ କରିଛନ୍ତି। ସେ ମଙ୍ଗଳବାର ଦୁବାଇରେ ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ରୋହିତ୍ ନିଜର ଆଇପିଏଲ୍ ଯାତ୍ରାରେ ଦୁଇଟି ଫ୍ରାଞ୍ଚାଇଜି (ଡେକାନ୍ ଚାର୍ଜର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ) ପକ୍ଷରୁ ଖେଳିଛନ୍ତି। ୨୦୦୮ରେ ଆଇପିଏଲରେ ଡେବ୍ୟୁ କରିଥିବା ରୋହିତ୍ ଏପର୍ଯ୍ୟନ୍ତ ୩୯ ଅର୍ଦ୍ଧଶତକ […]

rohit

rohit

Ranjit Kumar Jena
  • Published: Tuesday, 10 November 2020
  • Updated: 10 November 2020, 10:17 PM IST

Sports

Latest News

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ୍ ଶର୍ମା ଆଇପିଏଲରେ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ରୋହିତ୍ ୨ୟ ଖେଳାଳି ଭାବେ ଆଇପିଏଲରେ ୨୦୦ତମ ମ୍ୟାଚ୍ ଖେଳିବାର ଗୌରବ ଲାଭ କରିଛନ୍ତି। ସେ ମଙ୍ଗଳବାର ଦୁବାଇରେ ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

ରୋହିତ୍ ନିଜର ଆଇପିଏଲ୍ ଯାତ୍ରାରେ ଦୁଇଟି ଫ୍ରାଞ୍ଚାଇଜି (ଡେକାନ୍ ଚାର୍ଜର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ) ପକ୍ଷରୁ ଖେଳିଛନ୍ତି। ୨୦୦୮ରେ ଆଇପିଏଲରେ ଡେବ୍ୟୁ କରିଥିବା ରୋହିତ୍ ଏପର୍ଯ୍ୟନ୍ତ ୩୯ ଅର୍ଦ୍ଧଶତକ ଓ ଗୋଟିଏ ଶତକ ମାରିଛନ୍ତି। ତେବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତଙ୍କର ଏହା ୧୫୫ତମ ମ୍ୟାଚ୍ ଥିଲା। ଅକ୍ଟୋବର ୧୧ ତାରିଖରେ ରୋହିତ୍ ଦିଲ୍ଲୀ ବିପକ୍ଷରେ ମଧ୍ୟ ନିଜର ୧୫୦ତମ ମ୍ୟାଚ୍ ଖେଳିଥିଲେ।

ସେହିପରି କାଇରନ୍ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୧୫୦ରୁ ଅଧିକ ମ୍ୟାଚ୍ ଖେଳିସାରିଛନ୍ତି। ପୋଲାର୍ଡ ମୁମ୍ବାଇ ପକ୍ଷରୁ ମୋଟ ୧୬୪ ମ୍ୟାଚ୍ ଖେଳିସାରିଲେଣି। ଗତମାସରେ ଚେନ୍ନାଇ ସୁପର୍ କିଙ୍ଗସ୍ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ୨୦୦ତମ ଆଇପିଏଲ୍‌ ମ୍ୟାଚ୍ ଖେଳିଥିଲେ। ତେଣୁ ଧୋନି ପ୍ରଥମ ଖେଳାଳି ଭାବେ ଆଇପିଏଲରେ ୨୦୦ ମ୍ୟାଚ୍ ଖେଳିବାର ସୌଭାଗ୍ୟ ଲାଭ କରିସାରିଛନ୍ତି। ଧୋନି ଏପର୍ଯ୍ୟନ୍ତ ମୋଟ ୨୦୪ ମ୍ୟାଚ୍ ଖେଳି ୪୬୨୩ ରନ୍ କରିଛନ୍ତି, ଯେଉଁଥିରେ ୨୩ ଅର୍ଦ୍ଧଶତକ ସାମିଲ୍‌ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story