ବାଂଲା ବିପକ୍ଷରେ ଇଂଲଣ୍ଡର ବିସ୍ଫୋରକ ଆରମ୍ଭ, ଦୁଇ ଓପନର୍‌ଙ୍କ ଅର୍ଦ୍ଧଶତକ

କାରଡିଫ୍‌: ଟସ୍‌ ହାରି ବାଂଲାଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଇଂଲଣ୍ଡ ବିସ୍ଫୋରକ ଆରମ୍ଭ କରିଛି। ଦଳର ଦୁଇ ଓପନର ଜନ୍ନି ବେୟାରଷ୍ଟୋ ଓ ଜାସନ ରୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ନିଜ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ରୟ ମାତ୍ର ୬୩ଟି ବଲ୍‌ରେ ୭୦ ରନ୍‌ କରିଥିବା ବେଳେ ବେୟାରଷ୍ଟୋ ୪୮ ବଲ୍‌ରେ ୫୦ ରନ୍‌ କରିଛନ୍ତି। ଇଂଲଣ୍ଡ ୧୮.୩ ଓଭର୍‌ ଶେଷ ସୁଦ୍ଧା ବିନା ୱିକେଟ୍‌ରେ ୧୨୩ ରନ୍‌ କରିଛି। […]

s

s

Hemant Lenka
  • Published: Saturday, 08 June 2019
  • Updated: 08 June 2019, 04:18 PM IST

Sports

Latest News

କାରଡିଫ୍‌: ଟସ୍‌ ହାରି ବାଂଲାଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଇଂଲଣ୍ଡ ବିସ୍ଫୋରକ ଆରମ୍ଭ କରିଛି। ଦଳର ଦୁଇ ଓପନର ଜନ୍ନି ବେୟାରଷ୍ଟୋ ଓ ଜାସନ ରୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ନିଜ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ରୟ ମାତ୍ର ୬୩ଟି ବଲ୍‌ରେ ୭୦ ରନ୍‌ କରିଥିବା ବେଳେ ବେୟାରଷ୍ଟୋ ୪୮ ବଲ୍‌ରେ ୫୦ ରନ୍‌ କରିଛନ୍ତି। ଇଂଲଣ୍ଡ ୧୮.୩ ଓଭର୍‌ ଶେଷ ସୁଦ୍ଧା ବିନା ୱିକେଟ୍‌ରେ ୧୨୩ ରନ୍‌ କରିଛି।

ଏହି ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ମର୍ଶଫେ ମୋର୍ତାଜା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ତେବେ ଇଂଲଣ୍ଡ ମୋଇନ୍‌ ଅଲୀଙ୍କ ବଦଳରେ ଲିଆମ ପ୍ଲଙ୍କେଟ୍‌ଙ୍କୁ ଚୂଡ଼ାନ୍ତ ଏକାଦାଶରେ ସାମିଲ କରିଛି।
ଇଂଲଣ୍ଡ ତା’ର ଗତ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା। ସେହିପରି ବାଂଲାଦେଶ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡ ସହ ଲଢ଼େଇ କରିଥିଲେ ହେଁ ପରାଜୟ ବରଣ କରିଥିଲା। ଉଭୟ ଦଳ ସେମାନଙ୍କର ୨ଟି ଲେଖାଏ ମ୍ୟାଚ୍‌ରୁ ଗୋଟିଏ ଲେଖାଏ ଜିତିଛନ୍ତି। ତେଣୁ ଆଜି ଉଭୟ ଦଳ ୱିନିଂ ଟ୍ରାକ୍‌କୁ ଫେରିବାକୁ ଲକ୍ଷ୍ୟ ରଖିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story