ଶେଷ ହେଲା ଶ୍ରୀସନ୍ତଙ୍କ ମ୍ୟାଚ ଫିକ୍ସ ଦଣ୍ଡ

ଥିରୁଅନନ୍ତପୁରମ: ସ୍ପଟ୍ ଫିକ୍ସିଂ ମାମଲାରେ ସାତ ବର୍ଷ ପାଇଁ ଦଣ୍ଡିତ ହୋଇଥିବା ଭାରତୀୟ କ୍ରିକେଟ ଟିମର ପେଶ୍ ବୋଲର ଏସ୍ ଶ୍ରୀସନ୍ତଙ୍କ ଦଣ୍ଡବିଧାନ ତିନି ଦିନ ତଳେ ଶେଷ ହୋଇଛି। କ୍ରିକେଟ ମ୍ୟାଚ ଖେଳିବା ନେଇ ତାଙ୍କ ଉପରେ କଟକଣା ଲାଗିଥିଲା। ଏବେ ତାହା ଶେଷ ହୋଇଛି।  ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ୩୭ ବର୍ଷୀୟ କ୍ରିକେଟର ଶ୍ରୀସନ୍ତ। I’m completely free of any charges nd anything nd now gonna […]

SHREESANT

SHREESANT

Subhransu Sekhar
  • Published: Sunday, 13 September 2020
  • Updated: 13 September 2020, 03:38 PM IST

Sports

Latest News

ଥିରୁଅନନ୍ତପୁରମ: ସ୍ପଟ୍ ଫିକ୍ସିଂ ମାମଲାରେ ସାତ ବର୍ଷ ପାଇଁ ଦଣ୍ଡିତ ହୋଇଥିବା ଭାରତୀୟ କ୍ରିକେଟ ଟିମର ପେଶ୍ ବୋଲର ଏସ୍ ଶ୍ରୀସନ୍ତଙ୍କ ଦଣ୍ଡବିଧାନ ତିନି ଦିନ ତଳେ ଶେଷ ହୋଇଛି। କ୍ରିକେଟ ମ୍ୟାଚ ଖେଳିବା ନେଇ ତାଙ୍କ ଉପରେ କଟକଣା ଲାଗିଥିଲା। ଏବେ ତାହା ଶେଷ ହୋଇଛି।  ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ୩୭ ବର୍ଷୀୟ କ୍ରିକେଟର ଶ୍ରୀସନ୍ତ।

https://twitter.com/sreesanth36/status/1303941127159066624

ସେ କହିଛନ୍ତି, ମୁଁ ଏବେ ସମସ୍ତ କଟକଣାରୁ ମୁକ୍ତ। ଏବେ ବି ମୁଁ ୫ରୁ ୭ ବର୍ଷ ଖେଳି ପାରିବାର ମନୋଭାବ ରଖିଛି। କ୍ରିକେଟକୁ ବହୁତ ଭଲ ପାଏ। ଏବେ ବି ସେ ଅଭ୍ୟାସ ଜାରି ରଖିଛନ୍ତି। ଆଗାମୀ ଦିନରେ ପ୍ରତି ବୋଲରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଜାରି କରିବେ ବୋଲି ଆଶା ରଖିଛନ୍ତି କେରଳର ଏହି ଖେଳାଳି।

କିଛିଦିନ ପୂର୍ବରୁ ଶ୍ରୀସନ୍ତଙ୍କ ସାଙ୍ଗ ତଥା ପୂର୍ବତନ ସହଯୋଗୀ ସନ୍ଦୀପ ୱାରିୟର୍ କହିଥିଲେ, "ଶ୍ରୀସନ୍ତଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ନଥିଲା। କିନ୍ତୁ, ମୁଁ ଆଶା କରୁଛି କ୍ରିକେଟ୍ ଉପରେ ରୁଚି ରଖୁଥିବା ବ୍ୟକ୍ତି ଶ୍ରୀସନ୍ତଙ୍କ ପ୍ରତ୍ୟାବର୍ତ୍ତନକୁ ଆଶା ରଖିବେ। ମୁଁ ଜାଣେ ଏହା ସର୍ବୋତ୍ତମ ହେବ। ତାଙ୍କର ନିଷ୍ଠା ଏବଂ ଦକ୍ଷତା କ୍ରିକେଟ୍ ପ୍ରତି ବହୁତ ରହିଛି।"

ଶ୍ରୀସନ୍ତ ନିଜ କ୍ୟାରିୟରରେ ଟିମ୍ ଇଣ୍ଡିଆରୁ ୨୭ଟି ଟେଷ୍ଟ ଏବଂ ୫୩ଟି ଦିନିକିଆ ଖେଳିଛନ୍ତି। ଏଥିସହ ସେ ୧୦ଟି -୨୦ ୱିକେଟ୍ ନେଇଛନ୍ତି। ଭାରତ ବିଜୟୀ ହୋଇଥିବା ଟି-୨୦ ବିଶ୍ୱକପର ଅନ୍ତିମ କ୍ୟାଚ ଶ୍ରୀସନ୍ତ ହିଁ ଧରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story