ୱାର୍ଣ୍ଣଙ୍କ ପାଇଁ ଏହି ଦୁଇ କ୍ରିକେଟର୍ ସର୍ବକାଳୀନ ଶ୍ରେଷ୍ଠ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁ ବିଶ୍ୱର ଅଧିକାଂଶ ସ୍ଥାନରେ ଲକଡାଉନ୍ ଜାରି ରହିଛି। ଏହା ମଧ୍ୟରେ ସବୁ କ୍ରୀଡ଼ା ଇଭେଣ୍ଟ ସ୍ଥଗିତ କିମ୍ବା ବାତିଲ୍ କରାଯାଇଛି। ଏପରିକି କ୍ରିକେଟ୍ ମଇଦାନ ମଧ୍ୟ କରୋନା କବଜାରେ ରହିଛି। ତେଣୁ ଏହି ଖାଲି ସମୟରେ କ୍ରିକେଟରମାନେ ନିଜ ନିଜକୁ ଭିନ୍ନ କାମରେ ନିୟୋଜିତ କରିଛନ୍ତି। ଏହି କ୍ରିକେଟରଙ୍କ ମଧ୍ୟରୁ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ଶେନ୍ ୱାର୍ଣ୍ଣର ସୋଶାଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି। ଇନଷ୍ଟାଗ୍ରାମରେ ଏକ ଲାଇଭ୍ ଚାଟ୍ ଚାଲିଥିବା […]

warne

warne

Ranjit Kumar Jena
  • Published: Monday, 30 March 2020
  • Updated: 30 March 2020, 08:47 PM IST

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁ ବିଶ୍ୱର ଅଧିକାଂଶ ସ୍ଥାନରେ ଲକଡାଉନ୍ ଜାରି ରହିଛି। ଏହା ମଧ୍ୟରେ ସବୁ କ୍ରୀଡ଼ା ଇଭେଣ୍ଟ ସ୍ଥଗିତ କିମ୍ବା ବାତିଲ୍ କରାଯାଇଛି। ଏପରିକି କ୍ରିକେଟ୍ ମଇଦାନ ମଧ୍ୟ କରୋନା କବଜାରେ ରହିଛି। ତେଣୁ ଏହି ଖାଲି ସମୟରେ କ୍ରିକେଟରମାନେ ନିଜ ନିଜକୁ ଭିନ୍ନ କାମରେ ନିୟୋଜିତ କରିଛନ୍ତି। ଏହି କ୍ରିକେଟରଙ୍କ ମଧ୍ୟରୁ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ଶେନ୍ ୱାର୍ଣ୍ଣର ସୋଶାଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି। ଇନଷ୍ଟାଗ୍ରାମରେ ଏକ ଲାଇଭ୍ ଚାଟ୍ ଚାଲିଥିବା ବେଳେ ୱାର୍ଣ୍ଣ ନିଜ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ନାଁ ଖୁଲାସା କରିଛନ୍ତି।

ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ୱାର୍ଣ୍ଣ ବିଶ୍ୱର ଦୁଇ ମହାନ ବ୍ୟାଟ୍ସମ୍ୟାନଙ୍କୁ ନିଜ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଆଖ୍ୟା ଦେଇଛନ୍ତି। ୱାର୍ଣ୍ଣଙ୍କ ପାଇଁ ଭାରତର ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରା ହିଁ ଶ୍ରେଷ୍ଠ । ୱାର୍ଣ୍ଣ କହିଛନ୍ତି, ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରା ମୋ ସମୟର ସବୁଠାରୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଏବଂ ଏହା ପରେ ବାକି ସମସ୍ତେ ଆସିବେ।

୫୦ ବର୍ଷୀୟ ୱାର୍ଣ୍ଣ ମାଷ୍ଟର୍ ବ୍ଲାଷ୍ଟର ସଚିନଙ୍କୁ ସବୁ କଣ୍ଡିସନରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କହିଥିବା ବେଳେ ଲକ୍ଷ୍ୟ ପିଛା କରୁଥିବା ବେଳେ ଲାରାଙ୍କୁ ସର୍ବଶ୍ରେଷ୍ଠ ଆଖ୍ୟା ଦେଇଛନ୍ତି। ଯଦି ମୋତେ କୁହାଯିବ ଯେ କୌଣସି କଣ୍ଡିସନର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କିଏ, ତାହେଲେ ସଚିନ ଓ ଲାରାଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବା କଷ୍ଟକର। କିନ୍ତୁ ମୁଁ ସଚିନଙ୍କୁ ହିଁ ବାଛିବି ବୋଲି ୱାର୍ଣ୍ଣ କହିଛନ୍ତି। ୱାର୍ଣ୍ଣ ଆହୁରି କହିଛନ୍ତି, ଯଦି ମ୍ୟାଚର ଅନ୍ତିମ ଦିବସରେ ୪୦୦ ରନର ଲକ୍ଷ୍ୟ ପିଛା କରିବାକୁ ଥାଏ, ତାହେଲେ ମୁଁ ଲାରାଙ୍କୁ ବାଛିବି।

ସୂଚନାଯୋଗ୍ୟ, ସଚିନ ୨୦୦ ଟେଷ୍ଟ ଖେଳି ୫୩.୭୮ ହାରରେ ୪୬୩ ରନ୍ କରିଛନ୍ତି। ସେହିପରି ସେ ୪୪.୮୩ ହାରରେ ୧୮,୪୨୬ ରନ୍ କରିଛନ୍ତି। ସଚିନ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ, ଯାହାଙ୍କ ନାଁରେ ଉଭୟ ଫର୍ମାଟରେ ୧୦୦ ଶତକ ମାରିବାର ରେକର୍ଡ ରହିଛି। ସେହିପରି ଲାରା ୧୩୧ ଟେଷ୍ଟରେ ୫୨.୮୮ ହାରରେ ୧୧,୯୫୩ ରନ୍ କରିଛନ୍ତି। ଦିନିକିଆରେ ସେ ୨୯୯ ମ୍ୟାଚ୍ ଖେଳି ୧୦,୪୦୫ ରନ୍ କରିଛନ୍ତି, ଯେଉଁଥିରେ ୧୯ ଶତକ ଓ ୬୩ ଅର୍ଦ୍ଧଶତକ ସାମିଲ୍ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story