ସତ ହେଲା ସଚିନ୍ ତେନ୍ଦୁଲକରଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ୱାଡଙ୍କ ଦମଦାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସର ୬ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଏହି ମ୍ୟାଚରେ ଋତୁରାଜ ୫୩ ବଲରେ ୬ ଚୌକା ଓ ୨ ଛକା ସହାୟତାରେ ୭୨ ରନର ଇନିଂସ୍ ଖେଳିଥିଲେ। ମ୍ୟାଚ୍ ଜିତିବା ପରେ ଚେନ୍ନାଇ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ଓ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଋତୁରାଜଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ତେବେ ମ୍ୟାଚ୍ ପୂର୍ବରୁ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ […]

sachin

sachin

Ranjit Kumar Jena
  • Published: Friday, 30 October 2020
  • Updated: 30 October 2020, 12:10 PM IST

Sports

Latest News

ନୂଆଦିଲ୍ଲୀ: ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ୱାଡଙ୍କ ଦମଦାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସର ୬ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଏହି ମ୍ୟାଚରେ ଋତୁରାଜ ୫୩ ବଲରେ ୬ ଚୌକା ଓ ୨ ଛକା ସହାୟତାରେ ୭୨ ରନର ଇନିଂସ୍ ଖେଳିଥିଲେ। ମ୍ୟାଚ୍ ଜିତିବା ପରେ ଚେନ୍ନାଇ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ଓ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଋତୁରାଜଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ତେବେ ମ୍ୟାଚ୍ ପୂର୍ବରୁ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର ଋତୁରାଜଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ।

କେକେଆର୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ସଚିନ୍ କହିଥିଲେ ଯେ ଋତୁରାଜ ଆଜିର ମ୍ୟାଚରେ ବଡ଼ ଇନିଂସ୍ ଖେଳିବେ। ଚେନ୍ନାଇ ଓ କୋଲକାତା ମ୍ୟାଚ୍ ପୂର୍ବରୁ ସଚିନ୍ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଋତୁରାଜଙ୍କ ଟେକନିକ୍ ଓ ମାନସିକତାକୁ ଖୁବ୍ ପ୍ରଶଂସା କରିଥିଲେ।

ଏହି ଭିଡିଓରେ ସଚିନ କହିଥିଲେ, ମୁଁ ଋତୁରାଜଙ୍କ ବ୍ୟାଟିଂ ସେଭଳି ବେଶୀ ଦେଖିନାହିଁ। କିନ୍ତୁ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଋତୁରାଜ ଯେଉଁଭଳି ବ୍ୟାଟିଂ କଲେ, ସେଥିରୁ ଜଣାପଡୁଛି ଯେ ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍। ସେ କିଛି ଆକର୍ଷଣୀୟ ଶଟ୍ ଖେଳିଛନ୍ତି। ଯେତେବେଳେ ଜଣେ ବ୍ୟାଟ୍ସମ୍ୟାନ୍ ସଠିକ୍ କ୍ରିକେଟ୍‌ ଖେଳିବା ଆରମ୍ଭ କରେ, ବଲକୁ କଭର୍ କିମ୍ବା ମିଡୱିକେଟ୍ ଉପରେ ମାରେ କିମ୍ବା ସିଧା ବୋଲରଙ୍କ ମୁଣ୍ଡ ଉପରେ ଶଟ୍ ଖେଳେ, ସେତେବେଳେ ଜାଣିଯିବା ଦରକାର ଯେ ବ୍ୟାଟ୍ସମ୍ୟାନ୍ ଜଣକ ବଡ଼ ଇନିଂସ୍ ଖେଳିବାକୁ ପ୍ରସ୍ତୁତ। ମୋତେ ଲାଗୁଛି ଆଜି ମ୍ୟାଚରେ (କେକେଆର୍ ବିପକ୍ଷ ମ୍ୟାଚ୍) ସେ ଓପନ୍ କରିବେ, କାରଣ ତାଙ୍କର ଟେକନିକ୍ ଓ ମାନସିକକା ଜବରଦସ୍ତ ରହିଛି। ଧୋନି ନିଶ୍ଚୟ ତାଙ୍କ ଉପରେ ଭରସା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story