ରିଓ ଅଲିମ୍ପିକ୍‌ରେ ଆଘାତମୁକ୍ତ ରହିବାକୁ ସାଇନାଙ୍କ ଲକ୍ଷ୍ୟ

ବେଙ୍ଗାଲୁରୁ: ରିଓ ଅଲିମ୍ପିକ୍‌ରେ ଶୀର୍ଷସ୍ଥାନକୁ ଉଠିବା ପାଇଁ ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ ନିଜକୁ ଆଘାତମୁକ୍ତ ରଖିବାକୁ ଚାହୁଁଛନ୍ତି। ଏନେଇ ସେ ଆଜି ଏକ ସାମ୍ବାଦିକ ସମ୍ମୀଳନିରେ ସୂଚନା ଦେଇଛନ୍ତି। ସେ କହିଛନ୍ତି “ଶେଷ ଥର ମୁଁ ବ୍ରୋଞ୍ଜ ପଦକ ପାଇବାରେ ସମର୍ଥ ହୋଇଥିଲି। ଦେଶ ପାଇଁ ଆସନ୍ତା ଅଲିମ୍ପିକରେ ପଦକ ଆଣିବା ପାଇଁ ବଡ ଆଶା ରଖିଛି। ଏଥିପାଇଁ ମୁଁ  ଆଘାତମୁକ୍ତ ରହିବାକୁ ଚାହୁଁଛି।” ନିକଟରେ ସାଇନାଙ୍କ ପାଦରେ ଆଘାତ କାରଣରୁ ବ୍ୟାଡମିଣ୍ଟନ୍ ଏସିଆ […]

sainanehwal

sainanehwal

Rakesh Mallick
  • Published: Tuesday, 01 March 2016
  • Updated: 01 March 2016, 12:23 PM IST

Sports

Latest News

ବେଙ୍ଗାଲୁରୁ: ରିଓ ଅଲିମ୍ପିକ୍‌ରେ ଶୀର୍ଷସ୍ଥାନକୁ ଉଠିବା ପାଇଁ ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ ନିଜକୁ ଆଘାତମୁକ୍ତ ରଖିବାକୁ ଚାହୁଁଛନ୍ତି। ଏନେଇ ସେ ଆଜି ଏକ ସାମ୍ବାଦିକ ସମ୍ମୀଳନିରେ ସୂଚନା ଦେଇଛନ୍ତି। ସେ କହିଛନ୍ତି “ଶେଷ ଥର ମୁଁ ବ୍ରୋଞ୍ଜ ପଦକ ପାଇବାରେ ସମର୍ଥ ହୋଇଥିଲି। ଦେଶ ପାଇଁ ଆସନ୍ତା ଅଲିମ୍ପିକରେ ପଦକ ଆଣିବା ପାଇଁ ବଡ ଆଶା ରଖିଛି। ଏଥିପାଇଁ ମୁଁ  ଆଘାତମୁକ୍ତ ରହିବାକୁ ଚାହୁଁଛି।”

ନିକଟରେ ସାଇନାଙ୍କ ପାଦରେ ଆଘାତ କାରଣରୁ ବ୍ୟାଡମିଣ୍ଟନ୍ ଏସିଆ ଟିମ୍‌ ଚାମ୍ପିଅନସିପ୍‌, ଲକ୍ଷ୍ନୌ ଓପନ୍‌ ଓ ସାଉଥ୍‌ ଏସିଆନ୍‌ ଚାମ୍ପିଅନସିପ୍‌ରୁ ନିଜକୁ ଦୂରେଇ ରଖିଛନ୍ତି। ଏହି ସମୟରେ ସେ ନିଜକୁ ରିଓ ଅଲିମ୍ପିକ ପାଇଁ ନିଜକୁ ପ୍ରସ୍ତୁତ କରୁଛି ବୋଲି କହିଛନ୍ତି।

ରିଓ ଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ଜିତିବା ନେଇ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଦେଖାଯାଉ କ’ଣ ହେଉଛି। ସେ ନେଇ ପୂର୍ବାନୁମାନ କରାଯାଇ ନ ପାରେ। ଏନେଇ କିଛି କହି ହେବ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story