୨୦୧୬ ଆଇଏସ୍‌ଏଲ: ନର୍ଥଇଷ୍ଟ ୟୁନାଇଟେଡ୍‌ ସହ ଚୁକ୍ତିଭୁକ୍ତ ହେଲେ ଏସ୍‌ଆର ସିଂହ

ଗୌହାଟୀ: ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ) ୨୦୧୬-୧୭ ସିଜିନ୍ ପାଇଁ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ସହ ଆଜି ଚୁକ୍ତିଭୁକ୍ତ ହୋଇଛନ୍ତି ସେଣ୍ଟ୍ରାଲ ଡିଫେଣ୍ଡର ସଲାମ୍‌ ରଞ୍ଜନ ସିଂହ।

ଏହାପୂର୍ବରୁ ଏହି ଡିଫେଣ୍ଡର ଜଣକ ବିଭିନ୍ନ କ୍ଲବ ପାଇଁ ଇ-ଲିଗ୍‌ରେ ଅଂଶଗ୍ରହଣ କରିବା ସହ ଭାରତୀୟ ୟୁ-୨୩ ଟିମ୍‌ରେ ମଧ୍ୟ ଖେଳିଛନ୍ତି।

୨୦୧୩-୧୪ ସିଜିନ୍‌ରେ ପୁନେ ଏଫ୍‌ସି ପାଇଁ ଖେଳିଥିଲେ ସଲାମ୍‌।

ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିର ମାଲିକ ଜନ୍‌ ଆବ୍ରାହମ୍‌ କହିଛନ୍ତି,“ମୁଁ ବ୍ୟକ୍ତିଗତଭାବେ ରଞ୍ଜନଙ୍କ ଫୁଟ୍‌ବଲ ଖେଳିବା ଶୈଳୀ ଦେଖିଛି। ସେ ଜଣେ ଭଲ ଖେଳାଳି। ତେଣୁ ଆମ ଦଳ ପାଇଁ ତାଙ୍କୁ ବାଛିଛି।”

ଆହୁରି ପଢ଼ନ୍ତୁ

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ