ଡାରେନ ସାମିଙ୍କୁ ପାକିସ୍ତାନ ଦେବ ସର୍ବୋଚ୍ଚ ସମ୍ମାନ ଓ ସମ୍ମାନୀୟ ନାଗରିକତା

ଇସଲାମାବାଦ: ୱେଷ୍ଟଇଣ୍ଡିଜ୍ ଟିମର ଅଲରାଣ୍ଡର ତଥା ଷ୍ଟାର କ୍ରିକେଟର ଡାରେନ ସାମିଙ୍କୁ ପାକିସ୍ତାନ ପକ୍ଷରୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ନିଶାନ-ଇ-ପାକିସ୍ତାନ ଓ ସମ୍ମାନୀୟ ନାଗରିକତା ସମ୍ମାନ ମିଳିବ। ଅର୍ଥାତ ସାମିଙ୍କୁ ପାକିସ୍ତାନ ନିଜର ନାଗରିକ ଭାବେ ବିବେଚନା କରିବା ସହ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବ। ମାର୍ଚ୍ଚ ୨୩ରେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ସାମିଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିବେ। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ପିସିବିର ମିଡିଆ […]

d

d

Hemant Lenka
  • Published: Saturday, 22 February 2020
  • Updated: 22 February 2020, 05:34 PM IST

Sports

Latest News

ଇସଲାମାବାଦ: ୱେଷ୍ଟଇଣ୍ଡିଜ୍ ଟିମର ଅଲରାଣ୍ଡର ତଥା ଷ୍ଟାର କ୍ରିକେଟର ଡାରେନ ସାମିଙ୍କୁ ପାକିସ୍ତାନ ପକ୍ଷରୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ନିଶାନ-ଇ-ପାକିସ୍ତାନ ଓ ସମ୍ମାନୀୟ ନାଗରିକତା ସମ୍ମାନ ମିଳିବ। ଅର୍ଥାତ ସାମିଙ୍କୁ ପାକିସ୍ତାନ ନିଜର ନାଗରିକ ଭାବେ ବିବେଚନା କରିବା ସହ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବ।

ମାର୍ଚ୍ଚ ୨୩ରେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ସାମିଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିବେ। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ପିସିବିର ମିଡିଆ ବିଭାଗ କହିଛି, “ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ ଫେରିବା ଓ ଏହାକୁ ଦେଶର ଲୋକପ୍ରିୟତା କରାଇବାରେ ସାମିଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।

ଏଥିପାଇଁ ତାଙ୍କୁ ପାକିସ୍ତାନ ସରକାର ସମ୍ମାନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟକୁ ପାକିସ୍ତାନକୁ ଫେରାଇ ଆଣିବାରେ ଏହି ଇଣ୍ଡିଜ୍ ଅଧିନାୟକଙ୍କ ଭୂମିକା ରହିଛି।”

୨୦୧୭ରେ ପ୍ରଥମ ବିଦେଶୀ ଖେଳାଳି ଭାବେ ସାମି ହିଁ ପାକିସ୍ତାନରେ କ୍ରିକେଟ ଖେଳିବାକୁ ରାଜି ହୋଇଥିଲେ। ସେ ପ୍ରଥମେ ଏଠାରେ ପାକିସ୍ତାନ ସୁପର ଲିଗ(ପିଏସଏଲ) ଖେଳିଥିଲେ। ଏପରି କି ତାଙ୍କୁ ପିଏସଏଲରେ ଭାଗ ନେଉଥିବା ପେଶୱାର ଜଲିମର ଅଧିନାୟକ କରାଯାଇଥିଲା। ଧୀରେଧୀରେ ସାମି ଅନ୍ୟ ବିଦେଶୀ ଖେଳାଳିମାନଙ୍କୁ ପିଏସଏଲରେ ଭାଗ ନେବାକୁ କହିଥିଲେ।

ଏବେ ପ୍ରାୟ ଅଧିକାଂଶ ବିଦେଶୀ ଖେଳାଳି ସେଠାରେ ପିଏସଏଲ ଖେଳୁଛନ୍ତି। ଏପରି କି ପାକିସ୍ତାନ ମଧ୍ୟ ୧୦ ବର୍ଷ ପରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିବାକୁ ସକ୍ଷମ ହୋଇଛି। ଏସବୁ ପାଇଁ ପାକିସ୍ତାନ ରାଷ୍ଟ୍ରପତି ସାମିଙ୍କୁ ସମ୍ମାନୀତ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story