ପଦ୍ମଭୂଷଣରେ ଭୂଷିତ ହେଲେ ସାନିଆ ମିର୍ଜା

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ଠାରୁ ପଦ୍ମଭୂଷଣ ଉପାଧି ଗ୍ରହଣ କରିଛନ୍ତି। କ୍ରୀଡା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଏନେଇ ଚଳିତବର୍ଷ ଗଣତନ୍ତ୍ର ଦିବସରେ ତାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଥିଲା। ସାନିଆ ଓ ତାଙ୍କ ସ୍ୱିସ୍‌ ଯୋଡି ମାର୍ଟିନା ହିଙ୍ଗସ୍‌ ଲଗାତାର ଭାବେ ୪୧ଟି ମ୍ୟାଚ୍‌ ଜିତି ଟେନିସ୍‌ ଦୁନିଆରେ ଇତିହାସ ରଚିଥିଲେ। ଚଳିତବର୍ଷ […]

sania mirja

sania mirja

Rakesh Mallick
  • Published: Tuesday, 12 April 2016
  • Updated: 12 April 2016, 02:31 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ଠାରୁ ପଦ୍ମଭୂଷଣ ଉପାଧି ଗ୍ରହଣ କରିଛନ୍ତି। କ୍ରୀଡା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଏନେଇ ଚଳିତବର୍ଷ ଗଣତନ୍ତ୍ର ଦିବସରେ ତାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଥିଲା।

ସାନିଆ ଓ ତାଙ୍କ ସ୍ୱିସ୍‌ ଯୋଡି ମାର୍ଟିନା ହିଙ୍ଗସ୍‌ ଲଗାତାର ଭାବେ ୪୧ଟି ମ୍ୟାଚ୍‌ ଜିତି ଟେନିସ୍‌ ଦୁନିଆରେ ଇତିହାସ ରଚିଥିଲେ। ଚଳିତବର୍ଷ କତାର ଓପନ୍‌ର କ୍ୱାର୍ଟର ଫାଇନାଲରେ ପରାଜିତ ହେବା ପରେ ଏହି ଧାରାରେ ବାଧା ସୃଷ୍ଟି ହୋଇଥିଲା। ଏହି ଯୋଡ଼ି ଏକାଠି ୧୦ଟି ଟାଇଟେଲ୍ ଜିତିଛନ୍ତି।

[embed]https://twitter.com/MirzaSania/status/719795621083807744?ref_src=twsrc%5Etfw[/embed]

ଏନେଇ ସେ ତାଙ୍କ ଟ୍ୱିଟରରେ ଖୁସି ବ୍ୟକ୍ତ କରିଛନ୍ତି।

ପୂର୍ବରୁ ସାଇନା ନେହୱାଲ୍‌ଙ୍କୁ ପଦ୍ମଭୂଷଣ ଓ ଆର୍ଚ୍ଚର ଦୀପିକା କୁମାରୀଙ୍କୁ ପଦ୍ମଶ୍ରୀ ପୁରସ୍କାର  ପ୍ରଦାନ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story